ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୪, ୨୦୨୪)

ଭୁବନେଶ୍ୱର ପିଏମଜି ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୭୫ତମ ଗଣତନ୍ତ୍ର ଦିବସ ପ୍ୟାରେଡ଼ ପାଇଁ ପ୍ରସ୍ତୁତି     ରାଜଧାନୀରେ ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଥିବା ଆଦିବାସୀ ମେଳା ପାଇଁ ଆଦିବାସୀମାନେ ପ୍ରସ୍ତୁତିରେ ଲାଗିଛନ୍ତି

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୩, ୨୦୨୪)

  ଭୁବନେଶ୍ୱର ରସୁଲଗଡ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୭ତମ ପୁଣ୍ୟ ଜୟନ୍ତୀରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଳକ୍ ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି       କଟକରେ ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀକୁ ଛାତ୍ରୀଛାତ୍ରମାନେ ବୁଲି ଦେଖୁଛନ୍ତି  …

ଓଡ଼ିଶା: ଆଜିର ଫଟୋ (୨୨ ଜାନୁଆରୀ , ୨୦୨୩ )

ଆସନ୍ତା ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ପରେଡ ଅଭ୍ୟାସ ଚାଲିଛି ହନୁମାନଙ୍କୁ ଲାଗି ପାଇଁ ପତ୍ରରେ ୧୦୮ ଶ୍ରୀରାମ ଲେଖୁଛନ୍ତି ଜଣେ ମହିଳା ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଭୁବନେଶ୍ୱର ରାମ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୪)

କଟକ କଳା ବିକାଶ କେନ୍ଦ୍ର ଅଡିଟୋରିୟମରେ ଥିଏଟର ମୁଭମେଣ୍ଟ ପକ୍ଷରୁ ଅନୁଷ୍ଠିତ ଗ୍ଲୋବାଲ ଥିଏଟର ଫେଷ୍ଟିଭାଲରେ ମହାରାଷ୍ଟ୍ର କଳାକାରଙ୍କ ଦ୍ୱାରା ମଞ୍ଚସ୍ଥ ଏକ ନାଟକ   ନୃତ୍ୟ ମହୋତ୍ସବ ଅବସରରେ ପୁରୀ ଅର୍ଣ୍ଣପୂର୍ଣ୍ଣା ରଙ୍ଗମଞ୍ଚ ଦ୍ୱାରା ପରିବେଷିତ ମାହାରୀ ନୃତ୍ୟ

ଓଡ଼ିଶା: ଆଜିର ଫଟୋ (୧୮ ଜାନୁଆରୀ , ୨୦୨୩ )

ପିପିଲି ବାଇପାସରେ କାଁହୁପୁରୁପାଦ ଢିଅସାହିରେ ଜଣେଚାଷୀ ଧାନମଲକାରୀ ପବନରେ ଉଡାଇ ଧାନକୁ ପରିସ୍କାର କରୁଛନ୍ତି ପିପିଲି ବାଇପାସରେ ବିଲରେ ଧାନ ବିଡା ସଂଗ୍ରହ ମେଲାକରି ଟ୍ରାକଟରରେ ଲଦୁଛନ୍ତି ଚଳଚଞ୍ଚଳ ପରିକ୍ରମା ମାର୍ଗ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୪)

ଶ୍ରୀମନ୍ଦିର ସିଂହଦ୍ଵାର ସମେତ ବିଭିନ୍ନ ମଠକୁ ସଜାଯାଇଛି     ସିଂହଦ୍ଵାର ସମ୍ମୁଖରେ କୀର୍ତ୍ତନ ମଣ୍ଡଳୀ     ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରୁଛନ୍ତି   ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦେଖିବାକୁ ଲୋକଙ୍କ ଭିଡ଼

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୬, ୨୦୨୪)

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ପାଇଁ ପ୍ରସ୍ତୁତ ପରିକ୍ରମା ପ୍ରକଳ୍ପ     ଶ୍ରୀମନ୍ଦିର ପ୍ରକଳ୍ପରେ ଫୁଲ ସଜା ପାଇଁ ଗଦାଯାଇଛି     ପୁରୀ ଦୋଳମଣ୍ଡପ ସାହି ଓ କୁଣ୍ଢେଇ ବେଣ୍ଟ ସାହି ମେଢ     ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ…

ଓଡ଼ିଶା: ଆଜିର ଫଟୋ (୧୫ ଜାନୁଆରୀ , ୨୦୨୩ )

ସିଂହଦ୍ୱାର ସମୁଖରେ ସଂକ୍ରାନ୍ତି ପାଇଁ ହୋମ କରୁଛନ୍ତି ମକର ସଂକ୍ରାନ୍ତି ଅବସର ରେ ରାଧାବଲଭି ଓ ଉତ୍ତରପାର୍ଶ୍ଵ ମଠ ରେ ମକର ଚାଉଳ ପ୍ରସ୍ତୁତ କରାଯାଉଛି। ମକର ସଂକ୍ରାନ୍ତିରେ କାଠଯୋଡ଼ି ହଲଟ ରେଳ ଧାରଣା ଉପରେ ଗୁଡ଼ି ନେଇ ଯାଉଥିବା ନାବାଳକ

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୪, ୨୦୨୪)

ପୁରୀ ହରଚଣ୍ଡୀସାହି ଜାତ ମେଢ     ଆଲୋକମାଳାରେ ଝଲସୁଛି ଶ୍ରୀମନ୍ଦିର     ଦେବାଦେବୀଙ୍କୁ ଆବାହନ ପାଇଁ ଯଜ୍ଞ କୁଣ୍ଡ ଚତୁପାର୍ଶ୍ଵରେ ବ୍ରାହ୍ମଣମାନେ ମଣ୍ଡଳ କାଟୁଛନ୍ତି     କଟକ ସୂତାହାଟ ତନ୍ତୀ ସାହି ଅଞ୍ଚଳରେ ତେଲଗୁ ସମ୍ପ୍ରଦାୟ ପକ୍ଷରୁ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୩, ୨୦୨୪)

ପୁରୀ ମାଟିମଣ୍ଡପ ସାହି ଓ କାଳିକା ଦେବୀ ଆଖଡ଼ା ପକ୍ଷରୁ ବାହାରିଥିବା ଶୋଭାଯାତ୍ରା     ଭୁବନେଶ୍ୱରରେ ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବାର୍ଷିକ ଫୁଲ ସୋ     ପୁରୀ ଜେଲ ରୋଡରେ ନିର୍ମାଣ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୨, ୨୦୨୪)

ପୁଷ୍ପମାଳାରେ ସୁସଜ୍ଜିତ ଶ୍ରୀମନ୍ଦିର ଚାରି ଦ୍ୱାର   ପୁରୀ ରିଜର୍ଭ ପୋଲିସ ଲାଇନ ପଡିଆ ଠାରେ ପରିକ୍ରମା ପ୍ରକଳ୍ପ ଉଦଘାଟନୀ ଅବସରରେ ପୋଲିସ ବ୍ୟବସ୍ଥା ସମ୍ପର୍କିତ ବୈଠକ ଅନୁଷ୍ଠିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦଘାଟନ ଅବସରରେ ଅତିଥିମାନଙ୍କ ବସିବା ପାଇଁ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?