ମହାକାଶ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି, ଆମେରିକା ଦେଲା ଚେତାବନୀ…

ଓ୍ବାଶିଂଟନ,୧୪।୭: କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ଏବେ ମହାକାଶ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୃଥିବୀ ପୃଷ୍ଠରୁ ଅନ୍ତରୀକ୍ଷ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରୁଥିବା କ୍ଷେପଣାସ୍ତ୍ର ତିଆରି କାର୍ଯ୍ୟ ଡ୍ରାଗନ୍‌ ଜାରି ରଖିଛି। ଆମେରିକା ସହିତ ମହାକାଶ ଗବେଷଣା କ୍ଷେତ୍ରରେ ସମକ୍ଷକ ହେବା ଲାଗି ଏଭଳି କ୍ଷେପଣାସ୍ତ୍ର ପ୍ରସ୍ତୁତ କରାଯାଉଥିବା କୁହାଯାଉଛି। ଏହାଦ୍ୱାରା ଭବିଷ୍ୟତର ମହାକାଶ ଯୁଦ୍ଧରେ ଚାଇନା ଆଗୁଆ ରହିପାରିବ। ତେବେ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଏନେଇ ଚାଇନାକୁ କଡ଼ା ଚେତାବନୀ ଦିଆଯାଇଛି। ଚାଇନା ପାଖରେ ଏବେ ଆଣ୍ଟି ସାଟେଲାଇଟ୍‌ କ୍ଷେପଣାସ୍ତ୍ର ରହିଛି। ଏହା ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ଥିବା ସାଟେଲାଇଟ୍‌ ଉପରେ ଆକ୍ରମଣ କରିବାକୁ ସକ୍ଷମ। ମାତ୍ର ପୃଥିବୀର ଉପର କକ୍ଷ ପଥରେ ଅବସ୍ଥାପିତ ସାଟେଲାଇଟ୍‌ ଉପରେ ଆକ୍ରମଣ କରିବା ଲାଗି ଚାଇନା ଅଧିକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ତିଆରି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ

କାଲିଫର୍ନିଆ,୨୬।୨: ଟୁଇଟର୍‌ରେ ପୁଣି କର୍ମଚାରୀ ଛଟେଇ ହୋଇଛି। ଏଲନ ମସ୍କଙ୍କ ମାଲିକାନା ଟୁଇଟର୍‌ ଦଶଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି। ଅକ୍ଟୋବର ଶେଷରେ ମସ୍କ ସୋସିଆଲ ନେଟୱାର୍କ...

କାବୁଲ ସ୍କୁଲ ନିକଟରେ ବିସ୍ଫୋରଣ: ୨୫ ମୃତ

କାବୁଲ, ୯।୫: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମାଧ୍ୟମିକ ସ୍କୁଲ୍‌ ନିକଟରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି...

ଗୁଜବ ବନ୍ଦହେଲେ କରୋନା ହାରିବ

ଜାତିସଂଘ,୧୫ା୬: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ଘାତକ ଭୂତାଣୁ ସମ୍ପର୍କିତ ଗୁଜବ ସ୍ଥିତିକୁ ଆହୁରି ସଙ୍ଗିନ କରିବାରେ ଲାଗିଛି। ଏହାର ମୁକାବିଲା କରି...

ସ୍ବୀକୃତି ନ ମିଳିଲେ ପରିଣାମ ଭୋଗିବ ବିଶ୍ୱ

କାବୁଲ, ୧ା୧୧: ଆଫଗାନିସ୍ତାନରେ ତାଲିବାନ୍‌ ସରକାରକୁ ସ୍ବୀକୃତି ଦେବାରେ ସମୟ ନଷ୍ଟ ନ କରିବାକୁ ଆମେରିକା ସମେତ ଅନ୍ୟ ବିଶ୍ୱ ଶକ୍ତିକୁ କହିଛି ଏହି ସଙ୍ଗଠନ।...

ହଂକଂ ବଜାରରୁ ଖୁବ୍‌ଶୀଘ୍ର ହଟିବ ଟିକ୍‌ଟକ୍‌

ହଂକଂ,୭।୭: ବିଶ୍ୱର କିଛି ଦେଶ ଟିକ୍‌ଟକ୍‌ ବ୍ୟାନ କରିବା ପରେ ଏବେ ହଂକଂ ବଜାରରୁ ଆପଣାଛାଏଁ ଟିକ୍‌ଟକ୍‌ ହଟିଯିବ ବୋଲି କହିଛି। ସୋମବାର ଟିକ୍‌ଟକ୍‌ର ପ୍ରବକ୍ତା...

ଲଣ୍ଡନରେ ଭଡ଼ାରେ ରହିବା ହେଲା ମହଙ୍ଗା: ଘରଭଡ଼ା ମାସକୁ ଅଢ଼େଇରୁ ୩ ଲକ୍ଷ…

ଲଣ୍ଡନ,୨୮।୧ : ବ୍ରିଟେନର ରାଜଧାନୀ ଲଣ୍ଡନରେ ଭଡ଼ାରେ ରହିବା ବର୍ତ୍ତମାନ ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଣ୍ଡନରେ ଗୋଟିଏ ଘରର ହାରାହାରି...

ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍‌: ରିପୋର୍ଟ…

ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି,...

Advertisement
Archives

Model This Week