Video

ଶପଥ ନେଲେ ଦୁଇ ଓଡ଼ିଆ

ଆଜି ପ୍ରଧାନମନ୍ତ୍ରୀଙ୍କ ସମ୍ପ୍ରସାରିତ ମନ୍ତ୍ରୀ ମଣ୍ଡଳର ଶପଥ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀ ମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ରାଜ୍ୟସଭା ସାଂସଦ…

ବିଦାୟ ଦିଲୀପ କୁମାର

୧୯୨୨ ମସିହା ଡିସେମ୍ବର ୧୧ , ସେତେବେଳର ବ୍ରିଟିସ୍ ଶାସନରେୂ ଥିବା ଭାରତର ପେଶୱାରରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ କଳାକାର । ଯାହା ଏବେ ପଡୋଶୀ ପାକିସ୍ତାନର ଅଂଶ ବିଶେଷ । ଦିଲୀପଙ୍କ ବାପା ଥିଲେ ଜଣେ ଫଳ…

ସ୍ୱାମୀଙ୍କ ଅନୁପସ୍ଥିତିରେ ସ୍ତ୍ରୀଙ୍କୁ ବିଭତ୍ସ ହତ୍ୟା

ଭୁବନେଶ୍ଵରରେ ଜଣେ ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା । ମୃତ ମହିଳାଙ୍କ ଶରୀରର ଏକାଧିକ ଜାଗାରେ କ୍ଷତ ଚିହ୍ନ ରହିଛି। ସେହିପରି ଅନ୍ୟଜଣେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା…

ସମୁଦ୍ରରେ ଲାଗିଲା ନିଆଁ | The ocean is on fire

ସମୁଦ୍ର ମଝିରେ ଲାଗିଲା ନିଆଁ । କଥା ଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ହେଲେ ବାସ୍ତବରେ ଏହା ସତ୍ୟ । ମେକ୍ସିକୋ ସମୁଦ୍ରରେ ଏପରି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ।

୧୫ ବର୍ଷ ପରେ ଅଲଗା ହେଲେ ଆମୀର-କିରଣ

ଆଜିର ଏପିସୋଡରେ ଦେଖିବା : *୧୫ ବର୍ଷ ପରେ ଅଲଗା ହେଲେ ଆମୀର-କିରଣ *ଟ୍ରୋଲ ହେଲେ ମନ୍ଦିରା *ୟାମୀଙ୍କୁ ଇଡିର ସମନ *‘ବେଲ ବଟମ୍‌’କୁ ୩୦ କୋଟିର ଅଫର୍ *ବକ୍ସିଂ ରିଙ୍ଗକୁ ଓହ୍ଲାଇଲେ ଫରହାନ୍‌ *ଜିମ୍ ଯିବାକୁ ପସନ୍ଦ କରୁନାହାଁନ୍ତି ଦେଶୀଗାର୍ଲ

ବସ୍‌ରେ ଗଛ ଉଠିଲାଣି

କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଜାରି ରହିଥିବା ଲକ୍‌ଡାଉନ୍‌କୁ ଏବେ ରାଜ୍ୟ ସରକାର ସାମାନ୍ୟ କୋହଳ କରିଛନ୍ତି । ରାଜ୍ୟରେ ଏବେ ଅନ୍‌ଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ୨୦ ଜିଲାରେ ବସ୍ ଚଳାଚଳ ପାଇଁ ଅନୁମତି ରହିଥିବା ବେଳେ ୧୦…

କିନ୍ନରଙ୍କୁ ପୋଲିସ ଚାକିରୀ

ରାଜ୍ୟ ପୋଲିସ ସେବାରେ କିନ୍ନରମାନେ ଯୋଗ ଦେଇପାରିବେ। ୪୭୭ ଏସଆଇ ପୋଷ୍ଟ ପାଇଁ ରାଜ୍ୟ ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏବେ ଏ ନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ କିନ୍ନରମାନେ କିପରି ପ୍ରସ୍ତୁତି ଜାରି…

କାହିଁକି ପୂଜା ପାଆନ୍ତି ପଟ୍ଟିଦିଅଁ

ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମାରେ ୧୦୮ ଜଳରେ ସ୍ନାନ କରିବା ପରେ ଏବେ ଜରରେ ପିଡିତ ଅଛନ୍ତି ଶ୍ରୀଜୀଉ । ଯେଉଁଥିପାଇଁ ଅଣସର ଘରେ ଅଛନ୍ତି ଠାକୁର । ଠାକୁରଙ୍କ ବଦଳରେ ଏବେ ପୂଜା ପାଉଛନ୍ତି ପଟି ଦିଅଁ ।

ବଢୁଛି ଡ୍ରଗ୍ସ ସେବନ

ଡ୍ରଗ୍ସ, ଯାହାର ନାମ ଶୁଣିବା ମାତ୍ରେ ହିଁ ମନକୁ ଚାଲିଆସେ ଏକ ନିରବ ବିଷ । ଏହା ଥରେ ମଣିଷକୁ କବଳିତ କରିଦେଲେ ଆଉ ତାଠାରୁ ମୁକୁଳିବା ଏତେ ସହଜ ନୁହେଁ । ଅର୍ଥନୈତିକ ଅଧପତନ ଠାରୁ ଆରମ୍ଭ କରି ,…

ତେଲ ଦର ଭାରି ବାଧୁଛି

ମହାମାରୀର ଏହି ସଂକଟ ସମୟରେ ସବୁଠୁ ଅଧିକ ଚିନ୍ତାର କାରଣ ପାଲଟିଛି ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି । ଦେଶର କିଛି ବଡ଼ବଡ଼ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତିକ୍ରମ କରି ସାରିଲାଣି। ତେବେ ଏହାରି ଭିତରେ…

ଶେଷ ପର୍ଯ୍ୟାୟରେ ରଥ ପ୍ରସ୍ତୁତି କାର୍ଯ୍ୟ

ଅଳ୍ପକିଛିଦିନ ପରେ ରଥଯାତ୍ରା। ରଥ ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଜୋରସୋରରେ ଚାଲିଛି। ଏବେ ସୁଦ୍ଧା ୮୦ ପ୍ରତିଶତ କାମ ଶେଷ ହୋଇଥିବା ରଥ କାର୍ଯ୍ୟରେ ନିୟୋଜିତ ଥିବା ସେବାୟତ କହିଛନ୍ତି। ଆଉ ଅଳ୍ପ ସମୟ ଭିତରେ ରଥକାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଯିବ।…

ୟୁନିଟ ୧ ମାର୍କେଟ ସିଲ

ୟୁନିଟ ୧ ହାଟରେ ସାମାଜିକ ଦୂରତା ଭୁଲି ଭିଡ଼ ଜମିବା ପରେ ଏହାକୁ ବିଏମସି ପକ୍ଷରୁ ସିଲ କରାଯାଇଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ଆଗାମୀ ଦିନରେ ଅନ୍ୟ ହାଟ ଗୁଡିକ ଉପରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri