ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୭, ୨୦୨୩ )

  ୫ ଦଫା ଦାବି ନେଇ ଆୟୁଷ ଛାତ୍ରୀଛାତ୍ରଙ୍କର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ଆଇସିସି ଓଡିଶା ରାଜ୍ୟ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୬, ୨୦୨୩ )

ନରାଜ ଆନିକଟ ଠାରେ ପ୍ରବାହିତ ବନ୍ୟା ଜଳରେ ଧୀବରମାନେ ମାଛ ଧରୁଛନ୍ତି     ଛତ୍ରପୁର ନିକଟ ଟାଟା ମୋଟର୍ସ ସମ୍ମୁଖ ଜାତୀୟ ରାଜପଥରେ ଏକାଧିକ ଗାଡି ଦୁର୍ଘଟଣା     ବାଲିଯାତ୍ରା ତଳ ପଡିଆରେ ସିଏମସି ପକ୍ଷରୁ ନିର୍ମିତ କଟକ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୩ )

ବାରବାଟୀ ଦୁର୍ଗର ସୌନ୍ଦର୍ଯ୍ୟକରଣ ପାଇଁ ଡିସେମ୍ବର ୨୦, ୨୧ ପରୀକ୍ଷ ମଧ୍ୟରେ ଥିବା ଦଳସଫା କରାଯାଇଥିଲା ପୁନଶ୍ଚ ଦଳ ପୂର୍ଣ୍ଣ ହୋଇଗଲାଣି ନେତାଜୀ ବସ ଟର୍ମିନାଲରେ ବସ ଚଳାଚଳ ପରେ ବାଦାମବାଡ଼ି ବସଷ୍ଟାଣ୍ଡ ପିଲାଙ୍କ କ୍ରୀଡାସ୍ଥଳ ପାଲଟିଛି ରାଣୀହାଟ ପୂଜା ମଣ୍ଡପରେ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୪, ୨୦୨୩ )

କଟକ ପୁରୀ ଘାଟସ୍ଥିତ ଦେବୀଗଡା କାଠଯୋଡ଼ି ନଦୀ ତଟରେ ଏକ କୃତ୍ରିମ ପୋଖରୀରେ ଭଗବାନ ଗଣେଶଙ୍କ ମାଟି ପ୍ରତିମା ଗୁଡିକୁ ବିସର୍ଜନ କରାଯାଉଛି     ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ଦ୍ୱାରା…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୩ )

ଭୁବନେଶ୍ୱରରେ ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଶାସନ ପକ୍ଷରୁ ମୂର୍ତ୍ତି ବିସର୍ଜନ ଲାଗି କୃତ୍ରିମ ପୋଖରୀ କରାଯାଇଥିଲେ ହେଁ ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀରେ ଅନେକ ସଂଖ୍ୟାରେ ମୂର୍ତ୍ତି ଵିସର୍ଜିତ ହୋଇ ନଦୀ ପ୍ରଦୂଷିତ ହେଉଛି ୧୫ଦଫା ଦାବିରେ ରାଜ୍ୟ ସରପଞ୍ଚ…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୩ )

ବାଲିଯାତ୍ରା ତଳ ପଡିଆ ଗଡଗଡିଆ ଘଟ ମହାନଦୀ ତଟ ପାର୍ଶ୍ୱରେ ନିର୍ମିତ ସିମେଣ୍ଟ ଚଟାଣ ପାହାଚ ଭୁଶୁଡି ପଡିଛି ମନସିଂହପାଟଣା ଅଞ୍ଚଳରେ ପ୍ରାବଣ ଋତୁ କୁ ନେଇ ଦେବା ଦେବୀ ଙ୍କ ପାଇଁ କାରିଗର ଙ୍କ ଦ୍ୱାରା ଗଢା ଚାଲିଛି ଚାନ୍ଦି…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୦, ୨୦୨୩ )

କଟକ ଗଣେଶ ଘାଟ କାଠ ଯୋଡି ନଦୀ ତଟରେ ବିଶ୍ୱକର୍ମାଙ୍କ ମୁର୍ମୟୀ ପ୍ରତିମାଙ୍କୁ ବିସର୍ଜନ କରାଯାଉଛି     କଟକ ଶ୍ରୀରାମ ଚନ୍ଦ୍ର ଭବନରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ ଉତ୍ସବ ପାଳନ     ଭୁବନେଶ୍ୱର ସୂଚନା…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୭, ୨୦୨୩ )

ରାଜଧାନୀ ଭୁବନେଶ୍ୱରରେ ବିଶ୍ୱକର୍ମା ପୂଜା     କଟକ ଗୌରୀଶଙ୍କର ପାର୍କ ନିକଟ ରାସ୍ତା ପାର୍ଶ୍ୱରେ ଜଣେ ବ୍ୟବସାୟୀ ଗଣେଶ ପ୍ରତିମା ଗୁଡିକୁ ବିକ୍ରି ପାଇଁ ସଜାଇ ରଖୁଛନ୍ତି     କଟକ ରାଣୀହାଟ କେନାଲ ରୋଡ ପାର୍ଶ୍ୱରେ ଗଣେଶ ପୂଜାରେ…

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧୬, ୨୦୨୩ )

ବିଶ୍ୱକର୍ମା ଏବଂ ଗଣେଶ ପୂଜା ପାଇଁ ୟୁନିଟ୍ -୧ ମାର୍କେଟ ରାସ୍ତାରେ ଟ୍ରାଫିକ୍ ଜାମ୍     ପୁରୀ ବୃନ୍ଦାବନ ହଲ ପରିସରରେ ୧୧ ବର୍ଷରୁ କମ ଓପନ ଚେସ ଟୁର୍ଣ୍ଣାମେଣ୍ଟ     ଭଞ୍ଜକଳା ମଣ୍ଡପରେ ନାଟକ, ସାମନ୍ତରାର ଦୃଶ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri