Posted inଜାତୀୟ

ଗତ ୫ ବର୍ଷରେ ୫୬ ଏମପି-ବିଧାୟକଙ୍କ ବିରୋଧରେ ସିବିଆଇ ମାମଲା…

ନୂଆଦିଲ୍ଲୀ,୭।୧୨ : ଗତ ୫ ବର୍ଷରେ ୧୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୬ ଏମପି-ବିଧାୟକଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୨୨ ଜଣଙ୍କ ବିରୋଧରେ ଚାର୍ଜଶିଟ ଦାଖଲ କରାଯାଇଛି।

ବୁଧବାର ଲୋକ ସଭାରେ କେନ୍ଦ୍ର କାମର୍ର୍କ ଏବଂ ପ୍ରଶିକ୍ଷଣ ମନ୍ତ୍ରଣାଳୟ (ଡିଓପିଟି) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। କହିଛି ୨୦୧୭ ରୁ ୩୧ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ସିବିଆଇ ଏହି ମାମଲା ପଞ୍ଜିକରଣ କରିଛି। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ୧୦ ଟି ମାମଲା ରୁଜୁ ହୋଇଛି।

ସେହିପରି ଉତ୍ତରପ୍ରଦେଶ ଏବଂ କେରଳ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେଠାରେ ୬-୬ ମାମଲା ପଞ୍ଜିକୃତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରରେ ଭୂକମ୍ପ: ଲୋକେ ଆତଙ୍କିତ

ମୁମ୍ବାଇ,୨୦।୭: ମହାରାଷ୍ଟ୍ର ପାଲଘରରେ ଶନିବାର ପୂର୍ବାହ୍ନ ୯ଟା ୧୭ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ଥିଲା ବୋଲି ଭାରତୀୟ ଭୂବିଜ୍ଞାନ...

ଗଛରେ ସାଲାଇନ୍‌ ଟାଙ୍ଗି କରୋନା ଆକ୍ରାନ୍ତଙ୍କ ଚିକିତ୍ସା: ଭିଡ଼ିଓ ଭାଇରାଲ…

ଭୋପାଳ,୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ଗ୍ରାମୀଣ ଅଞ୍ଚଳରେ କେତେକ ଆକ୍ରାନ୍ତ ଚିକିତ୍ସା ଲାଗି ହସ୍ପିଟାଲକୁ ଯିବାକୁ ଅମଙ୍ଗ ହେଉଛନ୍ତି।...

ଗୁରୁଭାୟୁର ମନ୍ଦିରରେ ମୋଦିଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା: ୧୧୨ କେଜି ପଦ୍ମ ଫୁଲରେ କରାଗଲା ଓଜନ

ଥିରୁଭାନନ୍ତପୁରମ୍‌,୮।୬: ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର କେରଳ ଗସ୍ତ କରିଛନ୍ତି ନରେନ୍ଦ୍ର ମୋଦି। ଶନିବାର କେରଳର ପ୍ରସିଦ୍ଧ ଗୁରୁଭାୟୁର କୃଷ୍ଣ ମନ୍ଦିର ଦର୍ଶନ ପାଇଁ...

ପୋଲିସ ଏସ୍‌ପି ସାଜିଲେ ଲୁଟେରା, ତା’ପରେ ଘଟିଲା ଏମିତି କିଛି

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶରେ ନୂଆ ନୂଆ ଢଙ୍ଗରେ ଅପରାଧ ଘଟୁଥିବା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ପୋଲିସ ମଧ୍ୟ ନିଜକୁ ଫିଟ ରଖିବା ପାଇଁ ଅନେକ ପନ୍ଥା...

ନିର୍ବାଚନ ଏକ ଅଧିକାର ଭିକ ନୁହେଁ: ଉମର ଅବଦୁଲା…

ଶ୍ରୀନଗର,୧୦।୧ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ନିର୍ବାଚନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଲୋକମାନଙ୍କର ନିର୍ବାଚନ କରିବାର...

ଖାଲଖମା ରାସ୍ତାରେ ଫଟୋଶୁଟ୍‌ କଲେ କନ୍ୟା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଥିରୁଭାନନ୍ତପୁରମ,୨୨।୯: ଆଜିକାଲି ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହି କାରଣରୁ ଖାଲ ରାସ୍ତା ଓ ଗଳିରେ ପାଣି ଜମା ହୋଇରହିଛି। ସମସ୍ତଙ୍କ ପାଇଁ...

ନିର୍ବନ୍ଧର ୩ ଦିନ ପୂର୍ବରୁ ପାଣି ଡ୍ରମରୁ ମିଳିଲା ଯୁବତୀଙ୍କ ମୃତଦେହ

ଖଣ୍ଡଓ୍ବା,୬।୨: ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ତାଙ୍କ ଘରେ ରଖାଯାଇଥିବା ପାଣି ଡ୍ରମରୁ ଉଦ୍ଧାର କରାଯାଇଛି। ଏଭଳି ଘଟଣା ମଧ୍ୟପ୍ରଦେଶର ଖାଣ୍ଡଓ୍ବା ଜିଲାରେ ରବିବାର...

ମୋହନ ଭାଗବତ ‘ରାଷ୍ଟ୍ରପିତା’: ମୁସଲମାନ ଧର୍ମଗୁରୁ ଉମର ଅହମ୍ମଦ ଇଲିୟାସି

ନୂଆଦିଲ୍ଲୀ,୨୨ ।୯: ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିଲ୍ଲୀର ଏକ ମସଜିଦରେ ଅଖିଳ ଭାରତୀୟ ଇମାମ ସଙ୍ଗଠନର ମୁଖ୍ୟ ଇମାମ...

Advertisement
Archives

Model This Week