Posted inଜାତୀୟ

ପାକିସ୍ତାନ ଅପେକ୍ଷା ଚାଇନା ଅଧିକ କ୍ଷତିକାରକ: ପାଓ୍ବାର

ନୂଆଦିଲ୍ଲୀ,୧୨।୭: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ଏନ୍‌ସିପି ନେତା ଶରଦ ପାଓ୍ବାର କହିଛନ୍ତି ପ୍ରକୃତରେ ଭାରତର ଶତ୍ରୁ ପାକିସ୍ତାନ ନୁହେଁ ବରଂ ଚାଇନା। ପାକିସ୍ତାନ ତୁଳନାରେ ଚାଇନା ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ବେଜିଂ ଏବେ ଭାରତର ପଡୋଶୀଙ୍କୁ ନିଜ ଆଡକୁ ନେଇ ସାରିଲାଣି। ଅନ୍ୟପଟେ ଭାରତ ତୁଳନାରେ ଚାଇନା ସେନାଙ୍କ ସଂଖ୍ୟା ୧୦ ଗୁଣ ଅଧିକ ମଧ୍ୟ ରହିଛନ୍ତି ବୋଲି ପାଓ୍ବାର ମତ ରଖିଛନ୍ତି। ଶିବସେନା ମୁଖପତ୍ର ‘ସାମନା’କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ପାଓ୍ବାର ଏହା କହିଛନ୍ତି। ତେବେ କେନ୍ଦ୍ର ସରକାର ଅଲୋଚନା ଓ କୁଟନୀତି ମାଧ୍ୟମରେ ଚାଇନା ଉପରେ ଅନ୍ତରାଷ୍ଟ୍ରୀୟ ଚାପ ପକାଇବା ଦରକାର ବୋଲି ସେ ମତ ରଖିଛନ୍ତି। ଯେବେ ଭାରତ ତା’ର ଶତ୍ରୁକଥା ଚିନ୍ତା କରେ ପ୍ରଥମେ ପାକିସ୍ତାନ ନଜରକୁ ଆସିଥାଏ ହେଲେ ଏବେ ପାକିସ୍ତାନ କଥା ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ଏବେ ଭାରତ ପାଇଁ ଚାଇନା ଅଧିକ ବିପଦ ସୃଷ୍ଟି କରିପାରେ ବୋଲି ଶରଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇୟୁର ଚିନ୍ତା ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୨୦ା୪: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଉପରେ ସାରା ବିଶ୍ୱର ନଜର କେନ୍ଦ୍ରୀଭୂତ ହୋଇଥିବାବେଳେ ୟୁରୋପରେ ଚାଇନା ନିଜ ସାମରିକ ଶକ୍ତି ବଢ଼ାଇବାରେ ଲାଗିଛି। ଚାଇନା ସେନାର...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: କ୍ରିଷ୍ଣା ଘାଟି ସେକ୍ଟରରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଶୁକ୍ରବାର ମଧ୍ୟାହ୍ନ ୧୨ଟା ୧୫ରେ ପୁଞ୍ଚ୍‌ ଜିଲାର କ୍ରିଷ୍ଣାଘାଟି ସେକ୍ଟରରେ ଭାରତୀୟ...

ଟାଟୁକୁ ସାବଧାନ, ବ୍ୟାପୁଛି ଏଚ୍‌ଆଇଭି…

ବାରାଣସୀ, ୬।୮ : ବାରାଣସୀରେ ଟାଟୁ ତିଆରି କରିବା ପ୍ରକ୍ରିୟାରେ ଏଚ୍‌ଆଇଭି ବ୍ୟାପିବାରେ ଲାଗିଛି। ଏନେଇ ବାରାଣସୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାର...

ସଂସଦ ବାହାରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ, ୪।୭: ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୨୦୦...

ଇଡ଼ିକୁ ଭୟ କରୁଥିବା ଲୋକେ ଆମ ଗୋଷ୍ଠୀକୁ ନ ଆସିବା ଭଲ, କହିଲେ ଶିନ୍ଦେ…

ମୁମ୍ବାଇ, ୩୧।୭ : ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଆବଣ୍ଟନ ଏବଂ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର...

ବରଣମାଳା ପୂର୍ବରୁ ବରଙ୍କ ହାତରେ ହାତକଡ଼ି

ଲକ୍ଷ୍ନୌ,୧୮।୨: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବରଙ୍କୁ ହଟହଟା ହେବାକୁ ପଡ଼ିଛି। ୧୬ ବର୍ଷ ବୟସ୍କା ନାବାଳିକାଙ୍କୁ ବିବାହ କରିବାକୁ ଆସିଥିବା ବରଙ୍କ ବେକରେ ବରଣମାଳା ପଡ଼ିବା...

ଚାଇନା ବିରୋଧରେ ‘ଯେସାକୁ ତେସା’ ନୀତି ଆପଣାଇଲା ଭାରତ

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚାଇନା ନାଗରିକଙ୍କୁ...

ଉପମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ନାଗପୁର ଗସ୍ତ କଲେ ଫଡନବୀସ

ମୁମ୍ବାଇ,୫।୭: ଏକ ସପ୍ତାହରୁ ଅଧିକ ସମୟ ଧରି ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ହାଇଡ୍ରାମା ଏବେ ଶେଷ ହୋଇଛି। ପାଞ୍ଚ ଦିନ ପୂର୍ବରୁ ଶିବସେନାର ବିଦ୍ରୋହୀ ନେତା...

Advertisement
Archives

Model This Week