Posted inଜାତୀୟ

ସିଭିଲ୍‌ ସର୍ଭିସ ପରୀକ୍ଷା କାର୍ଯ୍ୟସୂଚୀ ଜାରି

ନୂଆଦିଲ୍ଲୀ, ୧୩।୧୨: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସ୍‌ସି) ସିଭିଲ୍‌ ସର୍ଭିସ୍‌ (ମେନ୍‌) ପରୀକ୍ଷା କାର୍ଯ୍ୟସୂଚୀ ଜାରି କରିଛି। ଆସନ୍ତା ବର୍ଷ ଜାନୁୟାରୀ ୮ରୁ ୧୭ ଏହି ପରୀକ୍ଷା ହେବାକୁ ଥିବାବେଳେ ସପ୍ତାହାନ୍ତରେ ଦୁଇଟି ସେସନ୍‌ (ପୂର୍ବାହ୍ନ ଓ ଅପରାହ୍ନ)ରେ ଅନୁଷ୍ଠିତ ହେବ। ଜାନୁୟାରୀ ୮ (ଶୁକ୍ରବାର) ଗୋଟିଏ ସେସନ୍‌ ସକାଳ ୯ରୁ ୧୨ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରାର୍ଥୀ ପେପର-୧ ପ୍ରବନ୍ଧ ପରୀକ୍ଷା ଦେବେ। ୯ ତାରିଖ ପୂର୍ବାହ୍ନ ସେସନ୍‌ରେ ପେପର-୨ ସାଧାରଣ ପାଠ-୧ ଏବଂ ଅପରାହ୍ନ ସେସନ୍‌ରେ ପେପର-୩ ସାଧାରଣ ପାଠ-୨ ପରୀକ୍ଷା ହେବ। ସାଧାରଣ ପାଠ-୩ ଏବଂ ୪ ପରୀକ୍ଷା ରବିବାର (୯ ତାରିଖ)ଅନୁଷ୍ଠିତ ହେବ। ସେହିପରି ୧୬ ତାରିଖରେ ପେପର-ଏ ଭାରତୀୟ ଭାଷା ଉପରେ ପରୀକ୍ଷା ହେବାକୁ ଥିବାବେଳେ ଅପରାହ୍ନରେ ପେପର-ବି ଇଂଲିଶ ପରୀକ୍ଷା ହେବ। ୧୭ ତାରିଖ ପୂର୍ବାହ୍ନରେ ପେପର-୬ ଇଚ୍ଛାଧୀନ ପେପର-୧ ଓ ଅପରାହ୍ନରେ ପେପର-୭ ଇଚ୍ଛାଧୀନ ପେପର-୨ ପରୀକ୍ଷା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ବଳାତ୍କାର, ହତ୍ୟା

ଭୋପାଳ,୧୦ା୬(ପି.ଟି./ ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶର ଆଲିଗଡ଼ ଓ ହମିରପୁର ପରେ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଘଟିଛି ଆଉ ଏକ ଲଜ୍ଜାଜନକ ଘଟଣା। ଭୋପାଳର କମଳାନଗରରେ ଜଣେ ନାବାଳିକାଙ୍କୁ...

ରାତି ଅନ୍ଧାରରେ ଗୁଣ୍ଡାଗିରି: ଶାସକ-ବିରୋଧୀ କଲେ ନିନ୍ଦା

ନୂଆଦିଲ୍ଲୀ,୬।୧: ଜେଏନ୍‌ୟୁରେ ରବିବାର ରାତି ଅନ୍ଧାରରେ ହୋଇଥିବା ଗୁଣ୍ଡାଗିରିକୁ ଶାସକ-ବିରୋଧୀ ନିନ୍ଦା କରିଛନ୍ତି। ଏହାକୁ ନେଇ ଆରୋପ ପ୍ରତ୍ୟାରୋପ ରାଜନୀତି ଆରମ୍ଭ ହୋଇଛି। କେନ୍ଦ୍ରୀୟ ମନ୍ତ୍ରୀ...

ମିଳିମିଳା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଧର୍ମଗୁରୁଙ୍କ ସହାୟତା ଲୋଡ଼ିଲା ପ୍ରଶାସନ…

ମାଲାପୁରାମ,୮।୧୨ : କେରଳର ମାଲାପୁରାମରେ ପିଲାମାନଙ୍କ ମଧ୍ୟରେ ମିଳିମିଳା ରୋଗ ବୃଦ୍ଧି ପାଉଛି। ଏହି ସମୟ ମଧ୍ୟରେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ,...

ଭାଜପାର ଚାଷୀ ସମାବେଶରେ ଭୁଶୁଡ଼ିଲା ମଞ୍ଚ

ଇନ୍ଦୋର,୧୧।୬: ମଧ୍ୟପ୍ରଦେଶରେ ଋଣଛାଡ଼ ପାଇଁ ଭାଜପା ପକ୍ଷରୁ ଆୟୋଜନ କରାଯାଇଥିବା ଚାଷୀ ସମାବେଶରେ ଘଟିଛି ଅଭାବନୀୟ ଘଟଣା। ଚାଷୀ ସମାବେଶ ଲାଗି ବିଭିନ୍ନ ସ୍ଥାନରେ ମଞ୍ଚ...

ସଂସଦ ଭବନର ଉଦ୍‌ଘାଟନୀକୁ ରାଜ୍ୟାଭିଷେକ ବୋଲି ଭାବୁଛନ୍ତି ପ୍ରଧାନମନ୍ତ୍ରୀ: ରାହୁଲ

ନୂଆଦିଲ୍ଲୀ,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୂଆ ସଂସଦ ଭବନର ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ସମେତ ୧୯ ଦଳ ବିରୋଧ କରିଛନ୍ତି। ତେବେ...

ଫଡନଭିଶଙ୍କୁ ଚିଠି ଲେଖି ରାଜ ଠାକରେ କହିଲେ ଲଢନ୍ତୁ ନାହିଁ ଅନ୍ଧେରୀ ଇଷ୍ଟ ଉପନିର୍ବାଚନ, ଜବାବ ରଖିଲେ ଉପମୁଖ୍ୟମନ୍ତ୍ରୀ

ମୁମ୍ବାଇ,୧୬ ।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ...

ବ୍ରିଟିଶ୍‌ କମ୍ପାନୀର ୩୬ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋର ସ୍ବଦେଶୀ ଏଲଭିଏମ୍‌-୩, ଅକ୍ଟୋବର ୨୩ ପାଇଁ ପ୍ରସ୍ତୁତି…

ଶ୍ରୀହରିକୋଟା,୧୬।୧୦ : ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ ଲଞ୍ଚ ଭେଇକିଲ ମାର୍କ -୩(ଏଲଭିଏମ୍‌-୩) ୨୩ ଅକ୍ଟୋବରରେ ବ୍ରିଟିଶ କମ୍ପାନୀର ୩୬ ଟି ଉପଗ୍ରହ ଉତକ୍ଷେପଣ କରିବ...

ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…

ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...

Advertisement
Archives

Model This Week