Video

କାହିଁକି ରାମରୁ ରାମଚନ୍ଦ୍ର

ଥରେ ଦୁଷ୍ଟ ଦାନବ ମାନଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ପଡିଲେ ଦେବତା ଓ ଋଷି ଗଣ । ଏହାର ସମାଧାନ ପାଇଁ ସେମାନେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କଲେ । ଏହି ସମୟରେ ଭଗବାନ ବିଷ୍ଣୁ ଦେବତା ଓ ଋଷି ଗଣଙ୍କୁ…

ଅଧାରେ ଅଟକିଲା ରୁକୁଣା ରଥ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସେବାୟତ ମାନେ ରଥ ଟାଣିଛନ୍ତି। ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ବେଳେ ଅଧାରେ ଅଟକିଛି ରୁକୁଣା ରଥ । ଆସନ୍ତା କାଲି ଅପରାହ୍ନରେ ପୁଣି…

ବିନା ଭକ୍ତରେ ରୁକୁଣା ରଥ

ଚଳିତ ବର୍ଷ ବିନା ଭକ୍ତରେ ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ଭକ୍ତମାନେ ଯୋଗ ଦେବେ ନାହିଁ , କେବଳ ସେବାୟତ ମାନେ ରକୁଣା ରଥ ଟାଣିବେ । ତେବେ ଆସନ୍ତୁ ଦେଖିବା କେମିତି ରହିଛି ପ୍ରସ୍ତୁତି ..  

୧୪୪ରେ ରାଜଧାନୀ ରାତି

ରାଜ୍ୟରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ତେବେ ଆସନ୍ତୁ ଦେଖିବା ଭୁବନେଶ୍ୱରରେ କେମିତି ରହିଛି ନାଇଟ୍ କର୍ଫ୍ୟୁ

ଅଧାରେ ଅଟକିଲା ରୁକୁଣା ରଥ

ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ବିନା ଭକ୍ତରେ ଅନୁଷ୍ଠିତ ହୋଇଯାଇଛି। ସେବାୟତ ମାନେ ରଥ ଟାଣିଛନ୍ତି। ମାଉସୀ ମା’ ମନ୍ଦିର ଅଭିମୁଖେ ଯାତ୍ରା କରିଥିବା ବେଳେ ଅଧାରେ ଅଟକିଛି ରୁକୁଣା ରଥ । ଆସନ୍ତା କାଲି ଅପରାହ୍ନରେ ପୁଣି…

Sports Roundup: ଧୋନୀଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା

ସ୍ପୋର୍ଟସ ରାଉଣ୍ଡ ଅପ୍ ର ଆଜିର ଏପିସୋଡରେ ଦେଖିବା – * ଆଜି ଚେନ୍ନାଇ ସୁପର କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ * ବିଶାଳ ଟାର୍ଗେଟକୁ ସହଜରେ ଜିତିନେଲା ଦିଲ୍ଲୀ * ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି * ହାର୍ଟ ସର୍ଜରୀ…

ଚାଲ ଖାଇବା ସ୍ପେଶାଲ ଦହି ଚିକେନ୍

ଆମର ଏହି ସ୍ପେଶାଲ ଏପିସୋଡ୍ ଚାଲ ଖାଇବାରେ ଆମେ ଏଭଳି କିଛି ସ୍ଥାନକୁ ଯାଉଛୁ ଯେଉଁଠି ଓଡ଼ିଆ ଖାଦ୍ୟ ସବୁଠୁ ନିଆରା। ଆଜିର ଏପିସୋଡରେ ଆମେ ପହଂଚିଥିଲୁ ଖୋର୍ଦ୍ଧା ଜିଲାର ପୁରୁଣା ବରୁଣେଇ ହୋଟେଲରେ । ଯେଉଁଠାରେ ସ୍ପେଶାଲ ଖାଦ୍ୟ ଥିଲା…

କାଲିଠୁ ନାଇଟ୍‌ କର୍ଫ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ସାରା ରାଜ୍ୟର ସହରାଞ୍ଚଳରେ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି।

ସ୍ଥଗିତ ହେଲା ଉପନିର୍ବାଚନ | Pipili Byelection

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ। କରୋନାରେ ତାଙ୍କ ଦେହାନ୍ତ ଘଟିଥିବା କୁହାଯାଉଛି। ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏଇ ନିକଟରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଅଜିତ୍।…

ପଣା ସଂକ୍ରାନ୍ତିର ମହତ୍ତ୍ୱ | Pana Sankranti | Dharitri Live

ଓଡ଼ିଶାରେ ବାର ମାସରେ ପାଳନ ହେଉଥିବା ତେର ପର୍ବ ମଧ୍ୟରୁ ଗୋଟିଏ ହେଉଛି ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଆଜିର ଏହି ପବିତ୍ର ଦିନକୁ ଓଡ଼ିଆ ନବବର୍ଷ ଭାବେ ମଧ୍ୟ ପାଳନ କରାଯାଇଥାଏ । ଏହି ଦିନଠାରୁ…

କିଏ ସେଇ ମୁଣ୍ଡ ନଥିବା ପିଲା ? Dow Hill

କୋଲକତା ଠାରୁ ୫୮୭ କିଲୋମିଟରରେ ଅବସ୍ଥିତ କୁର୍ସିଓଙ୍ଗ । ସୁନ୍ଦର ପର୍ବତମାଳା ମଧ୍ୟରେ ଏକ ସୁନ୍ଦର ସ୍ଥାନ । ସମୁଦ୍ର ପତନ ଠାରୁ ପାଖାପପାଖି ୧୫୦୦ ମିଟର ଉଚ୍ଚରେ ଅବସ୍ଥିତ ଏହି ସ୍ଥାନ । ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଆଉ ରହସ୍ୟମୟ…

କରୋନାର ନୂଆ ଲକ୍ଷଣ

ସାରା ଦେଶ ଏବେ କରୋନାର ଦ୍ୱିତୀୟ ଲହରକୁ ନେଇ ବେହାଲ । ଏବେ ଦୈନିକ ସଂକ୍ରମଣ ଏକ ଲକ୍ଷ ଅତିକ୍ରମ କରୁଛି । ଯାହା ଏବେ ଉଭୟ ରାଜ୍ୟ ଓ କେନ୍ଦ୍ର ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri