Video

ଫାଟିଲା ପାଣି ପାଇପ

କଟକ ବାଦାମବାଡି ଛକରେ ପୁଣି ଫାଟିଲା ପାଣି ପାଇପ । ପାଇପ ଫାଟିବାରୁ ରାସ୍ତା ଉପରେ ଛୁଟିଲା ପାଣିର ସୁଅ । ଫଳରେ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି।

ସରପଞ୍ଚଙ୍କୁ ଶୂନ ମାର୍କ

ସରପଞ୍ଚଙ୍କୁ ଦେଖିନୁ! ଆଣ୍ଠୁଏ ଲେଖାଏଁ ପାଣିରେ ରହୁଛୁ। ଯେତେ ଥର କହିଲେ ବି ଶୁଣୁ ନାହାନ୍ତି । ଏଥର ପଞ୍ଚାୟତ ପ୍ରଶ୍ନରେ ବାଲିଅନ୍ତା ଗ୍ରାମପଞ୍ଚାୟତ।  

ଚାଷୀ ମୃତ୍ୟୁ ଘଟଣା ବେଳର ଭିଡିଓ ସେୟାର କଲେ ବରୁଣ ଗାନ୍ଧୀ

ଉତ୍ତର ପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ଗୋଟିଏ ନୂଆ ଭିଡ଼ିଓ ଏବେ ସାମ୍ନାକୁ ଆସିଛି । କେମିତି ଆନ୍ଦୋଳନରତ ଚାଷୀଙ୍କ ଉପରେ ଗାଡି ମାଡି ଯାଉଛି ତାର ଦୃଶ୍ୟ ହେବ ସମସ୍ତଙ୍କ ସମ୍ନାକୁ ଆସିଛି ।

କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ

ପିପିଲି କଂଗ୍ରେସର ଲଜ୍ଜାଜନକ ପରାଜୟ ପରେ ପିସିସି ସଭାପତିଙ୍କୁ ଦାୟୀ କରିଛନ୍ତି କଂଗ୍ରେସରେ ବରିଷ୍ଠ ନେତା ଇ କିଛି କର୍ମୀ । କିଛି ନିଦ୍ଧିଷ୍ଟ କର୍ମୀ ମାନେ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରିବା ବେଳେ ୨ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।…

ୟୁଟ୍ୟୁବ୍ ଦେଖାଇଲା ବାଟ- ସ୍କୁଟର ଇଞ୍ଜିନ୍‌ରେ ପାୱାର ଟିଲର

ସାଇକେଲ୍ ମେକାନିକ୍ ତିଆରି କରିଛନ୍ତି ସ୍କୁଟର ଇଞ୍ଜିନ୍‌ରେ ପାୱାର ଟିଲର। ଏବେ କମ୍ ଖର୍ଚ୍ଚରେ ନିଜ ଜମିକୁ ଚାଷ କରି ପାରୁଛନ୍ତି। ତାଙ୍କର ଏହି ଉଦ୍ୟମ ଏବେ ସାରା ଅଞ୍ଚଳରେ ପ୍ରଶଂସିତ।  

କଟକରେ ଦୁର୍ଗା ପୂଜା ପ୍ରସ୍ତୁତି

ଆସୁଛି ଦୁର୍ଗା ପୂଜା । ଦେବୀ ପୀଠରେ ମାଙ୍କ ଷୋଡଶ ଉପଚାର ପୂଜା ଚାଲିଥିବା ବେଳେ ମଣ୍ଡପରେ ମାଙ୍କ ମୂର୍ତ୍ତି ନିର୍ମାଣରେ ଲାଗିଛନ୍ତି କାରିଗର । ତେବେ କଟକରେ ବିଭିନ୍ନ ମଣ୍ଡପରେ କିଭଳି ଚାଲିଛି ମାଙ୍କ ମୂର୍ତ୍ତି ନିର୍ମାଣ ଚାଲନ୍ତୁ ଦେଖିବା…

ସହର ହେବ ଅଳିଆ ମୁକ୍ତ

ଶୁଭାରମ୍ଭ ହେଲା ସ୍ୱଚ୍ଛ ଭାରତ ମିଶନ ଅର୍ବାନ ୨.o । ୨.o ରେ ଆବର୍ଜନାମୁକ୍ତ ସହର ଓ ବିଶୁଦ୍ଧ ଜଳ ଉପରେ ଗୁରୁତ୍ୱ ଦିଆଯାଇଛି । ସଫେଇ କର୍ମଚାରୀ ଏହି ଅଭିଯାନର ମହାନାୟକ : ପ୍ରଧାନମନ୍ତ୍ରୀ

ଦଙ୍ଗା ପାଇଁ ହୋଇଥିଲା ଷଡଯନ୍ତ୍ର

୨୦୨୦ ଫେବୃଆରୀ ୨୩ ,ଦେଶର ସବୁଠାରୁ ହାଇ ସିକ୍ୟୁରୁଟି ଜୋନ୍ କୁହାଯାଉଥିବା ଦିଲ୍ଲୀ ଦଙ୍ଗା ଥରହର କରି ଦେଇଥିଲା ସାରା ଦେଶକୁ । ଯେଉଁ ଦଙ୍ଗାରେ ୩୬  ଜଣ ମୁସିଲିମ୍‌ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ହିନ୍ଦୁ ବ୍ୟକ୍ତିଙ୍କର ମୃତ୍ୟୁ…

ରାଜଧାନୀରେ ବନ୍ଦର ପ୍ରଭାବ

ବିବାଦୀୟ କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ ଡାକରା ଦେଇଥିଲା ସଂଯୁକ୍ତ କିଷାନ ମୋର୍ଚ୍ଚା । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି । ରାଧାନୀରେ ବନ୍ଦର ପ୍ରଭାବ କଣ ରହିଥିଲା ଦେଖନ୍ତୁ ଏହି ଭିଡ଼ିଓରେ ।

ସ୍ଥଳଭାଗ ମୁହାଁ ‘ଗୁଲାବ’

ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ’ଗୁଲାବ’ ମାଡ଼ି ଆସୁଛି । ’ଗୁଲାବ’ ପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗୋପାଳପୁର ଠାରୁ ଦକ୍ଷିଣ ପୂର୍ବରେ ୧୩୫ କିମି ଦୂରରେ ବାତ୍ୟା ଗୁଲାବ…

ମାଡି ଆସୁଛି ବାତ୍ୟା ଗୁଲାବ

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ , କିଛି ଘଣ୍ଟା ପରେ ଗଭୀର ଅବପାତର ରୂପ ନେବ । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ବାତ୍ୟା ଗୁଲାବ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri