Posted inଜାତୀୟ

ମହଙ୍ଗା ପଡ଼ିଲା ଅସ୍ତ୍ରବିରତି ଉଲ୍ଲଂଘନ: ପାଲଟା ଗୁଳିମାଡ଼ରେ ୨ ପାକିସ୍ତାନୀ ସୈନ୍ୟ ମୃତ

ଶ୍ରୀନଗର,୧୬।୧୨: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜାନ ବଢ଼ିବାରେ ଲାଗିଛି। ଏଠାରେ ପାକିସ୍ତାନ ଜାଣିଶୁଣି ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରଖିଛି। ତେବେ ନୌସେରା ସେକ୍ଟରରେ ହୋଇଥିବା ଅସ୍ତ୍ରବିରତି ଉଲ୍ଲଂଘନ ପାକିସ୍ତାନକୁ ମହଙ୍ଗା ପଡ଼ିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଭାରତୀୟ ସୀମାକୁ ଲକ୍ଷ୍ୟ କରି ମୋର୍ଟାର ଶେଲିଂ ମାଡ଼ କରାଯାଇଥିଲା। ଏହାର ଜବାବରେ ଭାରତୀୟ ଫରଓ୍ବାର୍ଡ ପୋଷ୍ଟରୁ ହୋଇଥିବା ପାଲଟା ଗୁଳିମାଡ଼ରେ ୨ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏସମ୍ପର୍କରେ ପ୍ରତିରକ୍ଷା ବିଭାଗ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ...

ପାର୍ବଣ ଫିକା, ୬୧ ଗାଁରେ ଲକଡାଉନ୍‌…

ଅହମଦନଗର,୫।୧୦: ଆଗକୁ ପାର୍ବଣ। ଏହି ସମୟରେ ଭିଡ଼ର ଆଶଙ୍କା ରହିଛି। ଏପରିସ୍ଥଳେ ମହାରାଷ୍ଟ୍ରରେ ପୁଣେଠାରୁ ପ୍ରାୟ ୧୨୨ କିଲୋମିଟର ଦୂରରେ ଥିବା ଅହମଦନଗର ଜିଲାରେ କରୋନା...

ଜୁନ୍‌ ୨୮ରୁ ଅମରନାଥ ଯାତ୍ରା: ଏହାପୂର୍ବରୁ ଆସିଲା ବାବା ବର୍ଫାନୀଙ୍କ ଦୁର୍ଲଭ ଚିତ୍ର

ନୂଆଦିଲ୍ଲୀ,୧୮।୪: ଭଗବାନ ଶିବଙ୍କ ଭକ୍ତମାନଙ୍କ ପାଇଁ ଏକ ଖୁସି ଖବର ଅଛି। ଆସନ୍ତ ଜୁନ୍‌ ୨୮ରୁ ପବିତ୍ର ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଏହାପୂର୍ବରୁ ବାବା...

ଅନୁଚ୍ଛେଦ ୩୭୦ ଉଚ୍ଛେଦ: ସୁପ୍ରିମ୍‌କୋର୍ଟରେ ଆବେଦନ କଲା ନ୍ୟାସନାଲ୍‌ କନଫରେନ୍ସ୍‌

ନୂଆଦିଲ୍ଲୀ,୧୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ନେଇ ଫାରୁକ୍‌ ଅବଦୁଲାଙ୍କ ନ୍ୟାସନାଲ୍‌ କନଫରେନ୍ସ୍‌ ସୁପ୍ରିମ୍‌କୋର୍ଟରେ ଆବେଦନ କରିଛି। ଦଳପକ୍ଷରୁ ଅକବର ଲୋନ୍‌ ଏନେଇ ଏକ ଆବେଦନ କରିଛନ୍ତି।...

ଦକ୍ଷିଣ ମେରୁ ବାଛିବା ପଛର କାରଣ କହିଲେ ଇସ୍ରୋ ମୁଖ୍ୟ

ବେଙ୍ଗାଲୁରୁ,୨୪ା୮: ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି। ଦକ୍ଷିଣ ମେରୁରେ ମହାକାଶ ଯାନ ଅବତରଣ କରାଇବାରେ ଭାରତ ପ୍ରଥମ ଦେଶ...

ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ: ଏଟିଏମ୍‌ ଖୋଲା

ନୂଆଦିଲ୍ଲୀ,୧୫।୩: କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ତଥା ଘରୋଇ କରଣ ସମେତ ବିଭିନ୍ନ ଦାବି ନେଇ ଦେଶ ବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ...

ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ବିରୋଧ: ମୁହଁ ଖୋଲିଲେ ୬୨ ସେଲିବ୍ରିଟି

ମୁମ୍ବାଇ,୨୭ା୭(ପି.ଟି.): ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ଭିଡ଼ହିଂସାକୁ ନେଇ ୪୯ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।...

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦାଦା ଭାସ୍କର ରେଡ୍ଡୀଙ୍କୁ ଗିରଫ କଲା ସିବିଆଇ

ଅମରାବତୀ,୧୬।୪: ପୂର୍ବତନ ଏମ୍‌ପି ବିବେକାନନ୍ଦ ରେଡ୍ଡୀ ହତ୍ୟା ମାମଲାରେ ସିବିଆଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଦାଦା ଓ୍ବାଇଏସ୍‌ ଭାସ୍କର ରେଡ୍ଡୀଙ୍କୁ ଗିରଫ...

Advertisement
Archives

Model This Week