Posted inଜାତୀୟ

କଂଗ୍ରେସର ଫାଇଟର ପାଇଲଟ୍‌ ଶତ୍ରୁ ଶିବିର ମୁହାଁ

ଜୟପୁର,୧୩।୭: ରାଜସ୍ଥାନରେ କ୍ଷମତାରେ ଥିବା କଂଗ୍ରେସ ସରକାରରେ ଫାଟ ସୃଷ୍ଟି ହୋଇଛି। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳର ଫାଇଟର ପାଇଲଟ୍‌ ବୋଲାଉଥିବା ସଚିନ ପାଇଲଟ୍‌ ଏବେ ଶତ୍ରୁ ଶିବିର ଭାଜପା ମୁହାଁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ୨୦୧୮ରେ ଥିବା ଦଳର ରଙ୍ଗ ମାତ୍ର ୨ ବର୍ଷମଧ୍ୟରେ ଏବେ ୨୦୨୦ରେ ଫିକା ପଡ଼ିଯାଇଛି। ଦଳରେ ନିର୍ବାଚନ ଲଢ଼ିବା ସମୟର ଉତ୍ସାହ ଆଉ ନାହିଁ। ମଧ୍ୟପ୍ରଦେଶରେ କଂଗ୍ରେସ ଶିବିରରେ ବିଦ୍ରୋହ ହେବାର ୪ ମାସ ପରେ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କ ଚିନ୍ତାଧାରାରେ ବହୁ ପରିବର୍ତ୍ତନ ଆସିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମ୍ମୁ-କଶ୍ମୀର ଏଲ୍‌ଜି ଗିରୀଶ ମୁର୍ମୁଙ୍କ ଇସ୍ତଫା

ନୂଆଦିଲ୍ଲୀ,୬ା୮ : ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁ ବୁଧବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ...

୧୭ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା: ଖର୍ଚ୍ଚ ହୋଇଛି ୭୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ,୪।୬: ଏପର୍ଯ୍ୟନ୍ତ ଯେତେ ଥର ଲୋକ ସଭା ନିର୍ବାଚନ ହୋଇଛି ସେଥିମଧ୍ୟରୁ ୧୭ ତମ ଲୋକ ସଭା ନିର୍ବାଚନ ସବୁଠାରୁ ମହଙ୍ଗା ବୋଲି କୁହାଯାଉଛି। କାରଣ...

କରୋନା ତାଣ୍ଡବ: ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି…

ନୂଆଦିଲ୍ଲୀ,୫।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ସ୍ଥିତି ବେକାବୁ ହେବା ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି। କରୋନାର...

ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି; ୧୧ ପଡ଼ିଛି ଶୁଖିଲା

ନୂଆଦିଲ୍ଲୀ,୨୪।୬: ମୌସୁମୀ ଅନିୟମିତତା ଯୋଗୁ ଏବେ ଦେଶର ୯୧ ଜଳାଶୟରେ ୮୦ ପ୍ରତିଶତ କମ୍‌ ପାଣି ରହିଛି। ସେହିପରି ୧୧ଟି ବଡ଼ ବଡ଼ ଜଳାଶୟ ଶୁଖିଲା...

ଏହି ଆଧାରରେ ଦ୍ୱାଦଶ ପରୀକ୍ଷା ଫଳାଫଳ ଘୋଷଣା କରିପାରେ ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍‌ଇ ଏବଂ ସିଆଇଏସ୍‌ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି।...

ୟୁପି ନିର୍ବାଚନ ଫଳାଫଳ ଚକିତ କରିପାରେ

ଭୋପାଳ,୧୦।୧: ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ବେଶ୍‌ ଚକିତ କରିପାରେ। ଏହା ପଛରେ କାରଣ ଭାଜପା ସରକାର ପ୍ରତି ଥିବା ଲୋକମାନଙ୍କ ଅସନ୍ତୋଷ ଏବଂ...

କାନରେ ଇୟରଫୋନ୍‌ ଲଗାଇ ରେଳ ଟ୍ରାକ୍‌ରେ ଚାଲୁଥିଲେ ୨ ଯୁବକ, ଆଉ ତା’ ପରେ…

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ବୁରହାନପୁର ଜିଲାର ରେଳ ଟ୍ରାକରେ କର୍ଣ୍ଣାଟକ ଏକ୍ସପ୍ରେସରେ କଟି ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଛି।...

କରୋନା କବଳରେ ୧୦ ମାସର ଭାରତୀୟ ଶିଶୁ

ବେଙ୍ଗାଲୁରୁ,୨୭।୩: ଡରାଉଛି କରୋନା। ଏହି ମାହାମାରୀ ଏବେ ସାରା ବିଶ୍ୱକୁ ଥରାଇ ଦେଇଥିବା ବେଳେ ବହୁ ଶକ୍ତିଶାଳୀ ଦେଶ ମଧ୍ୟ କରୋନା ପାଖରେ ଏକ ପ୍ରକାର...

Advertisement
Archives

Model This Week