ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୩, ୨୦୨୩ )
ଧରିତ୍ରୀର ୫୦ ବର୍ଷ ପୁର୍ତ୍ତୀ ଉପଲକ୍ଷେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗଣମାଧ୍ୟମ, ଗଣତନ୍ତ୍ର ଓ ଯୁବପିଢ଼ି ଶୀର୍ଷକକୁ ନେଇ ବକ୍ତୃତା ପ୍ରତିଯୋଗିତା ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଲଘୁଚାପ ଜନିତ ବର୍ଷାରେ ବ୍ରହ୍ମପୁର ବେହାଲ
ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୨, ୨୦୨୩ )
କଟକ ମଙ୍ଗଳବାଗ ରିଙ୍ଗ ରୋଡ ପାର୍ଶ୍ୱସ୍ଥ ମହାନଦୀ ତଟ ନିକଟରେ କାଶତଣ୍ଡୀ ଫୁଲର ସମ୍ଭାର ଭୁବନେଶ୍ୱର ବମିଖାଲ ରୋଡରେ ଖାଲ ଓ ପାଣି ଜମିରହିଛି ଲୋକେ ହନ୍ତସନ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୧, ୨୦୨୩ )
ୟୁନିଟ-୧ ହାଟର ରୋଡରେ ଲେଖାଯାଇଛି ନୋପାର୍କିଙ୍ଗ କିନ୍ତୁ ଗାଡି ପାର୍କିଙ୍ଗ ହେଇଚି ଆଗକୁ ବିଶ୍ୱକର୍ମା ପୂଜା ଜଣେ ଶିଳ୍ପୀ ବିଶ୍ୱକର୍ମା ଙ୍କ ମୁରମୟୀ ମୂର୍ତି ରେ ରଙ୍ଗ ଦେଉଛନ୍ତି
ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୯, ୨୦୨୩ )
କଟକ ଚୌଧୁରୀ ବଜ଼ାର ସ୍ଥିତ କଳିଙ୍ଗ ଜିମ୍ନାସିୟମ୍ ପରିସରରେ ଓଡିଶା ଯୋଗ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ୨୯ତମ ରାଜ୍ୟ ଯୋଗାସନ କ୍ରୀଡା ଚାମ୍ପିଅନସିପ୍ ରେ ଯୋଗ ପଦର୍ଶନ କରୁଥିବା ପ୍ରତିଯୋଗୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଣଭୋଜି ବେଶ …
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୩ )
ବର୍ଷାରେ କଟକ ସହରର ବିଭିନ୍ନ ସ୍ଥାନର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୬, ୨୦୨୩ )
କଟକର ବିଭିର୍ନ ସ୍ଥାନରେ ପବିତ୍ର ଜନ୍ମାଷ୍ଟମୀ ପାଳନ ପୁରୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜନ୍ମାଷ୍ଟମୀ ଅବସରରେ ଶିଶୁ ବେଶଧାରୀ କୃଷ୍ଣଙ୍କୁ ପୂଜା କରାଯାଉଛି ଭୁବନେଶ୍ୱର ଇସ୍କନ୍ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ …
ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୫, ୨୦୨୩ )
ପୁରୀରେ ବିଭିନ୍ନ ଶିଶୁମନ୍ଦିର ମାନଙ୍କରେ ଗୁରୁ ଦିବସ ପାଳନ କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁ ଦିବସ ଅବସରରେ ଅନୁଷ୍ଠିତ ଗୁରୁ ପୂଜନ ୧୦ ଦଫା ଦାବିରେ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳମ…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୪, ୨୦୨୩ )
କ୍ୟାଣ୍ଟନମେଣ୍ଟ ରୋଡ ସ୍କୁଲ ଫେରିବା ବାଟ ରେ ବେଲୁନ କିଣୁଥିବା ଶିଶୁ ମାନେ
ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୩, ୨୦୨୩ )
ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ଓଡିଶା ବିଧାନସଭା ପରିସରରେ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି ଏସଟିଏଫ ଦ୍ୱାରା ୪୧ ଲକ୍ଷ ୨୬…
ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨, ୨୦୨୩ )
ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଭାରତର ପ୍ରଥମ ସୌର ମିଶନ୍ ଆଦିତ୍ୟ ଏଲ୍ – ୧ ର ଲଞ୍ଚ ଦେଖୁଛନ୍ତି ସ୍କୁଲ ପିଲାମାନେ ନୀଳାଦ୍ରି ବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ବିକାଶ ସମିତି ପକ୍ଷରୁ ଗଣିତ ମେଳାକୁ…
ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୩୧, ୨୦୨୩ )
ଭୁବନେଶ୍ୱରରେ ଲଘୁଚାପ ଜନିତ ପ୍ରବଳ ବର୍ଷା
ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୩୦, ୨୦୨୩ )
କଟକ ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷା ବନ୍ଧନ ଉତ୍ସବ ପାଳନ କଟକ ସିଏମସି କାର୍ଯ୍ୟାଳୟ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ସନ୍ତରଣ ପୁଷ୍କରିଣୀଟି ଅବହେଳିତ ଭୁବନେଶ୍ୱରରେ ଦୃଷ୍ଟିହୀନ ସଙ୍ଗଠନ…
Archives


