ଆସିଲେଣି ଅତିଥି, ଚଳଚଞ୍ଚଳ ପୁରୀ
ଦେଶରେ ଅନଲକ୍-୪ ଆରମ୍ଭ ହେବା ପରେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । ଏହାରି ଭିତରେ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ମଧ୍ୟ ପର୍ଯ୍ୟଟକ ମାନେ ଆସୁଥିବା ଦେଖିବାକୁ ମିଳିଛି । ପୁରୀରେ କିଭଳି ରହିଛି ବର୍ତମାନ ସ୍ଥିତି ଦେଖନ୍ତୁ ଏହି…
ରିୟାଙ୍କୁ ଟାର୍ଗେଟ କରି କ’ଣ କହିଲେ ଅଙ୍କିତା l This is what Ankita said targeting Rhea
ଆଜିର ଏପିସୋଡରେ ଦେଖିବା କାହା ବିରୋଧରେ କ୍ରିମିନାଲ୍ ଆକ୍ସନ ନେବେ କଙ୍ଗନା । କ’ଣ କଙ୍ଗନା ସତରେ ଭାଜପାରେ ଯୋଗ ଦେଉଛନ୍ତି । ରିୟାଙ୍କୁ ଟାର୍ଗେଟ କରି କ’ଣ କହିଲେ ଅଙ୍କିତା । କାହିଁକି ଗୁରୁଙ୍କ ଆବଶ୍ୟକ ପଡିଲା ବଲିଉଡ୍ ବିଉଟି…
କାହିଁକି ହାତ ଯୋଡିଥିଲେ ସଚିନ | Here’s why Sachin folded hands | Sports Roundup
ଆଜିର ଏପିସୋଡରେ ଦେଖିବା କ୍ରିକେଟ ଖେଳିବାକୁ ଇଛାପ୍ରକାଶ କଲେ ଯୁବରାଜ । କୋହଲିଙ୍କ ଘଣ୍ଟାର ଦାମ୍ କେତେ । ଫ୍ୟାମିଲି ସହ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରୁଛନ୍ତି ରୋହିତ ଶର୍ମା । କାହିଁକି ଓ କେବେ ହାତ ଯୋଡିଥିଲେ ସଚିନ୍ ତେନ୍ଦୁଲକର…
ବାୟୁସେନାରେ ସାମିଲ ହେଲା ରାଫେଲ
ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ । ପଂଜାବର ଅମ୍ୱାଲା ଏୟାରବେସ୍ ରେ ବିଶେଷ ପୂଜାର୍ଚନା ପରେ ବାୟୁସେନାରେ ସାମିଲ ହୋଇଛି ବାହୁବଳି ରାଫେଲ୍ । ସମସ୍ତ ଧର୍ମର ପୂଜକଙ୍କ ଦ୍ୱାରା ପୂଜାର୍ଚନା ଓ ମନ୍ତ୍ରପାଠ…
ଆପଣ ସ୍ଲିମ୍ ହେବାକୁ ଚାହୁଁଛନ୍ତି କି | Simple ways to get slim
ଆଜିର ଏପିସୋଡରେ ଆମେ ଜାଣିବା ଯଦି ଆପଣ ଅଧିକ ମୋଟା ହୋଇଛନ୍ତି ଏବଂ ଶରୀରର ଓଜନ କମାଇବାକୁ ଚାହୁଁଛନ୍ତି ତେବେ କଣ କରିବା ଦରକାର। ଏବଂ ଆପଣଙ୍କ ଶରୀରରେ ଚର୍ବି କିଭଳି କମାଇବେ। ଏଥିପାଇଁ ନଜର ପକାଇବା ଆଜିର ଡାଏଟ୍ ପ୍ଲାନରେ।…
ବାଙ୍କୀରେ ବନ୍ୟା ବିତ୍ପାତ
ଚଳିତ ବର୍ଷ ମହାନଦୀରେ ବନ୍ୟା ଆସିବା ପରେ ବାଙ୍କୀରେ ୧୮ଟି ପଞ୍ଚାୟତ ଓ ଡମପଡାର ୧୭ଟି ପଞ୍ଚାୟତର ଚାଷ ଜମି କ୍ଷତିଗ୍ରସ୍ତ ହେବା ସହ ଅନେକ ଗ୍ରାମ ଜଳବନ୍ଦୀ ହୋଇଛି। ସହାୟତା ନେଇ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ ଚାଲିଥିବା ବେଳେ…
ବାବୁ ମହଲ: ଡୁପ୍ଲିକେଟ୍ ସନିଆ | Babu Mahal #43 ‘Duplicate Sania’
ଠକିବା ପାଇଁ ଲୋକମାନେ ବିଭିନ୍ନ ବାଟ ଆପଣେଇ ଥାଆନ୍ତି, କିନ୍ତୁ ତାହାର ପରିଣତି କଣ ହୁଏ ତାହା ଏହି ଭିଡିଓ ମାଧ୍ୟମରେ ଦର୍ଶାଯାଇଛି। ଏଥର ‘ବାବୁମହଲ’ର ପ୍ରସଙ୍ଗ ‘ଡୁପ୍ଲିକେଟ୍ ସନିଆ’।
ଜୀବନରେ ଗୁରୁଙ୍କ ଭୂମିକା କଣ ? | Role of teachers in life
ଆଜି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରୀଷ୍ଣନଙ୍କ ଜନ୍ମତିଥି । ଯାହାକୁ ଆମେ ଗୁରୁ ଦିବସ ଭାବେ ପାଳନ କରୁଛୁ । ଜଣେ ଶିଷ୍ୟର ଜୀବନ ସେବେ ସଫଳ ହୋଇଥାଏ ଯେବେ ସେ ଗୁରୁଙ୍କ ଠାରୁ ଶିକ୍ଷା ଲାଭ କରି ତାହାକୁ ଜୀବନରେ…
ଗୁରୁ ଦେବ ନମଃ | Guru Deva Namah
ଜୀବନରେ ସଫଳ ହେବାକୁ ହେଲେ ଶିକ୍ଷିତ ହେବା ଅଧିକ ଜରୁରୀ । ଶିକ୍ଷକ ଦେଶର ଭବିଷ୍ୟତକୁ ଗଢିବା ଏବଂ ଯୁବପିଢିଙ୍କ ଜୀବନକୁ ସଜାଡିବା ଓ ଏହାକୁ ସମ୍ପୂର୍ଣ୍ଣ ଆକାର ଦେବାରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ପ୍ରାଚୀନ କାଳରୁ…
ଜୀବନରେ ଆତ୍ମହତ୍ୟାର ଚିନ୍ତାଧାରା କାହିଁକି ଆସିଥାଏ l Here’s why suicidal thoughts come to mind
ଲୋକେ ଆତ୍ମହତ୍ୟା କାହିଁକି କରନ୍ତି। ଅନେକ ସମୟରେ ଆମେ ଦେଖିଛେ ବ୍ୟକ୍ତି ସାମାଜିକ , ଆର୍ଥିକ କ୍ଷେତ୍ରରେ ଅନେକ ସଫଳତା ପାଇ ବି ଆତ୍ମହତ୍ୟାର ରାସ୍ତା ବାଛିନିଅନ୍ତି। ତେବେ ଜଣେ ବ୍ୟକ୍ତି କେଉଁ ପରିସ୍ଥିତିରେ ଆତ୍ମହତ୍ୟାର ରାସ୍ତା ବାଛିଥାନ୍ତି ଆସନ୍ତୁ ଦେଖିବା…
We are careful despite lockdown relaxations | ନିୟମ କୋହଳ- “ଆମେ ସତର୍କ ଅଛୁ”
କୋଭିଡ-୧୯ ପାଇଁ ସାରା ଦେଶରେ ଆଜିଠୁ ଅନଲକ-୪ ନିୟମାବଳୀ ଲାଗୁ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ସେପ୍ଟେମ୍ବର ମାସ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଯାହା ଆଜିଠାରୁ ଲାଗୁ ହୋଇଛି । ଗାଇଡଲାଇନ ଅନୁଯାୟୀ କଣ୍ଟେନମେଣ୍ଟ…
ଆଉ ନାହାନ୍ତି ପ୍ରଣବ ଦା । Pranab Mukherjee No More
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକ ହୋଇଛି । ପ୍ରଣବଙ୍କ ପରଲୋକ ନେଇ ପୁଅ ଅଭିଜିତ୍ ମୁଖାର୍ଜୀ ସୂଚନା ଦେଇଛନ୍ତି ।ମୃତ୍ୟୁ ବେଳକୁ ପ୍ରଣବଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ପ୍ରଣବଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ , ପ୍ରଧାନମନ୍ତ୍ରୀଙ୍କ…
Archives


