Video

କିଏ ହେବ ପିପିଲି ବାଜିଗର | Pipili Byelection | Dharitri Live

ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ବେଶ୍ ଜୋରଦାର ପ୍ରଚାର ଚଳାଇଛନ୍ତି ୩ ରାଜନୈତିକ ଦଳ। ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଆସ୍ଥା ଭାଜନ ହେବା ପାଇଁ ପହଞ୍ଚୁଛନ୍ତିି ଭୋଟରଙ୍କ ନିକଟରେ । ତେବେ ଆସନ୍ତୁ ଦେଖିବା କ’ଣ…

ସମ୍ପର୍କରେ ଫାଟ ସାବୁନଫେଣ | Story Diary

ନିଦ ନହେଲେବି ଖଟଟା ଉପରେ ସେମିତି ଗଡପଡ ହେଉଥାନ୍ତି ବିକାଶ ବାବୁ। ସେପଟେ ହେମନ୍ତ ମଉସା ତାଙ୍କ ନାତି ଆୟୁଷକୁ ପାଇପ୍ ପାଖରେ ଗାଧୋଇ ଦେଉଥାନ୍ତି। ଏଇ ଭିତରେ କୁଣ୍ଡରେ ପସି ଗାଧୋଉଥିବା ନାତି ଆୟୁଷ ହଠାତ୍ କାନ୍ଦି ଉଠିଲା…  

ପରଲୋକରେ ପ୍ରିନ୍ସ ଫିଲିପ୍‌

ଇଂଲଣ୍ଡର କୁଇନ୍ ଏଲିଜାବେଥ୍ ଦ୍ବିତୀୟଙ୍କ ପତି ପ୍ରିନ୍ସ ଫିଲିପ୍‌ଙ୍କ ୯୯ ବର୍ଷ ବୟସରେ ପରଲୋକ ହୋଇଛି । ଏନେଇ ଆଜି ବକିଂହାମ୍ ପ୍ୟାଲେସ୍ ପକ୍ଷରୁ ଘୋଷଣା କରାଯାଇଛି । ଗତ କିଛି ଦିନ ହେଲା ସେ ହୃଦ ରୋଗରେ ହସ୍ପିଟାଲରେ ରହି…

ଇଦ୍‌ରେ ରିଲିଜ ହୋଇନପାରେ ରାଧେ

ବଲିଉଡରେ ଅନେକ ଅଭିନେତା ଓ ଅଭିନେତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାରି ଭିତରେ ଏବେ ଦବଙ୍ଗ ଖାନ୍ ସଲମାନଙ୍କୁ କରୋନା ଭୟ ଘାରିଛି । ସଲମାନଙ୍କ ଅପକମିଂ ଫିଲ୍ମ ‘ରାଧେ’ର ରିଲିଜକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ରହିଥିବା ବେଳେ…

ଅଜୟଙ୍କ ପାଇଁ ଫ୍ଲାଇଟ୍‌ରେ ଗଲା ଓଡ଼ିଆ ଖାଦ୍ୟ

ଭୁବନେଶ୍ୱରରୁ ଓଡିଆ ଖାଦ୍ୟ ଅର୍ଡର କରି ଖାଇଲେ ଅଜୟ ଦେବ୍‌ଗନ । ଫ୍ଲାଇଟ୍‌ରେ ଏହି ସବୁ ଖାଦ୍ୟ ମୁମ୍ବାଇ ପଠାଯାଇଛି । କଙ୍କଡା ଆଳୁ ଝୋଳ, ଚିଙ୍ଗୁଡି ତରକାରୀ, ନାରିୟଲ ଚିକେନ ସହ କ୍ଷୀର ପୋଡପିଠା, ରସଗୋଲା, ଗୁଲାବ ଜାମୁନ୍ ଆଦି…

ନକ୍ସଲଙ୍କ ବର୍ବର କାଣ୍ଡ

ଛତିଶଗଡ଼ ବିଜାପୁରରେ ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ରକ୍ତର ହୋଲି ଖେଳିଲେ ଲାଲବାହିନୀ । ବିକ୍ଷିପ୍ତ ଭାବରେ ପଡିରହିଥିଲା ଯବାନଙ୍କ ରକ୍ତାକ୍ତ ମୃତଦେହ । ଯାହା ପୁଣି ମନେ ପକାଇ ଦେଇଛି ପୁଲୱାମା ହମଲାର ସେହି ଲୋମହର୍ଷଣକାରୀ ଦୃଶ୍ୟ…

ପିପିଲିରେ ଭାଜପା ଓ ବିଜେଡି ମୁହାଁମୁହିଁ

ଉପନିର୍ବାଚନ ପାଇଁ ଏବେ ପିପିଲିରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ । ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ସରଗରମ କରିଛନ୍ତି ନିଜ ପ୍ରଚାର । ଏଇ ଭିତରେ ଆଜି ପିପିଲିରେ ଦେଖିବାକୁ ହିଂସାକାଣ୍ଡ । ଯାହାକୁ ନେଇ ପିପିଲି ପୁରୀ…

ବନ୍ଦେ ଉତ୍କଳ ଜନନୀ

୧୯୩୬ ଏପ୍ରିଲ୍ ୧ରେ ଭାଷା ଭିତ୍ତିରେ ଗଠନ ହେଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଏଥିପାଇଁ ଆଜିର ଦିନକୁ ଉତ୍କଳ ଦିବସ ଭାବେ ପାଳନ କରାଯାଏ । ଓଡ଼ିଶାବାସୀଙ୍କ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: କିଏ ଜିତିବ ନନ୍ଦିଗ୍ରାମ ?

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଛି । ୩୦ଟି ବିଧାନସଭା କ୍ଷେତ୍ରରେ ୧୯୧ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ପ୍ରାୟ ୭୫ଲକ୍ଷ ଭୋଟର । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଏହି ପର୍ଯ୍ୟାୟ ମତଦାନ ବେଶ ଗୁରୁତ୍ୱପୂର୍ଣ୍ଣ…

ସରିଲା ନାମାଙ୍କନ

ବିଜୁ ଜନତା ଦଳର ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ବାପାଙ୍କ ଅଧୁରା ସ୍ୱପ୍ନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପୁରଣ କରିବାକୁ ଆଶା ରଖି, ପିପିଲିର ବିକାଶକୁ ମୁଖ୍ୟ ମୁଦ୍ଧା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଅଶ୍ଟା ଭିଡିଥିବା ବେଳେ…

ମଡେଲ ମିରର

Model Mirror: Photography | Studio Dharitri | Dharitri Live For the first time in the state, Odisha’s popular newspaper ‘Dharitri’ gives an opportunity to aspiring models through it’s newspaper, website…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri