ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୨)

ଆଗକୁ କାର୍ତ୍ତିକ ପୁର୍ଣିମା ବିନ୍ଦୁସାଗର ନାଲାମୁହଁ ସାହିରେ ଜଣେ କାରିଗର ଷୋଲରେ ଡଙ୍ଗା ତିଆରି କରୁଛନ୍ତି ହଂସପାଳ କେନାଲ ରୋଡ ରେ ବେଆଇନି ପାଚେରୀକୁ ବିଡିଏ ଉଛେଦ କରୁଛି

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨, ୨୦୨୨ )

ଶହୀଦ ଜୟୀ ରାଜଗୁରୁଙ୍କ ଜନ୍ମବାର୍ଷିକୀ ଅବସରରେ ଭୁବନେଶ୍ୱର ଏଜି ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ଣ୍ଣ ଶିକ୍ଷକତା ଦାବିରେ ଧନ୍ଦାମୂଳକ ପ୍ରଶିକ୍ଷକ ସଂଘର ଭୁବନେଶ୍ୱର ପିଏଜି ଛକରେ ବିକ୍ଷୋଭ   ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କର୍ମଶାଳାରେ…

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧, ୨୦୨୨ )

ଧବଳେଶ୍ୱର ଶୈବ ପୀଠରେ ପ୍ରଶାସନ ପକ୍ଷ୍ୟରୁ ୧୪୪ ଧାରା ଜାରି କରାଯିବା ପରେ ଭକ୍ତ ଶୂନ୍ୟ ହୋଇପଡିଛି ପୀଠ   ଭୁବନେଶ୍ୱର ଜନତା ମୈଦାନରେ ମେକ୍ ଇନ୍ ଓଡିଶାର ପ୍ରାକ୍ କାର୍ଯ୍ୟକ୍ରମରେ ଭୂମିପୂଜନ   BMC ସଫାଈ କର୍ମଚାରୀଙ୍କ BMC ଅଫିସ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୨)

କାର୍ତ୍ତିକ ମାସ ଚତୁର୍ଥ ସୋମବାର ରେ ବିଭିନ୍ନ ଶୈବ ପୀଠରେ ପୂଜାର୍ଚ୍ଚନା ସହ ଭକ୍ତ ମାନେ ପ୍ରଭୁ ଶିବ ଙ୍କୁ ଦର୍ଶନ କରୁଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟରେ କୃଷକମାନଙ୍କୁ କୃଷିବୀମା ପ୍ରଦାନ ଅବହେଳା ବିରୋଧରେ ବିଜେଡିର ରାଜଭବନ ସମୁଖରେ ଧାରଣାରେ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୨)

ଏକ୍ସପ୍ୟାରୀ ହୋଇ ଥିବା ଖାଦ୍ୟ ପ୍ୟାକେଟ କୁ ଶିଶୁ ଭବନ ରିଙ୍ଗ ରୋଡ ପାର୍ଶ୍ୱରେ ଫିଙ୍ଗା ଯାଉଥିବା ବେଳେ ବୁଲା ଗୋରୁ ଗାଈ ପଲିଥିନ ପ୍ୟାକେଟ କୁ ଖାଉଛନ୍ତି ବିହାରୀ ସମ୍ପ୍ରଦାୟର ଲୋକମାନେ ଭୁବନେଶ୍ୱରର କୁଆଖାଇ ନଦୀ କୂଳରେ ସୂର୍ଯ୍ୟ ଦେବତାଙ୍କୁ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୨)

ଧଉଳି ରୋଡରେ ଜଣେ ଚାଷୀ ବିଲରୁ ହଳ ସାରି ଫେରୁଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ OSDMA ପକ୍ଷରୁ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ହ୍ରାସ ପାଳନ   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ଷଷ୍ଠ ଗୁରୁ ଦେବପ୍ରସାଦ ପୁରସ୍କାର ଉତ୍ସବରେ ତେଲେଙ୍ଗାନା…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୮, ୨୦୨୨)

ଧଉଳିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ବୌଦ୍ଧ ସନ୍ୟାସିମାନେ ପୂଜା କରୁଛନ୍ତି   ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ୧୬ତମ ଗୁରୁ ଦେବିପ୍ରସାଦ ଆୱାର୍ଡ ଫେଷ୍ଟିଭାଲ ଅବସରରେ ପରିବେଷିତ ଓଡିଶୀ ନୃତ୍ୟ   ଭୁବନେଶ୍ୱର ପିଏମଜିରେ ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ସଂଘ, ସ୍ଥାୟୀ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୨)

ଆମେରିକା, ୟୁକ୍ରେନ ଏବଂ ଜାପାନର ବୌଦ୍ଧ ଭିକ୍ଷୁମାନେ ଶାନ୍ତି ପଦଯାତ୍ରାରେ ଭୁବନେଶ୍ୱର ସର୍କିଟ ହାଉସରୁ ଧଉଳି ପର୍ଯ୍ୟନ୍ତ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ କରୁଛନ୍ତି ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଦ୍ୱାରା ସ୍ତନ କର୍କଟ ସଚେତନତା ପଦଯାତ୍ରା  ଜଣେ ବ୍ୟକ୍ତି ଭୁବନେଶ୍ୱର ନିକଟ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୨ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୨’ ଆୟୋଜିତ   ଓଡିଶା ଏନଭାଇରନମେଣ୍ଟାଲ ସୋସାଇଟି ତରଫରୁ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୪୧ତମ ପ୍ରତିଷ୍ଠା ଦିବସ ପାଳିତ     ସିଏମସି କାଉନସିଲ ବୈଠକରେ ବିରୋଧୀ ଦଳ କର୍ପୋରେଟରଙ୍କ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୨)

ଭୁବନେଶ୍ୱରରେ ସୂର୍ଯ୍ୟପରାଗ ସମୟର ଦୃଶ୍ୟ ଭୁବନେଶ୍ୱର ବରମୁଣ୍ଡା ସ୍ଥିତ ଶାନ୍ତି ୟୁଥ ଆଶୋସିଏସନ ପକ୍ଷରୁ ଆୟୋଜିତ ମା’ କାଳୀଙ୍କ ପୂଜା ଭୁବନେଶ୍ୱର ଭୌମନଗର ୟୁନିଟ-୪ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ମା’ କାଳୀଙ୍କ ପୂଜା ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୨)

ଭୁବନେଶ୍ୱରର ସତ୍ୟନଗର କାଳୀ ମନ୍ଦିରରେ କାଳୀ ପୂଜା ଶ୍ରୀମନ୍ଦିର ସମ୍ମୁଖ ରେ ଶ୍ରଦ୍ଧାଳୁ ମାନେ ପିତୃପୁରୁଷ ଉଦ୍ଦେଶ୍ୟ ରେ କାଉଁରିଆ ଜାଳି ଶ୍ରାଦ୍ଧ ତର୍ପଣ କରୁଛନ୍ତି କାଳିଆବୁଦା ସ୍ଥିତ ସ୍ମସାନ କାଳୀ ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୩, ୨୦୨୨)

ଦିପାବଳୀ ଓ କାଳୀ ପୂଜା ପାଇଁ ଭୁବନେଶ୍ୱର ୟୁନିଟ-୧ ହାଟରେ ଲୋକ ମାନେ ଦୀପ କାଉଁରିଆ, ଫୁଲ କିଣୁଛନ୍ତି ସାଂସଦ ଭତ୍ତୃହରି ମହତାବ କଟକ ଦରଘା ବଜ଼ାର ସ୍ଥିତ କଦମ ଇ ରା଼ଶୂଳ ରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri