Odisha Elections 2024

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୭, ୨୦୨୩ )

  ୫ ଦଫା ଦାବି ନେଇ ଆୟୁଷ ଛାତ୍ରୀଛାତ୍ରଙ୍କର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ମିଳିତ ମଞ୍ଚର ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ

ଆଇସିସି ଓଡିଶା ରାଜ୍ୟ ପରିଷଦ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ ଦ୍ୱିତୀୟ ଇଣ୍ଡିଆ ମାଇନିଂ କନକ୍ଲେଭ-୨୦୨୩ରେ ଯୋଗଦେଇ ବକ୍ତବ୍ୟ ରଖୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱରସ୍ଥିତ ଭାରତୀୟ ବିଦ୍ୟାଭବନରେ ଏଥେନା ବୁକ୍ସ ରୌପ୍ୟ ଜୟନ୍ତୀ ଉଦଘାଟନ ଉତ୍ସବରେ ଉପସ୍ଥିତ ମଞ୍ଚାସୀନ ଅତିଥି ବୃନ୍ଦ

କଟକ ସିଲଭର ସିଟି ବୋଟ କ୍ଲବ ଯିବା ରାସ୍ତା ଫୁଟପାଥ ଉପରେ ପଡ଼ିଥିବା ଫାଇବର ନିର୍ମିତ ପ୍ରତିକୃତି ନିକଟରେ ବିଶ୍ରାମ ନେଉଛନ୍ତି ଲୋକମାନେ

କଟକ ସିଲଭର ସିଟି ବୋଟ କ୍ଲବ ପରିସରରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଅନୁଷ୍ଠିତ ସଭାରେ ସଂସଦ ଭର୍ତ୍ତୃହରି ମହତାବ ବକ୍ତବ୍ୟ ରଖୁଛନ୍ତି

 

କଟକସ୍ଥିତ ବାଲିଯାତ୍ରା ତଳପଡ଼ିଆ ଗଡ଼ଗଡ଼ିଆ ଘାଟ ମହାନଦୀ ତଟ ପାର୍ଶ୍ଵରେ ଭୁଷୁଡ଼ି ପଡ଼ିଥିବା ସିମେଣ୍ଟ କଂକ୍ରିଟ ପାହାଚ ନିକଟରେ ବାଉଁଶ ବାଡ଼ ଦେଇ ଆବୃତ କରାଯାଇଛି

 

 

କଟକସ୍ଥିତ ଚାଉଳିଆଗଞ୍ଜରେ ଖୁଦୁରୁକୁଣୀ ଭସାଣି ଶୋଭାଯାତ୍ରା

ବିଭିନ୍ନ ଦାବି ନେଇ SUCI(C) ପକ୍ଷରୁ କଟକ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ

 

ବସ୍ତି ହିତାଧିକାରୀଙ୍କୁ ପ୍ରମାଣ ପତ୍ର ଯୋଗାଇ ଦେବା ଦାବିରେ ବସ୍ତି ବାସୀଙ୍କ ଏକତା ମଞ୍ଚ ପକ୍ଷରୁ କଟକସ୍ଥିତ ସିଏମସି ଅଫିସ ସମ୍ମୁଖରେ ବିକ୍ଷୋଭ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୬ ମେ, ୨୦୨୪ )

ଶ୍ରୀକ୍ଷେତ୍ର ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି       ପ୍ରଚଣ୍ଡ ଖରା ପାଇଁ ଶ୍ରୀମନ୍ଦିର ସାମ୍ନାରେ ଭକ୍ତଙ୍କ ଉପରେ ପାଣି ସ୍ପ୍ରେ...

ଓଡ଼ିଶା: ଆଜିର ଫଟୋ ( ୧୫ ମେ, ୨୦୨୪ )

କଳିଙ୍ଗ ଷ୍ଟାଡିୟମରେ ୨୭ତମ ଜାତୀୟ ଫେଡେରେସନ୍ ଆଥଲେଟିକ୍ସ ଚାମ୍ପିଅନସିପ୍     କଳିଙ୍ଗ ଷ୍ଟାଡିୟମରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ବିଜେତା     ଓଡିଶାର...

ଓଡ଼ିଶା: ଆଜିର ଫଟୋ ( ୧୪ ମେ, ୨୦୨୪)

ରାଜଧାନୀରେ ଏକ ପକ୍ଷୀ ଛୁଆଙ୍କୁ ଖାଈବାକୁ ଦଉଚି

ଓଡ଼ିଶା: ଆଜିର ଫଟୋ ( ୧୩ ମେ, ୨୦୨୪ )

ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ: କଟକ ସିଡିଏ ଡିଏଭି ପବ୍ଲିକ ସ୍କୁଲରେ କୃତି ଛାତ୍ରୀଛାତ୍ରଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଉଛନ୍ତି...

ଓଡ଼ିଶା: ଆଜିର ଫଟୋ ( ୧୨ ମେ, ୨୦୨୪ )

ବର୍ଷାରେ କଟକର ବିଭିର୍ନ ଅଂଚଳର ଅବସ୍ଥା     ୟୁସିପି ଇଂଜିନିୟରିଂ ସ୍କୁଲରୁ ଭିଭିପାଟ ଓ ଇଭିଏମ ମେସିନ ବ୍ରହ୍ମପୁର ନିକଟସ୍ଥ କେନ୍ଦ୍ରକୁ ପଠାଯାଉଛି  ...

ଓଡ଼ିଶା: ଆଜିର ଫଟୋ ( ୧୧ ମେ, ୨୦୨୪)

ବକୁଳ ଫାଉଣ୍ଡେଶନ ପକ୍ଷରୁ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍ ଲେଡି ଅଫ୍ ଓଡ଼ିଶା’ ଉନ୍ମୋଚିତ...

ଓଡ଼ିଶା: ଆଜିର ଫଟୋ ( ୧୦ ମେ, ୨୦୨୪)

ଅକ୍ଷୟତୃତୀୟାରେ ଭୁବନେଶ୍ୱରର ସୁନା ଦୋକାନରେ ଲୋକଙ୍କ ଗହଳି ଇସ୍କନ ମନ୍ଦିରଠାରେ ରଥ କାଠ ଅନୁକୂଳ କରାଯାଉଛି

ଓଡ଼ିଶା: ଆଜିର ଫଟୋ (୯ ମେ, ୨୦୨୪)

ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଠାରୁ ଆଚାର୍ଯ୍ୟ ବିହାର ଯାଏ ପ୍ରବଳ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି ରାଜଧାନୀରେ ପ୍ରବଳ ଖରାରେ ଲୋକମାନେ ରାସ୍ତାରେ ଯାଉଛନ୍ତି ପୁରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri