ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୪ , ୨୦୨୨)

ମହିଳା ହକି ଲିଗମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଖେଳାଳିମାନେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଛନ୍ତି ଭାଲେଣ୍ଟାଇନ୍ସଡେ’ର ବିକଳ୍ପ ଭାବରେ ଜୟ ଜଗନ୍ନାଥ ସେବା ସମିତି ଟ୍ରଷ୍ଟ ପକ୍ଷରୁ କଟକ ବକ୍ସି ବଜାରରେ  ପିତାମାତାଙ୍କ ପୂଜା ଦିବସ ପାଳନ କରାଯାଇଛି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୩ , ୨୦୨୨)

କଟକର ତୁଳସୀପୁର ହରିଣ ପାର୍କରେ ଏକ ହରିଣ ଗଛର ଛାଇ ତଳେ ବିଶ୍ରାମ ନେଉଛନ୍ତି ପାଞ୍ଚାୟତ ନିର୍ବାଚନ ପାଇଁ ଯାନବାହାନଗୁଡ଼ିକ କଟକ ସ୍ଥିତ ବାଲିଯାତ୍ରା ଉପର ପଡିଆ ଠାରେ ପଞ୍ଚାୟତ ପୋଲ ଅଧିକାରୀଙ୍କୁ ନେଇକି ଯିବାପାଇଁ ଛିଡ଼ାହୋଇଛି ବିଜ୍ଞାପନ ସୁଟିଂ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୨ , ୨୦୨୨)

ଭୁବନେଶ୍ୱରରେ କୁହୁଡ଼ି ଆଚ୍ଛାଦିତ ସକାଳ ରାଜଧାନୀରେ ଖୋଲିଲା ବିଭିନ୍ନ ଧର୍ମାନୁଷ୍ଠାନ ଭୁବନେଶ୍ୱର କ୍ୟାପିଟାଲ ଗ୍ରାଉଣ୍ଡରେ ଓଡିଶା ଓମେନ୍ସ ଫୁଟବଲ ଲିଗ   କଟକ ରାଜବଗିଚା ରିଙ୍ଗ ବନ୍ଧ ରାସ୍ତାରେ  କୁହୁଡିରେ ସୂର୍ଯ୍ୟୋଦୟର ଦୃଶ୍ୟ କଟକ ଓଏମପି ୬ଷ୍ଠ ବାଟାଲିଅନ ଗ୍ରାଉଣ୍ଡରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୧ , ୨୦୨୨)

ଭୁବନେଶ୍ୱର ଗାଡ଼କଣ ଅଞ୍ଚଳରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଛେଦ କରାଯାଉଛି ଜଣେ ଯୁବତୀ ଅଭିନେତା ସିଦ୍ଧନ୍ତ ମହାପାତ୍ରଙ୍କ ସହ ସେଲଫି ନେଉଛନ୍ତି କଟକରେ  ଓଡିଆ ଅଭିନେତା ସ୍ୱର୍ଗତ ମିହିର ଦାସଙ୍କୁ ତାଙ୍କର ୬୩ ତମ ଜନ୍ମ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୦ , ୨୦୨୨)

କଟକସ୍ଥିତ କାଠଯୋଡି ନଦୀରେ ପକ୍ଷୀଙ୍କ ସମାବେଶ କଟକ ଗୋପାଳପୁର ରାସ୍ତାକଡରେ ଟେରାକୋଟା ସାମଗ୍ରୀର ପସରା କଟକ ମାଧୁପାଟଣା ରେଳ ବ୍ରିଜରେ ସିଏମସି ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଉଛି ଭୁବନେଶ୍ୱରର ଏକ ରାସ୍ତାକଡରେ ଜଣେ ବିକ୍ରେତା ବାଦାମ ଭାଜୁଛନ୍ତି

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୯, ୨୦୨୨)

ଭୁବନେଶ୍ୱର ମାଉସୀ ମା’ ଛକ ନିକଟରେ ପିତା ତରଡ଼ା ବିକୁଛନ୍ତି ବ୍ୟବସାୟୀ   ଭୁବନେଶ୍ୱର ରାଜମହଲ ରାସ୍ତା ପାର୍ଶ୍ଵରେ ବାଉଁଶ ସାମଗ୍ରୀ ପ୍ରସ୍ତୁତି ଚାଲିଛି   ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାବ ନମୁନା ସଂଗ୍ରହ କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୮, ୨୦୨୨ )

କଟକ କାଠଗଡ଼ା ସାହିରେ ଫାଇବର ନିର୍ମିତ ପ୍ରତିକୃତିକୁ ରଙ୍ଗ ଦେଉଛନ୍ତି ଶିଳ୍ପୀ   କଟକ ବାରବାଟୀ ଦୁର୍ଗ ନିକଟରେ ଥିବା ବୁଖାରି ବାବାଙ୍କ ଉର୍ସ ଉତ୍ସବରେ ଶ୍ରଦ୍ଧାଳୁଙ୍କ ଭିଡ଼ ପୁରୀ ସ୍ଵର୍ଗଦ୍ଵାରରେ ଗାର୍ଡ ଅଫ ଅନର ସହ ଦିବଂଗତ ବିଶିଷ୍ଟ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୭ , ୨୦୨୨)

ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଭୁବନେଶ୍ୱର ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ  କୋଭିଡ ସତର୍କତା ଅନୁସାରେ ପାଠ ପଢ଼ା ଚାଲିଛି କୁମ୍ଭମେଳା: ଖଣ୍ଡଗିରିରେ ସାଧୁ ଏବଂ ପର୍ଯ୍ୟଟକଙ୍କ  ଭିଡ ଭୁବନେଶ୍ୱର ୟୁନିଟ୍-୩ କ୍ୟାପିଟାଲ୍ ହାଇସ୍କୁଲ୍ ଶ୍ରେଣୀଗୃହରେ ପ୍ରବେଶ ପୂର୍ବରୁ  ଛାତ୍ରଙ୍କର...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୬, ୨୦୨୨)

ସୁର ସାମ୍ରାଜ୍ଞୀ ଲତା ମଙ୍ଗେସ୍‌କରଙ୍କ ପରଲୋକରେ ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ଅବସରରେ ଭୁବନେଶ୍ୱର ଏୟାରପୋର୍ଟ ଏବଂ ରିଜର୍ଭ ବ୍ୟାଙ୍କ ଜାତୀୟ ପତାକା ଅର୍ଦ୍ଧ ନମିତ   ଦିବଂଗତ ଖବରଦାତା ରୋହିତ ବିଶ୍ଵାଳଙ୍କ ଅମର ଆତ୍ମାର ସଦଗତି କାମନା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୫, ୨୦୨୨)

ଭୁବନେଶ୍ୱରସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସରସ୍ବତୀ ପୂଜା   କଟକ ତୁଳସୀପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ଅବସରରେ ଆଚାର୍ଯ୍ୟ ଖଡ଼ିଛୁଆଁ କରାଉଛନ୍ତି

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୪ , ୨୦୨୨)

ଭୁବନେଶ୍ୱରର ବିଜୁ ପଟ୍ଟନାୟକ କଲେଜ ନିକଟ ରାସ୍ତା କଡ଼ରେ ପିଲାମାନେ ଜଳଖିଆ ଖାଉଛନ୍ତି   କଟକ ଚଣ୍ଡୀଛକରେ ଏକ ଅଟୋରେ ମହିଳା, ପିଲାମାନେ ଅସୁରକ୍ଷିତ ଭାବରେ ଯାତ୍ରା କରୁଛନ୍ତି   ପୁରୀ ଏମାର ମଠ ଖୋଲା ଯାଇ ପୋତା ଧନର...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୩ , ୨୦୨୨)

ଦେବୀ ସରସ୍ୱତୀଙ୍କ ମୃଣ୍ମୟୀ ମୂର୍ତ୍ତିରେ ଜଣେ ଶିଳ୍ପୀ ଶେଷ ସ୍ପର୍ଶ ଦେଉଛନ୍ତି ଭୁବନେଶ୍ୱର ୟୁନିଟ୍-୧ ମାର୍କେଟ  ରାସ୍ତା ପାର୍ଶ୍ୱରେ ଥିବା  ସରସ୍ୱତୀଙ୍କ ମୂର୍ତ୍ତି ଦେଖୁଛନ୍ତି ଛାତ୍ରୀ ଯୁକ୍ତ୨ ପରୀକ୍ଷାକୁ ଛାତ୍ରୀଛାତ୍ରମାନେ ବିରୋଧ କରୁଥିବା ବେଳେ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ରେ  ଅଟକି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri