ମୁହଁ ଖୋଲିଲା ଚାଇନା: ନେପାଳ ସହିତ ସମ୍ପର୍କ କାହା ବିରୋଧରେ ନୁହେଁ କ୍ଷଡ଼ଯନ୍ତ୍ର

ବେଜିଂ,୩।୧୨: ନେପାଳ ସହିତ ସମ୍ପର୍କ ନେଇ ଚାଇନା ମୁହଁ ଖୋଲିଛି। ଚାଇନା କହିଛି ଯେ, ଏହି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଦ୍ୱାରା ଅନ୍ୟ କାହା ବିରୋଧରେ ଷଡ଼ଯନ୍ତ୍ର କରାଯାଉ ନାହିଁ। ଭାରତର ନାମ ନ ନେଇ ଚାଇନା କହିଛି ଯେ, ଏହା ଦ୍ୱାରା କୌଣସି ତୃତୀୟ ଦେଶ ଉପରେ ଖରାପ ପ୍ରଭାବ ପଡ଼ିବ ନାହିଁ। ଏଭଳି କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ନେପାଳ ସହିତ ଚାଇନା ସମ୍ପର୍କ ସ୍ଥାପନ କରିବାକୁ ଚାହୁଁ ନାହିଁ। ଚାଇନା ପ୍ରତିରକ୍ଷା ମନ୍ତ୍ରୀ ଓ୍ବେଇ ଫେଙ୍ଗେ ନେପାଳ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କୁ ସାକ୍ଷାତ୍‌ କରିବା ସହିତ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଥାପାଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଭାରତ ବିରୋଧରେ କୌଣସି ଷଡ଼ଯନ୍ତ୍ର ହେବା ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ଏହାକୁ ଚାଇନା ପକ୍ଷରୁ ଖଣ୍ଡନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକ ପରେ ଆଫଗାନିସ୍ତାନରେ ସରକାର ଗଢ଼ିବ ତାଲିବାନ!

କାବୁଲ,୨ ।୯: ଆଫଗାନିସ୍ତାନ ଉପରେ ପାଖାପାଖି ୨ ସପ୍ତାହ ହେବ ତାଲିବାନ କବଜା କରିବା ପରେ ଶୁକ୍ରବାର ସେ ସରକାର ଗଠନ କରିବାକୁ ସମ୍ପୂର୍ଣ୍ଣ ଭାବେ...

କ୍ୱିଭ୍‌ ଦଖଲ ଯୋଜନା କରୁଛି ରୁଷିଆ, ଚେଚେନ୍ୟା ରିପୋର୍ଟ…

ଗ୍ରୋଜନୀ, ୧୧।୪ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୬ ଦିନ ବିତିଛି। ରୁଷୀୟ ସେନା ଦିନକୁ ଦିନ ଅଧିକ ଆକ୍ରମଣାତ୍ମକ ହୋଇପଡୁଥିବାବେଳେ ୟୁକ୍ରେନ ରାଷ୍ଟ୍ରପତି...

ଲାଇଭ୍‌ ଶୋ’ବେଳେ ଏମ୍‌ପିଙ୍କ କଲର୍‌ ଧରି ଚାପୁଡା ମାରିଲେ ମହିଳା ନେତ୍ରୀ

ଇସଲମାବାଦ,୧୦।୬: ଆଜିକାଲି ନ୍ୟୁଜ୍‌ ଚ୍ୟାନେଲଗୁଡିକରେ ବିତର୍କ ସମୟରେ ପ୍ୟାନେଲିଷ୍ଟମାନଙ୍କ ମଧ୍ୟରେ ତୀବ୍ର ବିତର୍କ ସାଧାରଣ କଥା ହୋଇଗଲାଣି। ପାକିସ୍ତାନରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି।...

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ...

ମହାମାରୀ ସାଜିବ ମାନବାଧିକାର ସଙ୍କଟ

ଜାତିସଂଘ,୨୬।୪: ମହାମାରୀ କରୋନା ବିଶ୍ୱରେ ଦ୍ରୁତ ଗତିରେ ମାନବାଧିକାର ସଙ୍କଟର ରୂପ ନେବାରେ ଲାଗିଛି। ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ଘାତକ ଭୂତାଣୁକୁ...

ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ: ନେଲା ୨୬ ଜୀବନ

ହେରାତ୍‌,୧୮।୧: ପଶ୍ଚିମ ଆଫଗାନିସ୍ତାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା...

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ...

ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍‌ଆଇର ଶକ୍ତି ହେବ ବୃଦ୍ଧି

ଇସଲାମାବାଦ୍‌,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍‌ କୋର୍ଡିନେଶନ କମିଟି...

Advertisement
Archives

Model This Week