Posted inଜାତୀୟ

ବିଚାରପତି ରମନାଙ୍କ ବିରୋଧରେ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ଜଗନମୋହନ

ହାଇଦ୍ରାବାଦ, ୧୧।୧୦: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌, ଜଗନମୋହନ ରେଡ୍ଡୀ ସୁପ୍ରିମ୍‌କୋର୍ଟର ବରିଷ୍ଠ ବିଚାରପତି ଏନ.ଭି. ରମନାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ସେ ଏନେଇ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବ୍‌ଡେଙ୍କ ପାଖକୁ ୮ ପୃଷ୍ଠାର ଅଭିଯୋଗ ଭରା ଚିଠି ଲେଖିଛନ୍ତି। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅଜେୟ କଲ୍ଲାମ ସୂଚନା ଦେଇଛନ୍ତି। ରମନା ଆନ୍ଧ୍ରପ୍ରଦେଶ ସରକାରଙ୍କୁ ଅସ୍ଥିର କରିବା ଲାଗି ଉଦ୍ୟମ କରୁଥିବା ଜଗନମୋହନ କହିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁଙ୍କର ଏଥିରେ ସମ୍ପୃକ୍ତି ଥିବା ଜଗନମୋହନ ଚିଠିଲେ ଉଲ୍ଲେଖ କରିଛନ୍ତି। ରମନା ଆନ୍ଧ୍ରପ୍ରଦେଶ ହାଇକୋର୍ଟ ସିଟିଂକୁ ପ୍ରଭାବିତ କରିବା ଉଦ୍ୟମ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିରେ କେତେକ ସମ୍ମାନୀୟ ବିଚାରପତିଙ୍କ ରୋଷ୍ଟର ମଧ୍ୟ ସାମିଲ ଥିବା ଚିଠିରେ ଦର୍ଶାଯାଇଛି। ଚିଠି ଅକ୍ଟୋବର ୬ରେ ଲେଖା ଯାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ସେନାରୁ ବିଦାୟ ନେବ ଘୋଡ଼ାସବାର ବାହିନୀ

ନୂଆଦିଲ୍ଲୀ,୧୬।୫: ଭାରତୀୟ ସେନାରୁ ଘୋଡ଼ାସବାର ବାହିନୀକୁ ଖୁବ୍‌ଶୀଘ୍ର ବିଦାୟ ଦିଆଯିବ। ଏହାବଦଳରେ ଟ୍ୟାଙ୍କର ବ୍ୟବହାର କରାଯିବ। ସେନାରେ ୬୧ ଘୋଡ଼ାସବାର ବାହିନୀ ୧୯୫୩ରୁ କାର୍ଯ୍ୟ କରୁଛି।...

ରାଜ କୁନ୍ଦ୍ରାଙ୍କୁ ନେଇ ଶିଳ୍ପାଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ମୁମ୍ବାଇ,୨୩।୭: ପର୍ନ ଭିଡିଓ ମାମଲାରେ ଫଶିଥିବା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ନେଇ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ। ଅଧିକ ଖୋଳତାଡ...

ଭାକ୍ସିନ ଚ୍ୟାଲେଞ୍ଜ:୧୩୦ କୋଟି ଭାରତୀୟଙ୍କୁ ଟିକା ଦେବା ପାଇଁ ସରକାର କେତେ ପ୍ରସ୍ତୁତ

ଟିକାକରଣ ଭାରତ ପାଇଁ ନୂଆ ନୁହେଁ। ତେବେ ଦେଶର ୧୩୦ କୋଟି ଲୋକଙ୍କୁ ବ୍ୟବସ୍ଥିତ ଢଙ୍ଗରେ କୋଭିଡ୍‌-୧୯ ଭାକ୍ସିନ ଦେବା ନିଶ୍ଚିତ ଭାବେ ଏକ ବଡ଼...

୯ମ ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ

ମୁମ୍ବାଇ,୮।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗୀନ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୯ମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ବାତିଲ ଘୋଷଣା କରିଛନ୍ତି।...

ଏମିତି ଗାଁ ଯେଉଁଠି ଘରେ ଘରେ ଭିନ୍ନକ୍ଷମ

ଉତ୍ତରପ୍ରଦେଶର ଆଗ୍ରାଠାରୁ ୨୦ କିଲୋମିଟର ଦୂର ଗ୍ବାଲିୟର ରୋଡରେ ବରୋଲି ଅହିର ବ୍ଲକ୍‌ର ୧୧ଟି ଗାରଁ ଦୁଃଖ କହିଲେ ନ ସରେ। ଏହି ସବୁ ଗାଁରେ...

ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି କୁକୁର: ଭିଡ଼ିଓ ଭାଇରାଲ

ଚେନ୍ନାଇ,୧୯।୧୧: ପ୍ଲାଟଫର୍ମର ସୁରକ୍ଷା ଦାୟିତ୍ୱ ଆର୍‌ପିଏଫ୍‌ ଉପରେ ନ୍ୟସ୍ତ ରହିଥାଏ। ତେବେ ଚେନ୍ନାଇରେ ପ୍ଲାଟଫର୍ମରେ ଅଯଥା ଗହଳି କରୁଥିବା ଯାତ୍ରୀଙ୍କୁ ଭୁକି ତାଗିଦ୍‌ କରୁଛି ଏକ...

ହସ୍ପିଟାଲ ନିର୍ଦ୍ଦେଶନାମା ରଦ୍ଦ କଲେ ଉପରାଜ୍ୟପାଳ

ନୂଆଦିଲ୍ଲୀ,୯ା୬: କୋଭିଡ୍‌-୧୯ ଚିକିତ୍ସା ଲାଗି ଦିଲ୍ଲୀର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ କେବଳ ଦିଲ୍ଲୀବାସୀଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ...

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୨୭।୮:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଜୟପୁରର ସଓ୍ବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ...

Advertisement
Archives

Model This Week