Video

ବାଲେଶ୍ୱରରେ ବାତ୍ୟା ୟାସ୍ ର ତାଣ୍ଡବ

ବାଲେଶ୍ୱର ଜିଲାରେ ବାତ୍ୟାର ତାଣ୍ଡବ ଆରମ୍ଭ କରି ଦେଇଛି । ଆଉ ମାତ୍ର କିଛି ସମୟ ମଧ୍ୟରେ ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଉଁଥିବା ବେଳେ ଇଏ ତା ପୂର୍ବର ଦୃଶ୍ୟ । ଚାନ୍ଦିପୁରରେ ସମୁଦ୍ର ଜୁଆର ଅଧିକ ଜୋରରେ ଉଠୁଛି…

ବାଲେଶ୍ୱରରେ ବଢିଲା ପବନ

ବାତ୍ୟା ୟାସ୍ ସ୍ଥଳ ଭାଗ ଛୁଇଁବାକୁ ଆଉ ମାତ୍ର କିଛି ସମୟ ବାକି ରହିଥିବା ବେଳେ , ବାଲେଶ୍ୱରରେ ତାର ତାଣ୍ଡବ ଆରମ୍ଭ କରି ଦେଇଛି । ବଡବଡ ଇଲେକ୍ଟ୍ରିକ ଖୁଣ୍ଟ ଓ ଗଛ ମଧ୍ୟ ଭାଙ୍ଗି ପଡିଲାଣି । ପବନର…

ବଢୁଛି ଜୁଆର

ବାତ୍ୟା ୟାସ ଏବେ ଉପକୂଳ ଆଡକୁ ମାଡି ଆସୁଛି। ଉପକୂଳ ଜିଲାରେ ତାର ପ୍ରଭାବ ଆରମ୍ଭ କରି ଦେଲାଣି। ବାଲେଶ୍ୱର ଚାନ୍ଦିପୁରରେ ଜୁଆର ମାଡି ଆସୁଛି। ଦେଖନ୍ତୁ କିଭଳି ରହିଛି ସ୍ଥିତି।  

ସବୁ ବ୍ୟବସ୍ଥା ହୋଇଛି

ବାଲେଶ୍ୱରରେ ପ୍ରଶାସନ ପକ୍ଷରୁ କିଭଳି ବ୍ୟବସ୍ଥା ହୋଇଛି, ତା’ର ତଦାରଖ କରିବା ପାଇଁ ବାଲେଶ୍ୱରରେ ପହଞ୍ଚିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର। ଶୁଣନ୍ତୁ କ’ଣ କହୁଛନ୍ତି ମନ୍ତ୍ରୀ ? କ’ଣ ସବୁ ବ୍ୟବସ୍ଥା ହୋଇଛି ବାତ୍ୟା ୟାସ୍ ପାଇଁ ?…

ବାତ୍ୟା ୟାସ: ଅଶାନ୍ତ ସମୁଦ୍ର

ସାମୁଦ୍ରିକ ବାତ୍ୟା ୟାସକୁ ନେଇ ଅଶାନ୍ତ ରହିଛି ସମୁଦ୍ର। ତେବେ ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲାର ଉପକୂଳରେ ସମୁଦ୍ର ଅଧିକ ଅଶାନ୍ତ ରହିବା ନେଇ ଆକଳନ କରିଛି ଆଇଏମଡି। ବାଲେଶ୍ୱରରେ ସମୁଦ୍ରରୁ ୨ରୁ ୪ ମିଟର ଜୁଆର ଉଠିବା ନେଇ…

ବାତ୍ୟା ୟାସ୍, ଓଡ଼ିଶା ପାଇଁ ବଢିଲା ବିପଦ

ଓଡ଼ିଶା ପାଇଁ ବଢିଲା ବିପଦ । ବାଲେଶ୍ୱର-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ୟାସ୍ । ଆସନ୍ତାକାଲି ମଧ୍ୟହ୍ନରେ ଲ୍ୟାଣ୍ଡଫଲ କରିବା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଆଜି ଭେରୀ ସିଭିୟର ସାଇକ୍ଲୋନର ରୂପ…

ବାତ୍ୟା ପାଇଁ ସବୁ ବୋହିନେଲେ

ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଲକଡାଉନ୍ କଟକଣାରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ୨ ଘଣ୍ଟା ଅଧିକ ସମୟ ଦିଆଯାଇଥିଲା । ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା କଣ ରହିଛି ବଜାରର ସ୍ଥିତି

ବାତ୍ୟା ୟାସ୍: ୩ ଦିନ ଲାଗି ପିଇବା ପାଣି ମହଜୁଦ୍ ରଖ

ସମ୍ଭାବ୍ୟ ବାତ୍ୟା ୟାସ ବାଲେଶ୍ୱରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେଣୁ ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି ବାଲେଶ୍ୱର ଜିଲା ପ୍ରଶାସନ। ଆଗାମୀ ୩ଦିନ ପାଇଁ ପିଇବା ପାଣି ମହଜୁଦ୍ ରଖିବାକୁ ନିର୍ଦ୍ଦେଶ…

ବାତ୍ୟା ପାଇଁ ଲକଡାଉନ କୋହଳ

ମାଡି ଆସୁଛି ବାତ୍ୟା ୟାସ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହି ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲାରେ ଆଜି ଲକଡାଉନ କୋହଳ…

ବାଲେଶ୍ୱରରେ ବାତ୍ୟା ପ୍ରସ୍ତୁତି ସମୀକ୍ଷା କଲେ ଏସଆରସି

ଆସନ୍ତାକାଲି ସୁଦ୍ଧା ବାତ୍ୟାରେ ପରିଣତ ହେବ ୟାସ୍ । ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା । ବାତ୍ୟା ପ୍ରଭାବରେ ୨୪ ତାରିଖ ସନ୍ଧ୍ୟାରୁ ପବନ ବହିବା ଆରମ୍ଭ ହେବ । ଓଡ଼ିଶାର ୪ଟି ଜିଲାରେ ଅଧିକ ପ୍ରଭାବ ପଢିବା…

ଆଉ ଗୋଟେ ଘାତକ ରୋଗ

କରୋନାର ଏହି ସଂଙ୍କଟ କାଳରୁ ମଣିଷ ଏବେ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ରୋଗ ମଣିଷକୁ ଆଶଙ୍କା ଭିତରକୁ ଟାଣି ନେଉଛି । ଏଇ ନିକଟରେ କରୋନା ସଂକ୍ରମିତଙ୍କ ଠାରେ ବ୍ଲାକ୍ ଫଙ୍ଗସ୍ ରୋଗ ଦେଖା ଦେଇଥିବା…

ରୁଟି ପୋଡିଗଲା ପରେ

ରୁଟି ପୋଡି ଯାଇଛି ବୋଲି ଅଫିସରୁ ଆସିଲା ବେଳଠାରୁ ସୁବାଶିଷ ବାବୁ ତାଙ୍କ ସ୍ତ୍ରୀ ସନ୍ଧ୍ୟା ଭାଉଜଙ୍କ ଉପରେ ଗେରଗେର ହେଉଛନ୍ତି । ସ୍ତ୍ରୀଙ୍କୁ ତାଗିଦ୍ କରି କହୁଛନ୍ତି, ମୁଁ ତମକୁ କେତେଥର କହିଲେଣି ତମେ ରୁଟି କଲାବେଳେ ଜମା ଅନ୍ୟମନସ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri