ମା’ ପାଇଁ ଦିନ ଟିଏ
ଆଜି ବିଶ୍ୱମାତୃ ଦିବସ । ଆମ ସମସ୍ତଙ୍କ ଜୀବନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱମାତୃ ଦିବସ ଅବସରରେ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ ।
ମନ୍ ମିଜାଜ : କରୋନା ଆମକୁ ଅନେକ କିଛି ଶିଖାଇଲା
ସାରା ବିଶ୍ୱରେ ଏବେ କରୋନାକୁ ନେଇ ଲଢେଇ ଜାରି ରହିଛି । କରୋନା ପାଇଁ ଲକଡାଉନ ବି କରାଯାଇଛି । ତେବେ କରୋନା ଓ ଲକଡାଉନ ସମୟରେ ଆମ ଯୁବପୀଢି ମାନେ ଘରେ ରହି କଣ ସବୁ କରୁଛନ୍ତି ଚାଲନ୍ତୁ ଜାଣିବା…
ହ୍ବାଇଟହାଉସରେ କରୋନା ଆତଙ୍କ
ବିଶ୍ବର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାରେ ଏବେ ସ୍ଥିତି ସଙ୍ଗୀନ । ପ୍ରତିଦିନ କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି । କରୋନା କାୟାରୁ ହ୍ବାଇଟ ହାଉସ ବି ବର୍ତ୍ତିପାରିନି । ହ୍ବାଇଟ୍ ହାଉସରେ ଜଣଙ୍କ ପରେ ଜଣେ…
ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ
ଓଡ଼ିଶାକୁ ଫେରି ପାରିବେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ । ଗୁରୁବାର ପ୍ରବାସୀ ଓଡିଆ ରାଜ୍ୟକୁ ଫେରିବା ନେଇ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଠିକ୍ ନୁହେଁ।…
ଶ୍ରୀଜିଉଙ୍କ ରଥ ନିର୍ମାଣ ଆରମ୍ଭ | Chariot construction begins for Puri Rath Yatra
After the Union Ministry of Home Affairs (MHA) gave its consent for construction of chariots for the annual Rath Yatra festival, the Maharana servitors have started construction of chariots from…
ଲକଡାଉନ ୩.୦ ପରେ ବାପୁଜୀନଗରର ଚିତ୍ର
ସାରା ଦେଶରେ ମେ ୧୭ ପର୍ଯ୍ୟନ୍ତ ଲକଡାଉନ ଜାରି ରହିଛି । ତେବେ ତୃତୀୟ ପର୍ଯ୍ୟାୟ ଲକଡାଉନରେ ସରକାର ନିୟମରେ କିଛିଟା କୋହଳ କରିଛନ୍ତି । ଆସନ୍ତୁ ଦେଖିବା ସରକାର ନିୟମରେ କିଛିଟା କୋହଳ କରିବା ପରେ ରାଜଧାନୀ ବାପୁଜୀନଗରର ଚିତ୍ର…
ଭ୍ୟାକସିନ୍ ବାହାର କଲା ଇଟାଲୀ
କରୋନା ସହ ଏବେ ସାରା ବିଶ୍ୱ ଲଢେଇ କରୁଛି । କରୋନା ମୁକାବିଲା ପାଇଁ ବିଶ୍ୱ ସମୁଦାୟ ଏବେ ପୁରା ଚିନ୍ତାରେ ପଡିଥିବା ବେଳେ ଇଟାଲୀରୁ ଆସିଛି ଆଶ୍ୱସ୍ତିକର ଖବର । କରୋନା ଟୀକାର ପ୍ରାରମ୍ଭିକ ପରୀକ୍ଷା ସଫଳ ହୋଇଥିବା ସୂଚନା…
ବିଷାକ୍ତ ଗ୍ୟାସ ଲିକ୍ ୯ ମୃତ, ୫ହଜାରରୁ ଅଧିକ ଅସୁସ୍ଥ | Gas Leak: 9 dead, more than 5,000 fall sick
ଆନ୍ଧ୍ରପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍ ଲିକ୍ ହେବାରୁ ୯ଜଣଙ୍କ ମୃତ୍ୟୁ ହୋଇଛି । ୫ହଜାରରୁ ଅଧିକ ଲୋକ ଅସୁସ୍ଥ ହୋଇପଡିଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୨ଜଣ…
ରାଜ୍ୟରେ ୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ପ୍ରଥମେ ନିଜାମୁଦ୍ଦିନ ପରେ କୋଲକତାରୁ ଆସୁଥିବା ପ୍ରବାସୀ ରାଜ୍ୟ ସରକାରଙ୍କ ଚିନ୍ତା ବଢାଉଥିବା ବେଳେ ଏବେ ସୁରଟ ଫେରନ୍ତା ପାଲଟିଛନ୍ତି ମୁଣ୍ଡବିନ୍ଧାର କାରଣ ।ଗୁରୁବାର ରାଜ୍ୟରେ ଆଉ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ…
କରୋନା ଯୁଦ୍ଧରେ ସାମିଲ ହେବ ରୋବଟ୍ | Robots to be part of fight against corona
କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଲଢେଇ କରୁଛି । କରୋନା ରୋଗୀଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଭଳି କ୍ଷେତ୍ରରେ ଭିନ୍ନ ଧରଣର ରୋବଟ୍ ବାହାର କରିଛନ୍ତି କଟକ ଆଇଟିଆଇ…
ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବୁଧବାର ଅପରାହ୍ନରେ ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଛି।
ସ୍ବଦେଶ ଫେରିବେ ବିଦେଶରେ ଫସିଥିବା ଭାରତୀୟ
ଗତ ଏକମାସରୁ ଅଧିକ ଦିନ ହେବ ସାରା ଦେଶରେ ଲକଡାଉନ ଜାରିରହିଛି । ଏହାଭିତରେ ପୁଣିଥରେ ମେ ୧୭ ପର୍ଯ୍ୟନ୍ତ ଲକଡାଉନକୁ ବଢାଇଦିଆଯାଇଛି । ଦେଶରେ ବିଭିନ୍ନ ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆଙ୍କ ପରେ ଏବେ ବିଦେଶରେ ଫସିଥିବା ପ୍ରବାସୀ ଭାରତୀୟଙ୍କୁ…
Archives


