ଏହି ୫ ବ୍ୟକ୍ତିଙ୍କୁ ନିଜ ବ୍ୟବସାୟ ସହ ଜଡିତ କିଛି କଥା କୁହନ୍ତୁ ନାହିଁ: ନଚେତ ହୋଇପାରନ୍ତି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡିତ ଅନେକ କଥା ବିଷୟରେ ଗଭୀର ଅଧ୍ୟୟନ କରିଛନ୍ତି। ସେ ତାଙ୍କ ନୀତିଶାସ୍ତ୍ରରେ ଏହା ଉଲ୍ଲେଖ କରିଛନ୍ତି। ସେଥିରେ ଚାଣକ୍ୟ ନିଜ ବ୍ୟବସାୟ ସହ ଜଡିତ ସବୁ କଥାକୁ ଏହି ୫ ବ୍ୟକ୍ତିଙ୍କ ସହ ଶେୟାନ ନ କରିବା ପାଇଁ କହିଛନ୍ତି। ଜାଣିବା ସେହି ୫ ବ୍ୟକ୍ତି କିଏ।
– ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ସମାନ ବ୍ୟବସାୟ ବ୍ୟକ୍ତିଙ୍କ ସହ ନିଜ ବ୍ୟବସାୟ ବିଷୟରେ କିଛି ବି କହିବା ଉଚିତ ନୁହେଁ। କାରଣ ଏପରି କରିବା ଦ୍ୱାରା ଭବିଷ୍ୟତରେ ସେମାନେ ଆଣଙ୍କର କ୍ଷତି କରିପାରନ୍ତି। ଏପରି ଲୋକମାନେ କେବଳ ନାମ ପାଇଁ ସମ୍ପର୍କ ରଖିଥାନ୍ତି ବୋଲି ଚାଣକ୍ୟ କହିଛନ୍ତି।
– ଯେଉଁ ସ୍ତ୍ରୀ ଲୋଭୀ ପ୍ରବୃତିର ତାଙ୍କୁ ନିଜ ବ୍ୟବସାୟ ବିଷୟରେ କିଛି ବି କହିବା ଅନୁଚିତ୍‌। କାରଣ ଏହି ମହିଳାମାନେ ନିଜ କଥାକୁ ଅନ୍ୟମାନଙ୍କ ସମ୍ମୁଖରେ ପ୍ରକାଶ କରିବାକୁ ଭଲ ପାଆନ୍ତି।
– ଘରେ କିମ୍ବା ଅଫିସରେ ଯେଉଁମାନେ ଛୋଟ ପୋଷ୍ଟରେ ରହି କାମ କରୁଛନ୍ତି ସେମାନଙ୍କୁ ନିଜ ବ୍ୟବସାୟ ବିଷୟରେ କିଛି କହିବା ଅନୁଚିତ୍‌। କାରଣ ଏହି ଲୋକ ଆପଣଙ୍କ ବ୍ୟବସାୟ ବିଷୟରେ ସବୁକିଛି ଅନ୍ୟକୁ କହିଦେଇ ପାରନ୍ତି ବୋଲି ଚାଣକ୍ୟ କହିଛନ୍ତି।
-ଚାଣକ୍ୟଙ୍କ କହିବା ଅନୁଯାୟୀ, ଜଣେ ସରଳିଆ ବନ୍ଧୁକୁ ନିଜ ବ୍ୟବସାୟ ବିଷୟରେ କିଛି କୁହନ୍ତୁ ନାହିଁ। କାରଣ ସେପରି ବ୍ୟକ୍ତିଙ୍କଠାରୁ ଯେ କେହିବି ଆପଣଙ୍କ ବ୍ୟବସାୟ ବିଷୟରେ ପଚାରି କଥା ହାସିଲ କରିପାରିବେ।
– ଈର୍ଷାପରାୟଣ ବ୍ୟକ୍ତିଙ୍କ ସହ ନିଜ ବିଷୟରେ ଆଦୌ ହେଲେ କିଛି ଶେୟାର କରନ୍ତୁ ନାହିଁ। ଏହି ଲୋକଙ୍କ ସହ ନିଜ ବ୍ୟବସାୟର ସଫଳତା ବିଷୟରେ ମଧ୍ୟ କଥା ହୁଅନ୍ତୁ ନାହିଁ ବୋଲି ଚାଣକ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?