Posted inଜାତୀୟ

ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ଫଳ

ନୂଆଦିଲ୍ଲୀ,୨।୫: ପ୍ରକାଶ ପାଇଛି ସିବିଏସ୍‌ଇ ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ। ଏଥିରେ ହଂସିକା ଶୁକ୍ଳା ଓ କରିସ୍ମା ଆରୋରା ଯୁଗ୍ମ ଭାବେ ସର୍ବାଧିକ ୪୯୯ ନମ୍ବର ରଖି ପ୍ରଥମ ସ୍ଥାନରେ ରହିଛନ୍ତି। ଥ୍ରିଭେନ୍ଦ୍ରମରେ ପାସ୍‌ ହାର ସର୍ବାଧିକ ୯୮.୨ ପ୍ରତିଶତ ଥିବା ବେଳେ ଚେନ୍ନାଇରେ ୯୨.୯୩ ଓ ଦିଲ୍ଲୀରେ ୯୧.୮୭ ପ୍ରତିଶତ ରହିଛି। ଫଳାଫଳ ଜାଣିବା ପାଇଁ ଛାତ୍ରୀଛାତ୍ରମାନେ cbse.nic.in ଓ cbseresults.nic.in ରେ ଲଗ୍‌ ଇନ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅସାମରେ ନିର୍ବାଚନ କ୍ଷେତ୍ରର ପରିସୀମନକୁ ବିରୋଧ: ଏଜିପି ବିଧାୟକ ପ୍ରଦୀପ ହାଜାରିକାଙ୍କ ଇସ୍ତଫା

ଗୁଆହାଟୀ,୧୩।୮: ଆସାମରେ ବିଧାନସଭା ଏବଂ ସଂସଦୀୟ ର୍ନିବାଚନମଣ୍ଡଳୀର ପରିସୀମନ(କ୍ଷେତ୍ର) ପ୍ରକାଶ ପାଇବା ପରେ ବିରୋଧ ଆରମ୍ଭ ହୋଇଛି। ପରିସୀମନକୁ ବିରୋଧ କ୍ଷମତାସୀନ ଭାଜପାର ସହଯୋଗୀ ପାର୍ଟି...

ଶହୀଦ ପିତାଙ୍କୁ ମୁଖାଗ୍ନି ଦେଲେ ୩ମାସର ଝିଅ

ଚଣ୍ଡିଗଡ଼,୧୭।୧: ଜମ୍ମୁ-କଶ୍ମୀର କୁପଓ୍ବାଡା ଜିଲାର ଉରି ସେକ୍ଟରରେ ମୁତୟନ ହୋଇଥିବା ୪୫ରାଷ୍ଟ୍ରୀୟ ରାଇଫଲ ଗ୍ରେନେଡିୟର ରଣଜୀତ ସିଂହ ଶହୀଦ ହୋଇଛନ୍ତି। ନିକଟରେ ବରଫ ଝଡ଼ରେ ଚାପି...

କଣ୍ଟ୍ରାସେପଶନ ବ୍ୟବହାର କରୁନାହାନ୍ତି ୫୭% ଭାରତୀୟ

ନୂଆଦିଲ୍ଲୀ,୧।୧୨: ବିଶ୍ୱ ଏଡସ ଦିବସ ଅବସରରେ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ୫୭ ପ୍ରତିଶତ ଭାରତୀୟ ଯୌନ ସମ୍ପର୍କ ସମୟରେ...

ବିହାର ସରକାରଙ୍କୁ ମୂଳ ରେକର୍ଡ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୦ା୫(ପି.ଟି.): ୧୯୯୪ରେ ବିହାର ଗୋପାଳଗଞ୍ଜ ଜିଲାପାଳ ଜି. କ୍ରିଷ୍ଣେୟାଙ୍କୁ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ଭୋଗୁଥିବା ପୂର୍ବତନ ଏମ୍‌ପି ଆନନ୍ଦ ମୋହନଙ୍କ ଦଣ୍ଡ କୋହଳ କରାଯାଇ...

ପଶ୍ଚିମବଙ୍ଗରେ କଂଗ୍ରେସ କର୍ମୀଙ୍କୁ ଗୁଳି କରି ହତ୍ୟା

କୋଲକାତା,୧୦।୬: ପଞ୍ଚାୟତ ନିର୍ବାଚନକୁ ନେଇ ପଶ୍ଚିମବଙ୍ଗରେ ହିଂସା ତୀବ୍ର ହୋଇଛି। କଂଗ୍ରେସ ଏମପି ଅଧିର ରଞ୍ଜନ ଚୌଧୁରୀ ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ନିର୍ବାଚନ...

ଯାନ୍ତ୍ରିକ ତ୍ରୁଟି ଯୋଗୁ ସନ୍ଧ୍ୟା ୬ଟାରେ ବି ହୋଇପାରିଲାନି ଟ୍ରେନ୍‌ ଟିକେଟ ବୁକିଂ

ନୂଆଦିଲ୍ଲୀ,୧୧।୫: ପ୍ରାୟ ୪୮ ଦିନ ପରେ ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍‌ ସେବା ମେ ୧୨ରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ମେ ୧୧ରେ ଅପରାହ୍ନ...

“ଇଣ୍ଡିଆ ବନାମ ଭାରତ”କୁ ନେଇ କହିଲେ ଭାରତୀୟ ପୁରୁଷ ହକି ଗୋଲକିପର ପି.ଆର ଶ୍ରୀଜେଶ, ଆମେ ସବୁବେଳେ ଭାରତ ମାତା କି ଜୟ…

ନୂଆଦିଲ୍ଲୀ,୬।୯: ଦେଶରେ ଇଣ୍ଡିଆ ବନାମ ଭାରତକୁ ନେଇ ବିବାଦ ତେଜିବାରେ ଲାଗିଛି। ଏପ୍ରସଙ୍ଗରେ କ୍ରୀଡା ଜଗତରୁ ମଧ୍ୟ ପ୍ରତିକ୍ରିୟା ଆସୁଛି। ଭାରତୀୟ ପୁରୁଷ ହକି ଗୋଲକିପର...

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ପାସ୍‌ପୋର୍ଟ ମନା

ନୂଆଦିଲ୍ଲୀ,୭ା୩: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଆଉ ମିଳିବ ନାହିଁ ପାସ୍‌ପୋର୍ଟ। ଯେଉଁ କର୍ମଚାରୀମାନେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କିମ୍ବା ଯାହାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ...

Advertisement
Archives

Model This Week