କରୋନା ସଙ୍କଟ, ୨୭ ଏପ୍ରିଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ସଙ୍କଟ ପୁଣି ବଢ଼ି ଚାଲିଛି। ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକର ଅଧ୍ୟକ୍ଷତା କରିବେ ବୋଲି ଏକ ସରକାରୀ ସୂତ୍ରରୁ ପ୍ରକାଶ।

ସୂଚନାନୁସାରେ, କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରିବେ। ଗତ କିଛି ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମଣ ହାରରେ କ୍ରମାଗତ ବୃଦ୍ଧି ଘଟିଛି। ରବିବାର ଦିନ କେନ୍ଦ୍ର ସ୍ବସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୪୪ ଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ସକ୍ରିୟ ମାମଲା ସଂଖ୍ୟା ୧୫,୮୭୩କୁ ବୃଦ୍ଧି ପାଇଛି, ଯାହାକି ମୋଟ ମାମଲାର ୦.୦୪ ପ୍ରତିଶତ ଅଟେ।
ସେହିପରି ସୁସ୍ଥତା ହାର ୯୮.୭୫ ପ୍ରତିଶତ ରେକର୍ଡ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦେଶରେ ସାପ୍ତାହିକ ସଂକ୍ରମଣ ହାର ୦.୫୦ ପ୍ରତିଶତ ଥିବାବେଳେ ବୈନିକ ସଂକ୍ରମଣ ହାର ୦.୬୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଦେଶରେ ଟିକାକରଣ ୧୮୭.୬୫ କୋଟି ଅତିକ୍ରମ କରିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଶନିବାର ସା ୭ ଟା ସୁଦ୍ଧା ୧୭ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆଁ ସହ ନ ଖେଳନ୍ତୁ ମମତା

କୋଲକତା,୧୧।୧୨: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଭାଜପା ଏବଂ ତୃଣମୂଳ କଂଗ୍ରେସ ଦଳର କର୍ମୀଙ୍କ ମଧ୍ୟରେ କଥା କଟାକଟି ହେବା...

୭ ଜଣ ପୋଲିସଙ୍କୁ ଚକ୍‌ମା ଦେଇ କରୋନା ପଜିଟିଭ କଏଦୀ ଫେରାର୍‌

ରାଞ୍ଚି, ୧୦।୯: ଝାଡ଼ଖଣ୍ଡ କୋଡରମା ଜିଲାରେ ଜଣେ ବିଚାରଧିନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି କଏଦୀ ଜଣଙ୍କ ନିକଟରେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲେ। ଏହାପରେ...

ପ୍ରିୟଙ୍କାଙ୍କ ନିର୍ବାଚନୀ ପ୍ରତିଶ୍ରୁତି, ଝିଅଙ୍କୁ ମିଳିବ ସ୍କୁଟି-ସ୍ମାର୍ଟଫୋନ୍‌…

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟେjରଗତ ୩ ଦଶନ୍ଧି ଧରି କଂଗ୍ରେସ କ୍ଷମତାଠାରୁ ଦୂରରେ ରହି ବନବାସ କାଟୁଛି।...

ମଧ୍ୟପ୍ରଦେଶରେ ଏଏପିର ଜୋରଦାର ଏଣ୍ଟ୍ରି…

ଭୋପାଳ,୧୭।୭ : ମଧ୍ୟପ୍ରଦେଶ ପୌରସଂସ୍ଥା ନିର୍ବାଚନରେ, ଯେଉଁଠାରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ଅଗ୍ରଗତି କରୁଛି, କଂଗ୍ରେସ ଏହାର ପ୍ରଦର୍ଶନକୁ ସୁଦୃଢ଼ କରୁଥିବା ଜଣାପଡିଛି।...

ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ସମସ୍ତ ବାର୍‌ ବନ୍ଦ ଲାଗି ପୁଡୁଚେରୀ ସରକାରଙ୍କ ନିର୍ଦ୍ଦେଶ

ପୁଡୁଚେରୀ,୧୮।୩: ଦେଶରେ କ୍ରମାଗତ ଭାବରେ କରୋନା ଭାଇରସ୍‌ କାୟା ବିସ୍ତାର କରିଥିବାରୁ ସମସ୍ତ ରାଜ୍ୟ ସତର୍କ ହୋଇପଡ଼ିଛନ୍ତି। ଅଧିକାଂଶ ରାଜ୍ୟରେ ସତର୍କତା ଅନୁଯାୟୀ, କର୍ମଚାରୀମାନଙ୍କୁ ଘରେ...

ପିତା ହେଲେ ୨୬ ସପ୍ତାହ ଛୁଟି ସହ ୭୦ ହଜାର ଟଙ୍କା ସହାୟତା ଦେବ ‘ଜୋମାଟୋ’

ନୂଆଦିଲ୍ଲୀ, ୫।୬: ମହିଳାଙ୍କ ଭଳି ପୁରୁଷ କର୍ମଚାରୀଙ୍କୁ ପିତୃକାଳୀନ ଛୁଟି ପ୍ରଦାନ କରିବ ଫୁଡ ଏଗ୍ରିଗେଟର କମ୍ପାନୀ ‘ଜୋମାଟୋ’। କମ୍ପାନୀର ଯେଉଁ କର୍ମଚାରୀ ପିତା ହେବେ...

ଆର୍‌ଜେଡିର ରୌପ୍ୟ ଜୟନ୍ତି ସମାରୋହରେ ଉଦ୍‌ବୋଧନ ଦେବେ ଲାଲୁ

ନୂଆଦିଲ୍ଲୀ,୪ ।୭: ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି) ତା’ର ରୌପ୍ୟ ଜୟନ୍ତି ପାଳନ କରୁଛି । କିଛି ବର୍ଷ ପରେ ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ...

ଭାରତରେ ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା

ନୂଆଦିଲ୍ଲୀ, ୧୧ା୩: ଇନ୍‌ଫ୍ଲୁଏଞ୍ଜାର ଏଚ୍‌୩ଏନ୍‌୨ ଉପପ୍ରଜାତି ଭୂତାଣୁ ସଂକ୍ରମଣରେ ଭାରତରେ ପ୍ରଥମ ମୃତ୍ୟୁ ଘଟିଛି। କର୍ନାଟକ ଓ ହରିୟାଣାରେ ଜଣେ ଲେଖାଏ ଏହି ରୋଗରେ ପ୍ରାଣ...

Advertisement
Archives

Model This Week