Video

ସ୍ୱାମୀକୁ ହତ୍ୟା! ଥାନାରେ ଅଟକ ସ୍ତ୍ରୀ

ରାଜଧାନୀ ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତିରେ ଘଟିଛି ଏହି ଘଟଣା। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ୟାମ ମୁଣ୍ଡୁରି। ଏହି ଘଟଣାରେ ପୁଲିସ ମୃତକଙ୍କ ସ୍ତ୍ରୀ ଝିଙ୍କି…

ପାଠ ପଢିବାକୁ ଯାଇ ଫେରିଲେନି, ଡ୍ରେନ ନେଲା ଜୀବନ

ରାଜଧାନୀ ଭୁବନେଶ୍ୱରରେ ନାଳରେ ପଡ଼ି ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ମିଳିଲା ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ। ପଞ୍ଚସଖା ନଗର ପାଖ ଡ୍ରେନରୁ ମିଳିଲା ତାଙ୍କ ମୃତଦେହ।

ପଞ୍ଚାୟତ ପ୍ରଶ୍ନ । ଜଟଣୀ ଯାଁଳା ଗ୍ରାମ ପଞ୍ଚାୟତ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଗ୍ରାମାଞ୍ଚଳରେ ଉଷ୍ମ ହେଲାଣି ରାଜନୈତିକ ପାଣିପାଗ । ଗାଁ ଗାଁ ବୁଲିଲେଣି ନେତା ଓ କର୍ମୀ । ତେବେ ଏହି ଅବସରରେ ଆସନ୍ତୁ ଯିବା ଜଟଣୀ ବ୍ଲକ୍ ଯାଁଳା ଗ୍ରାମପଞ୍ଚାୟତ , ଦେଖିବା କ’ଣ…

ପ୍ରେମ ପାଇଁ ସ୍ୱିଗୀ ବଏଙ୍କ ଅପହରଣ ନାଟକ

ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟ ଅପହରଣକୁ ନେଇ ସସ୍ପେନ୍ସ ଉପରୁ ପରଦା ହଟିଛି । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କରିଛି ପୋଲିସ । ଜଣେ ଯୁବତୀଙ୍କୁ ସାଥୀରେ ନେଇ ସେ ମଧ୍ୟପ୍ରଦେଶ ପଳାଇ ଯାଇଥିଲା । ଜଣେ ଆଇଆଇସିଙ୍କ ନେତୃତ୍ୱରେ ଏକ…

ଓଡ଼ିଶା ଫେରିଲେ ସୁନାପୁଅ

ଟୋକିଓ ପାରାଲିମ୍ପିକ୍ସର ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ ଆଜି ଓଡ଼ିଶାରେ ପହଞ୍ଚିଛନ୍ତି । ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ତାଙ୍କୁ ଶୋଭାଯାତ୍ରାରେ ନିଆଯାଇଥିଲା ।

୯ବର୍ଷର ସମ୍ପର୍କ ଶେଷ

ଟି-୨୦ ବିଶ୍ୱକପ ପାଇଁ କିଛି ଦିନ ମଧ୍ୟରେ ଟିମ୍ ଘୋଷଣା ହେବାକୁ ଥିବା ବେଳେ ଧାୱନଙ୍କ ବ୍ୟକ୍ତିଗତ ଜୀବନରେ ଏକ ଘଟଣା ଘଟିଛି । ଟିମ ଇଣ୍ଡିଆର ଓପନର ଶିଖର ଧାୱନ ଓ ପତ୍ନୀ ଆୟେଶା ମୁଖାର୍ଜୀଙ୍କ ମଧ୍ୟରେ ବିବାହ ବିଚ୍ଛେଦ…

ବାହାଘର ପ୍ରସ୍ତାବ ବହୁତ ଆସୁଛି

ଷ୍ଟାରସ୍ପିକ୍‌ରେ ଏଥର ଆମ ସହ ଅଛନ୍ତି ଅଭିନେତ୍ରୀ ଭୂମିକା ଏବଂ ଅଭିନେତା ରାଜେଶ । ଉଭୟଙ୍କ ଆଗାମୀ ଫିଲ୍ମ ‘ଚକ୍ଷୁ ବନ୍ଧନ’ ରିଲିଜ ପାଖେଇ ଆସୁଥିବା ବେଳେ କଣ ରହିଛି ଫିଲ୍ମରେ ସେମାନଙ୍କ କ୍ୟାରେକ୍ଟର, ଏବଂ ଫିଲ୍ମ ସମ୍ପର୍କରେ କଣ କହୁଛନ୍ତି…

ସୁଧୁରୁନି ବିଶ୍ୱବିଦ୍ୟାଳୟ ସମସ୍ୟା

ଦୀର୍ଘଦିନ ହେଲା ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କର ପ୍ରବେଶ ଯୋଗୁ କ୍ୟାମ୍ପସ ପରିସରରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ବର୍ଷବର୍ଷ ଧରି ଅଧାରେ ଅଟକି ରହିଛି ପାଚେରୀ । ଅନ୍ୟପଟେ ଶହଶହ ଚେୟାର ବାହାରେ ପଡି ନଷ୍ଟ ହେଉଛି । ଯାହାକୁ ନେଇ…

କେମିତି ଚାଲିଛି ମୂର୍ତ୍ତି ନିର୍ମାଣ

ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଣେଷ ପୂଜା ପାଇଁ କଟକଣା ଲଗାଇଛି ବିଏମସି । ତେବେ କଟକଣା ମଧ୍ୟରେ ଗଣେଷ ପୂଜା ପାଳନ ହେବାକୁ ଯାଉଥିବା ବେଳେ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । କିଭଳି ହେଉଛି ମୂର୍ତ୍ତି…

ଦୂତୀଙ୍କୁ ବ୍ଲାକମେଲିଂ

ଏକ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କୁ ଆଜି ଉଠାଇ ନେଇଛି ପୋଲିସ । ଅଲିମ୍ପିଆନ୍ ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଭୁବନେଶ୍ୱର ମହିଳା ଥାନା ପୋଲିସ ସୁଧାଂଶଙ୍କୁ ତାଙ୍କ ଝାରପଡା ସ୍ଥିତ ଅଫିସରୁ ଉଠାଇ ନେଇଥିଲା ।

ବେସାହାରା ହେଉଛନ୍ତି ସାହାରା ଜମାକାରୀ

୩୦ ରୁ ୩୫ ଲକ୍ଷ ଟଙ୍କା ଜମା ମ୍ୟାଚୁରୁଟି ହେଲାଣି । ଟଙ୍କା ମିଳୁନାହିଁ । ଖାଲି ତାରିଖ ପରେ ତାରିଖ ମିଳୁଛି । ତୁରନ୍ତ ଆମ ଟଙ୍କା ମ୍ୟାଚୁରୁଟି ସହ ଫେରାଇ ଦିଆଯାଉ । ଟଙ୍କା ଫେରି ପାଇବାକୁ ଗାନ୍ଧୀ…

ହଟିଲା ସପ୍ତାହନ୍ତ ଶଟଡାଉନ୍‌

ସେପ୍ଟେମ୍ବର ମାସ ପାଇଁ କୋଭିଡ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା । ନୂଆ ଗାଇଡଲାଇନ୍ ଅନୁଯାୟୀ ରାଜ୍ୟର କୌଣସି ସ୍ଥାନରେ ରହିବ ନାହିଁ ସପ୍ତାହନ୍ତ ଶଟଡାଉନ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri