୩ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ଦିଆଯିବ ଏହି ଟିକା

ବେଜିଂ,୬।୬: ଚାଇନା କର୍ତ୍ତୃପକ୍ଷ କୋଭିଡ୍‌-୧୯ ଟିକା କରୋନାଭାକ୍‌କୁ ୩ରୁ ୧୭ ବର୍ଷ ବର୍ଗର ପିଲାଙ୍କୁ ଦେବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଉକ୍ତ ଟିକାର ଉତ୍ପାଦନକାରୀ ସିନୋଭାକ୍‌ର ଅଧ୍ୟକ୍ଷ ୟିନ୍‌ ଓ୍ବେଇଡଙ୍ଗ ଏହି ସୂଚନା ଦେଇଛନ୍ତି। ସିନୋଭାକ୍‌ର ଏହି ଟିକା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଶେଷ କରିଛି। ବୟସ୍କମାନଙ୍କ ଲାଗି ଟିକା ନିରାପଦ ଓ ପ୍ରଭାବୀ ବୋଲି ୟିନ୍‌ କହିଛନ୍ତି। ଚାଇନାର ଦ୍ୱିତୀୟ ଟିକା ଭାବେ ସିନୋଭାକ୍‌କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଗତ ୧ ତାରିଖରେ ଅନୁମୋଦନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ୫.୨ ତୀବ୍ରତାର ଭୂକମ୍ପ

ବେଜିଂ,୧୩।୧୦: ଚାଇନାର ଗୁଆଂଗ୍ସି ଜୁଆଙ୍ଗ ଅଞ୍ଚଳରେ ଶନିବାର ରାତି ପ୍ରାୟ ୧୧ଟା ସମୟରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା...

ଅଣୁଅସ୍ତ୍ର ବ୍ୟବହାରକୁ ଗୁରୁତର ସହ ନେବାକୁ ଜେଲେନ୍‌ସ୍କିଙ୍କ ନିବେଦନ

କିଭ୍‌, ୨୬ା୯: ଅଣୁଅସ୍ତ୍ର ବ୍ୟବହାର ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଧମକ ଦେଉଥିବା ଅତିରଞ୍ଜିତ ନୁହେଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି।...

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ବର୍ଷେ ଜେଲ

ପ୍ୟାରିସ,୧।୩ : ଦୁର୍ନୀତି ଓ ପେଡଲିଂ ଅଭିଯୋଗରେ ଏକ ଫ୍ରେଞ୍ଚ କୋର୍ଟରେ ସୋମବାର ଦୋଷି ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି। ତାଙ୍କୁ...

୧.୧ କୋଟି ଲୋକଙ୍କ ସ୍ବପ୍ନ ପୂରଣ କରିବେ ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୨୦।୧:ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ପଦ ସମ୍ଭାଳିବାକୁ ଯାଉଥିବା ଜୋ ବାଇଡେନ୍‌ ଆପ୍ରବାସୀଙ୍କ ପାଇଁ ବ୍ୟାପକ ପଦକ୍ଷେପ ନେବାକୁ ଯାଉଛନ୍ତି। ବାଇଡେନ୍‌ ନିଜ ପ୍ରଥମ କାର୍ଯ୍ୟକାଳର...

ଗର୍ଲଫ୍ରେଣ୍ଡଙ୍କୁ ବର୍ଗର ଖୁଆଇବାକୁ ୨ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍‌ କରି ରେଷ୍ଟୁରାଣ୍ଟରେ ପହଞ୍ଚିଲେ ଯୁବକ: ଆଉ ତା ପରେ…

ଜଣେ ବ୍ୟକ୍ତିଙ୍କ ବର୍ଗର ଖାଇବାକୁ ଇଚ୍ଛା ହେଲା। ମାତ୍ର ଘରପାଖରେ ତାଙ୍କୁ କୌଣସି ରେଷ୍ଟୁରାଣ୍ଟ ପସନ୍ଦ ହେଲାନାହିିଁ। ଶେଷରେ ସେ ପ୍ରେମିକାଙ୍କୁ ଧରି ୨ ଘଣ୍ଟା...

ଧାର୍ମିକ ପ୍ରତୀକ ପାଇଁ ସମାନ ନୀତି ଲାଗି ସୁପାରିଶ, ଆମେରିକା ସୈନ୍ୟବାହିନୀରେ ମିଳିବ ପଗଡ଼ି-ହିଜାବ ପିନ୍ଧିବାକୁ ଅନୁମତି …

ଓ୍ବାଶିଂଟନ,୨୪।୯ : ଧାର୍ମିକ ପ୍ରତୀକ ବ୍ୟବହାରକୁ ନେଇ ଦେଶର ସୈନିକମାନଙ୍କ ପାଇଁ ଆମେରିକାର ରାଷ୍ଟ୍ରପତି ଆୟୋଗ ଏକ ସମାନ ନୀତି ସୁପାରିଶ କରିଛନ୍ତି। ସୈନିକମାନଙ୍କୁ ପଗଡ଼ି...

ଛୋଟ ଡଙ୍ଗାକୁ ବୁଡାଇ ଦେଲା ବଡ଼ କାର୍ଗୋ ଜାହାଜ, ଅନେକ ନିଖୋଜ

ଢାକା,୨୧।୩: ବାଂଲାଦେଶରୁ ସାମ୍ନାକୁ ଆସିଥିବା ଏକ ଲୋମ ଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବଡ଼ ମେରାଇନ ଭେସେଲ ସହ ଦୁର୍ଘଟଣା...

ଆମେରିକାରେ କରୋନା ତାଣ୍ଡବ ଜାରି: ମୃତ୍ୟୁ ସଂଖ୍ୟା ୫୫ ହଜାର ଟପିଲା

ଓ୍ବାଶିଂଟନ,୨୭।୪: ଆମେରିକାରେ କରୋନାର ତାଣ୍ଡବ ଜାରି ରହିଛି। ଆମେରିକାରେ ମୃତ୍ୟୁ ସଂଖ୍ୟା ୫୫,୪୧୫ରେ ପହଞ୍ଚିଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୮୭ ହଜାର ୩୨୨ ଛୁଇଁଛି।...

Advertisement
Archives

Model This Week