Advertisement

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୬, ୨୦୨୨ )

ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା-୨୦୨୨’ ଆୟୋଜିତ

 


ଓଡିଶା ଏନଭାଇରନମେଣ୍ଟାଲ ସୋସାଇଟି ତରଫରୁ ଭୁବନେଶ୍ୱର ନୂଆପଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୪୧ତମ ପ୍ରତିଷ୍ଠା ଦିବସ ପାଳିତ

 

 

ସିଏମସି କାଉନସିଲ ବୈଠକରେ ବିରୋଧୀ ଦଳ କର୍ପୋରେଟରଙ୍କ ହଟ୍ଟଗୋଳ

 

 

କଟକ ତୁଳସୀପୁର ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧିପୀଠରେ ମଧୁସ୍ମୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅନୁଷ୍ଠିତ ନିତ୍ୟପୂଜ୍ୟ ପୂଜାରେ ଯୋଗ ଦେଇଛନ୍ତି ବିଏମସି କମିଶନର ସୁଲୋଚନା ଦାସ, ସିଏମସି କମିଶନ ସୁବାସ ସିଂ ଏବଂ ଅନ୍ୟ ସଦସ୍ୟ ମାନେ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୮, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ୍: ସ୍ପୋର୍ଟସ୍ ହଷ୍ଟେଲ, ରାଇଜିଂ ଷ୍ଟୁଡେଣ୍ଟସ୍ କ୍ଲବ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଛି   ଜୟ ଭାରତ ଏକାଡେମୀ ବିପକ୍ଷରେ...

ବିଶ୍ୱ ଓଜୋନ ଦିବସରେ କଳାକୃତି

ବିଶ୍ୱ ଓଜୋନ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ପେଣ୍ଠ ବେଳାଭୂମିଠାରେ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ ଦ୍ୱାରା ପ୍ରସ୍ତୁତ କଳାକୃତି।

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୭, ୨୦୨୦)

ରାଜଧାନୀ ପ୍ରଦର୍ଶନୀ ପଡ଼ିଆରେ “ମୃତ୍ତିକା ୨୦୨୦” ଟେରାକୋଟା ପ୍ରଦର୍ଶନୀ କଟକ ରିଙ୍ଗବନ୍ଧ ରାସ୍ତାରେ ବିକ୍ରି ପାଇଁ ରଖାଯାଇଛି କଣ୍ଢେଇ କଟକରେ ଶ୍ୟାମା କାଳୀ ମୂର୍ତ୍ତି ଗଢୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ ଭୁବନେଶ୍ୱରରେ ବର୍ଷା...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩୦, ୨୦୨୦ )

ଭୁବନେଶ୍ୱର ଭିଏସଏସ ନଗର ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା   କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା   ଭୁବନେଶ୍ୱର ଓଲ୍ଡଟାଉନ ଅଞ୍ଚଳରେ ଦେବୀ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୬, ୨୦୨୧)

କଟକରେ ଜଳାଶୟ ଉପରେ ଉଡିଯାଉଛନ୍ତି ପକ୍ଷୀ   କଟକ ନୂଆପାଟଣା ରାସ୍ତାରେ ଜମି ରହିଛି ବାଲି   କଟକ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୯, ୨୦୨୧)

ଭୁବନେଶ୍ୱରର ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୮-୪୪ ବୟସ ବର୍ଗର ଟୀକାକରଣ     ଶଟଡାଉନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସର ଚେକିଙ୍ଗ ତଥା ଫାଇନ...

ବିଶ୍ୱ କର୍କଟଜୟୀ ଦିବସ ପାଳିତ

କଟକ ଶହୀଦ ଭବନଠାରେ ଓଡ଼ିଶା କ୍ୟାନ୍ସର ଫାଉଣ୍ଡେସନ ପକ୍ଷରୁ ଅନୁଷ୍ଠିତ ବିଶ୍ୱ କର୍କଟଜୟୀ ଦିବସ ପାଳନ ଅବସରରେ ଯୋଗ ଦେଇଥିବା ଅତିଥିମାନେ।

Advertisement
Archives

Model This Week