Advertisement

ଟିକାକରଣ ପାଇଁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ: କୋଭିଶିଲ୍ଡକୁ ମିଳିବ ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧୨: କରୋନା ପ୍ରତିଷେଧକ ଟିକାକରଣ ନେଇ ସରକାରଙ୍କ ପକ୍ଷରୁ କାଉଣ୍ଟ୍‌ ଡାଉନ୍‌ ଆରମ୍ଭ ହୋଇଛି। ଆସନ୍ତା ୨-୩ ଦିନ ମଧ୍ୟରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ପ୍ରତିଷେଧକ ଟିକା କୋଭିଶିଲ୍ଡ୍‌କୁ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଜରୁରୀକାଳୀନ ସ୍ଥିତିରେ କୋଭିଶିଲ୍ଡରେ ପ୍ରୟୋଗ କରାଯିବା ଲାଗି ଭାରତ ସରକାରଙ୍କ ଅନୁମତି ଦେବାର ଆଶା ରହିଛି। ସିରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ଆବେଦନ ସନ୍ତୋଷଜନକ ରହିଛି ବୋଲି କୁହାଯାଉଛି। ଏନେଇ ଖୁବ୍‌ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପକ୍ଷରୁ ବ୍ରିଟେନ୍‌ ଏବଂ ବ୍ରାଜିଲ୍‌ରେ କ୍ଲିନିକାଲ ଟ୍ରାଏଲ୍‌ ସମ୍ପକିତ ତଥ୍ୟ ଦାଖଲ କରାଯାଇଛି। ଏନେଇ ଆଷ୍ଟ୍ରାଜେନିକାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପାସ୍କଲ ସୋରିଅଟ୍‌ କହିଛନ୍ତି ଯେ, କୋଭିଶିଲ୍ଡ ଅନ୍ୟ କରୋନା ଟିକା ଭଳି କ୍ଲିନିକାଲ ଟ୍ରାଏଲ୍‌ରେ ବେଶ୍‌ ସଫଳ ରହିିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୩ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୩୫୭ କୁ ବୃଦ୍ଧି...

୨୦ରେ ନଡ୍ଡା ହେବେ ଭାଜପା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୮ା୧ (ପି.ଟି.): ଭାଜପା ଜାତୀୟ ଅଧ୍ୟକ୍ଷ ପଦ ଲାଗି ଜାନୁୟାରୀ ୨୦ରେ ନାମାଙ୍କନପତ୍ର ଦାଖଲ କରାଯିବ ଏବଂ ଆବଶ୍ୟକ ପଡ଼ିଲେ ତା ପରଦିନ ନିର୍ବାଚନ ଅନୁଷ୍ଠିତ...

ରାହୁଲଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ଖୁସବୁ

ନୂଆଦିଲ୍ଲୀ,୩୧।୭: କେନ୍ଦ୍ର ସରକାର ବୁଧବାର ନୂଆ ଶିକ୍ଷାନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ କିଛି ରାଜନୈତିକ ଦଳ ସମର୍ଥନ କରୁଥିବା ବେଳେ କେତେକ ଏହାକୁ ବିରୋଧ...

‘ନ୍ୟାୟ ନୁହେଁ, ମୁଁ ଚାହେଁ ମୋ ଝିଅ ଘରକୁ ଚାଲି ଆସୁ’

ନୂଆଦିଲ୍ଲୀ,୧।୨: ଜଣେ ୨୦ ବର୍ଷୀୟା ମହିଳାଙ୍କୁ ଅପହରଣ, ବଳାତ୍କାର ପରେ ମାଡ଼ ମରାଯିବା ସହ ପରେଡ୍‌ କରାଇଥିଲେ ପଡ଼ୋଶୀମାନେ। ୩ ବର୍ଷୀୟ ଛୁଆର ମା’ ଏବଂ...

‘ତୁମର ଖରାପ ଦିନ ଖୁବ୍‌ ଶୀଘ୍ର ଆସିବି’

ନୂଆଦିଲ୍ଲୀ, ୨୦।୧୨ : ‘ତୁମମାନଙ୍କ ଖରାପ ଦିନ ଆସିବ। ମୁଁ ତୁମକୁ ଅଭିଶାପ ଦେଉଛି ’। ଏଭଳି ଶବ୍ଦରେ ରାଜ୍ୟ ସଭାରେ ଶାସକ ଭାଜପା ଉପରେ...

ପରମବୀରଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ନୂଆଦିଲ୍ଲୀ,୨୪।୩: ମହାରାଷ୍ଟ୍ରରେ ଜାରି ରହିଥିବା ସଙ୍କଟ ନେଇ ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କ ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ ହୋଇଯାଇଛି। ମାମଲା ଗୁରୁତର ମାତ୍ର ଏହି...

କରୋନା ସଚେତନତା ପେଣ୍ଟିଂ

ନୂଆଦିଲ୍ଲୀ: କରୋନା ଭାଇରସ୍‌ ରୋକିବା ପାଇଁ ଦେଶର ସବୁ ସଚେତନ ନାଗରିକମାନେ ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ନିଜ ନିଜ ଉଦ୍ୟମରେ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି।...

କରୋନାକୁ ହରାଇଲେ ବେଙ୍ଗାଲୁରୁର ୯୯ ବର୍ଷୀୟା ବୃଦ୍ଧା

ବେଙ୍ଗାଲୁରୁ, ୨୭।୬- ଭାରତରେ କରୋନା ଭାଇରସସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଏହିଭଳି ଏକ ସମୟରେ ବେଙ୍ଗାଲୁରୁର ଜଣେ ୯୯ ବର୍ଷୀୟା ବୃଦ୍ଧା ପ୍ରାଣଘାତୀ...

Advertisement
Archives

Model This Week