୨ ବର୍ଷ ପରେ ସ୍ନାନ ବେଦୀରେ ଦେଖୁଛୁ ଠାକୁରଙ୍କୁ
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା । ସ୍ନାନ ବେଦୀରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ । ଦାରୁ ଦିଅଁଙ୍କର ଏହି ଦୁର୍ଲଭ ବେଶ ଦେଖିବାକୁ ଆଜି ଶ୍ରୀକ୍ଷେତ୍ରରେ ଲାଗିଛି ଭିଡ । ଶୁଣନ୍ତୁ କ’ଣ କହୁଛନ୍ତି ଶ୍ରଦ୍ଧାଳୁ
ଆଜି ପହିଲି ରଜ
ପୁଣି ଆସିଛି ରଜ । ନାଚିଗାଇ, ପାନଖାଇ, ଦୋଳି ଖେଳି ମଉଜ କରିବାକୁ ମିଳିଛି ଅବସର । ନାନା ପ୍ରକାର ପିଠାପଣାର ମହକରେ ପୂରି ଉଠିଛି ଘର, ବାହାର । ପିଲାଠୁ ବୟସ୍କଙ୍କ ମନକୁ ଆପଣାଛାଏ ଆନ୍ଦୋଳିତ କରିଥାଏ ରଜ ।…
କାହାଣୀ ଜଉଗଡ଼ର | Jaugada | Ganjam
ବହୁ ପୁରାତନ ଐତିହ୍ୟ କୀର୍ତ୍ତିରାଜିରେ ଭରପୂର ଆମ ରାଜ୍ୟ ଓଡ଼ିଶା। ଯାହାର କୋଣ ଅନୁକଣରେ ରହିଛି ଐତିହାସିକ କୀର୍ତ୍ତିରାଜି ଓ କାହାଣୀ। ତେବେ ସେମିତି କଳିଙ୍ଗ ଇତିହାସର ସର୍ବପୁରାତନ ମୁକସାକ୍ଷୀ ହେଉଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ପାଣ୍ଡିଆ ପଞ୍ଚାୟତର ଜଉଗଡ଼।
ଆଜିଠୁ ଶସ୍ତା ହେଲା ପେଟ୍ରୋଲ, ଡିଜେଲ
ଆଜିଠୁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିଛି । ପେଟ୍ରୋଲ ଲିଟର ପ୍ରତି ଦେଶରେ ୯ଟଙ୍କା ୫୦ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପ୍ରତି ୭ଟଙ୍କା ହ୍ରାସ କରାଯାଇଛି । ଯଦିଓ ଏନେଇ ଗତକାଲିଠାରୁ ଘୋଷଣା କରାଯାଇଥିଲା…
ମଙ୍କିପକ୍ସ ଭାଇରସ୍ କିପରି ବ୍ୟାପୁଛି
ବିଶ୍ୱରେ କାୟା ମେଲାଇଛି ମଙ୍କିପକ୍ସ ଭାଇରସ୍ । ବିଶ୍ୱର ଅନେକ ଦେଶର ଲୋକ ଏହି ରୋଗରେ ସଂକ୍ରମିତ ହେଲେଣି । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କାୟାବିସ୍ତାର କରୁଥିବାରୁ ଚିନ୍ତାରେ ପଡିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବ୍ରିଟେନ, ଆମେରିକା, ସିଙ୍ଗାପୁର,…
ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗ
ଅଷ୍ଟ୍ରେଲିଆ କ୍ରିକେଟ ଜଗତରେ ଦୁଃଖର ଛାୟା। କାରଣ ଦେଶ ହରାଇଛି ଜଣେ ମହାନ କ୍ରିକେଟରଙ୍କୁ। ଦୁଇ ମାସ ଭିତରେ ଦୁଇ କିମ୍ବଦନ୍ତୀ ଖେଳାଳୀଙ୍କୁ ହରାଇବା ପରେ କ୍ରିକେଟ ପ୍ରଶଂସକ ବି ମର୍ମାହତ ହୋଇଛନ୍ତି। ଆଣ୍ଡ୍ର୍ୟୁ ସାଇମଣ୍ଡସଙ୍କ ଅକାଳ ବିୟୋଗରେ କ୍ରିକେଟ ଜଗତକୁ…
ସ୍ଥଳଭାଗ ଛୁଇଁବନି ବାତ୍ୟା !
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଯାହା ଆଜି ଅବପାତର ରୂପ ନେବ । ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ଏକ ଆସ୍ୱସ୍ତିକର ଖବର ଆସିଛି । ସ୍ଥଳଭାଗ ଛୁଇଁନପାରେ ସମ୍ଭାବ୍ୟ ବାତ୍ୟା…
ଏଥର ରଥଯାତ୍ରାରେ ସାମିଲ ହେବେ ଭକ୍ତ
ଆସନ୍ତା ଜୁଲାଇ ୧ରେ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବ । ରଥଯାତ୍ରାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା । ବୈଠକ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜିଲାପାଳ ସମର୍ଥ ବର୍ମା କହିଛନ୍ତି ୨ବର୍ଷ ପରେ ଘୋଷଯାତ୍ରାରେ…
ଡାକରା ଆସିଲା ଦିଲ୍ଲୀରୁ
କଂଗ୍ରେସ ବିଧାୟକଙ୍କୁ ଆସିଛି ଦିଲ୍ଲୀରୁ ଡାକରା । ଆସନ୍ତା ୫ ତାରିଖରେ ଓଡିଶାର କଂଗ୍ରେସ ବିଧାୟକ ମାନେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ । ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ନେଇ ବିଧାୟକ ମାନଙ୍କ ସହ ଆଲୋଚନା କରିପାରନ୍ତି ହାଇକମାଣ୍ଡ ।
ଟୁଇଟର ମାଲିକ ହେବେ ଏଲନ୍ ମସ୍କ, ଜାଣନ୍ତୁ ଡିଲ୍ କେତେ?
ଏଲନ୍ ମସ୍କ ହେବେ ସୋସିଆଲ ମିଡିଆ ପ୍ଲାଟଫର୍ମର ମାଲିକ । ବିଶ୍ୱର ଅନ୍ୟତମ ସବୁଠୁ ଧନୀବ୍ୟକ୍ତି ତଥା ଟେସଲା ମାଲିକ ଏଲନ୍ ମସ୍କ ସୋସିଆଲ ମିଡିଆ କମ୍ପାନୀ ଟୁଇଟରକୁ କିଣିବା ନେଇ ଡିଲ୍ ଏକ ପ୍ରକାର ଫାଇନାଲ ହୋଇଛି । ୪୩ବିଲିୟନ୍…
ସ୍ତ୍ରୀ ଶବ ପାଖରେ ବ୍ରେଡ ଓ ପାଣି ରଖୁଥିଲେ ସ୍ୱାମୀ
ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିବା ପରେ , ସ୍ତ୍ରୀଙ୍କ ଶବ ପାଖରେ ବ୍ରେଡ୍ ଓ ପାଣି ରଖୁଥିଲେ। ସେ ସକାଳୁ ଆସି ଖାଇବା ଦେଇ ଚାଲି ଯାଉଥିବା ବେଳେ ତାଙ୍କୁ ଶ୍ୱଶୁର ଧରିଥିଲେ।
ରାଜଧାନୀ ପ୍ରସିଦ୍ଧ ଲସି | Top-5 Best Lassi stalls in Bhubaneswar
ଖରାଦିନରେ ଲସି ପିଇବାର ମଜା ବେଶ ନିଆରା । ଅସହ୍ୟ ତାତିରୁ ତ୍ରାହି ପାଇବା ପାଇଁ ଅପାଣ ଲସି ନିଶ୍ଚିତ ପିଉଥିବେ । ହେଲେ ରାଜଧାନୀରେ କେଉଁ ଭଲ ଲସି ମିଳେ ଜାଣିଛନ୍ତି କି । ଦେଖନ୍ତୁ ଭୁବନେଶ୍ୱରର କେଉଁ କେଉଁ…
Archives


