ଭାରତୀୟଙ୍କୁ ପସନ୍ଦ ଆସୁଛି ଚାଟ୍‌ଜିପିଟି, ୧ ବିଲିୟନ ଅତିକ୍ରମ କଲା ଇମେଜ୍‌ ୨.୦

ନୂଆଦିଲ୍ଲୀ,୧୯।୫ : ଭାରତରେ ଚାଟ୍‌ଜିପିଟି ଇମେଜ୍‌ରେ ଛବି ପ୍ରସ୍ତୁତି ୧ ବିଲିୟନ (୧୦୦ କୋଟି) ଅତିକ୍ରମ କରିଥିବା ଓପନଏଆଇ ସିଇଓ ସାମ୍‌ ଅଲ୍ଟମ୍ୟାନ ସୋମବାର କହିଛନ୍ତି । ଚାଟ୍‌ଜିପିଟି ଇମେଜ୍‌ ୨.୦ ଭାରତ ଆସିବାର ମାସେରୁ କମ୍‌ ସମୟ ମଧ୍ୟରେ ଏହି ସଫଳତା ମିଳିଛି। ସୂଚନାଯୋଗ୍ୟ, ଏପ୍ରିଲ ୨୧ରେ ଭାରତରେ ଚାର୍ଟଜିପିଟି ଇମେଜ୍‌ ୨.୦ ରିଲିଜ୍‌ ହୋଇଥିଲା। ଚାଟ୍‌ଜିପିଟିର ମାଲିକାନା ଓପନ୍‌ଏଆଇ ପାଖରେ ରହିଛି। ଓପନ୍‌ଏଆଇ ଶେୟାର କରିଥିବା ତଥ୍ୟ ଅନୁଯାୟୀ, ଲୋକମାନେ ଛବି ପ୍ରସ୍ତୁତି ପାଇଁ ସିନେମାଟିକ୍‌ ପୋଟେର୍‌ରଟ୍‌ କଲେଜ, ମିନି ମି ଓ୍ବାଲର୍‌ଡ, ଅଣ୍ଡରଓ୍ବାଟର ପୋର୍ଟ୍ରେଟ୍‌, ଆନିମ୍‌, ଚିବି ଷ୍ଟିକର ପ୍ୟାକ୍‌, ମାଙ୍ଗା କମିକ୍‌ ଷ୍ଟ୍ରିପ୍‌, ଏନ୍‌ହାନ୍ସ, ଫେଶନ ଷ୍ଟୁଡିଓ ପୋର୍ଟ୍ରେଟ୍‌ ଆଦି ଅଧିକ ବ୍ୟବହାର କରୁଛନ୍ତି।

ଭାରତରେ ଏହି ପ୍ରମ୍ପ୍ଟଗୁଡ଼ିକର ଲୋକପ୍ରିୟତା ଦର୍ଶାଉଛି ଯେ, ଏଆଇ ଇମେଜ୍‌ ଜେନେରେଶନ ସହାୟତାରେ ଫଟୋ ବା ଚିତ୍ର ପ୍ରସ୍ତୁତ କରିବା କେବଳ କାମ କରିବା ବା ଉତ୍ପାଦକତା ବଢ଼ାଇବା ପାଇଁ ଏକ ସାଧନ ହୋଇ ରହିନାହିଁ, ବରଂ ଏହା ଏକ ସୃଜନଶୀଳ ସଂସ୍କୃତି ଆଡ଼କୁ ବିକଶିତ ହେଉଛି। ଏହି ଧାରା ପଛର ବଡ଼ କାରଣ ହେଲା ନୂଆ ମଡେଲଟି କେତେ ସହଜରେ ବ୍ୟବହାରଯୋଗ୍ୟ ବୋଲି ଲାଗୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

୫୦୦୦ ବର୍ଷ ପରେ ଖୋଲିଲା ଭୟଙ୍କର ରହସ୍ୟ, ରାଜାଙ୍କ ମୃତ୍ୟୁ ପରେ ସେବକ….

କାଏରୋ,୬।୧୦: ପ୍ରାଚୀନ ଇଜିପ୍ଟରେ ମୃତ ରାଜାଙ୍କ ସହିତ ସେବକମାନଙ୍କୁ ମଧ୍ୟ ଜିଅନ୍ତା ପୋତି ଦିଆଯାଉଥିବା କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥାଏ। ଶତାବ୍ଦୀ ଧରି ପ୍ରତ୍ନତତ୍ତ୍ୱବିତମାନଙ୍କୁ…

ବଡ଼ ଦୁର୍ଘଟଣା; କ୍ରାଶ ହେଲା ସାମରିକ ବିମାନ, ୩୨ ମୃତ

ଆବୁଜା,୬।୧୦: ଦକ୍ଷିଣ ନାଇଜେରିଆରେ ସୋମବାର ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ମେମ୍ବର ସମେତ…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଏହି ୩ ଜଣଙ୍କୁ ଚିକିତ୍ସା ବିଜ୍ଞାନରେ ନୋବେଲ: ମିଳିବ ଏତିକି ଟଙ୍କାର ପୁରସ୍କାର

ଷ୍ଟକହୋମ,୫।୧୦: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। କାର୍ଲ ଡାଇସେରୋଥ, ପିଟର ହେଗେମାନ ଓ ଜର୍ଜ ନାଗେଲଙ୍କୁ ଫିଜିଓଲୋଜି ବା ମେଡିସିନ୍‌ରେ…

‘୧୨ କୋଟି ୫୦ ଲକ୍ଷ ଲୋକ…’ ‘ଭାରତ’ ଲେଖି ବଡ଼ ଭୁଲ କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୧୦: ବ୍ରାଜିଲରେ ରାଷ୍ଟ୍ରପତି ନିର୍ବାଚନ ଚାଲିଛି। ଏହାକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଉପହାସର ଶିକାର…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?