ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୮, ୨୦୨୩ )
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ ପ୍ରଦର୍ଶନୀରେ ଗ୍ରାହକମାନେ ଟେରାକୋଟା ସାମଗ୍ରୀ କିଣୁଛନ୍ତି ଭୁବନେଶ୍ୱର ଜନତା ମଇଦାନରେ ନଭେମ୍ବର ୯ରୁ ହେବାକୁ ଥିବା ମିଲେଟ ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ଚାଲିଛି …
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୭, ୨୦୨୩ )
କଟକ ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ସାତ ସାହି କଟକ ନୃତ୍ୟ ଉତ୍ସବର ଷଷ୍ଠ ସନ୍ଧ୍ୟା ରୂପାୟନ ନୁତ୍ୟାନୁଷ୍ଠାନ ପକ୍ଷ୍ୟରୁ ମଞ୍ଚସ୍ଥ ଓଡିଶୀ ନୃତ୍ୟ ଶୋଭାଯାତ୍ରାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ମରଶରୀରକୁ ବାସଭବନରୁ ସ୍ଵର୍ଗଦ୍ଵାରକୁ ନିଆଯାଉଛି…
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୫, ୨୦୨୩ )
ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ହସ୍ତତନ୍ତ ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଏକ କଳା ପ୍ରଦର୍ଶନୀରେ ଟେରାକୋଟା ସାମଗ୍ରୀ ଭୁବନେଶ୍ୱରର ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ଅଫିସରେ ସତ୍ୟନଗର ଲେଡିଜ୍ ଫୋରମ୍ ଦ୍ୱାରା ଆୟୋଜିତ ଶିଶୁ ପ୍ରତିଭା ପ୍ରତିଯୋଗିତା …
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୪, ୨୦୨୩ )
ଧରିତ୍ରୀର ୫୦ତମ ଜନ୍ମ ଦିବସ ସମାରୋହ ଅନୁଷ୍ଠିତ ଆଇଆଇଟି ବନାରସ ଛାତ୍ରୀଙ୍କ ଉପରେ ଅସଦାଚରଣ ବିରୁଦ୍ଧରେ ରମାଦେବୀ ବିଶ୍ୱ ବିଦ୍ୟାଳୟ ସମ୍ମୁଖରେ AIDSO ପକ୍ଷରୁ କଳା ଦିବସ ପାଳିତ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପଠାରେ ଏକାମ୍ର ନାଟ୍ୟ ସଂଗଠନ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୩)
ବ୍ରହ୍ମପୁର ଭି .ଭି. ଗିରି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ସୁରଭି ୨୦୨୩ ଓ ମଧ୍ୟାହ୍ନ ଭୋଜନ ମେଳା ଅନୁଷ୍ଠିତ ବ୍ରହ୍ମପୁରରେ ଦୁର୍ନୀତି ନିବାରଣ ସଚେତନତା ରାଲି ଅନୁଷ୍ଠିତ ଏସିଆନ ପାରା ଅଲିମ୍ପିକ୍ସରେ କୃତିତ୍ୱ…
ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୩ )
ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଉତ୍କଳ ଡ୍ୟାନ୍ସ ଆଣ୍ଡ ରିସର୍ଚ୍ଚ ଏକାଡେମୀ (ଉଡିଆରଏ) ୨୦ତମ କୁମାର ଉତ୍କଳ ଉତ୍ସବ ପାଳିତ
ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୧, ୨୦୨୩ )
ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଉତ୍କଳ ନୃତ୍ୟ ଏବଂ ଅନୁସନ୍ଧାନ ଏକାଡେମୀ ଦ୍ୱାରା ୨୦ ତମ କୁମାର ଉତ୍ସବ ଶପଥ ଗ୍ରହଣ ପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି ମହାମାନ୍ୟ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ ସରକାରୀ…
ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୩୧, ୨୦୨୩ )
କଟକରେ କାର୍ଯ୍ୟକ୍ଷମ ହେଲା ଛତ୍ର ବଜାର ଅର୍ବାନ ହାଟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡିଶା ଏଫସି ଏବଂ ବେଙ୍ଗାଲୁରୁ ଆଇଏସ୍ଏଲ୍ ମଧ୍ୟରେ ଫୁଟବଲ୍ ମ୍ୟାଚ୍
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୦, ୨୦୨୩ )
କାର୍ତ୍ତିକ ମାସର ପ୍ରଥମ ସୋମବାର ରେ ବିଭିନ୍ନ ଶୈବପୀଠ ଗୁଡ଼ିକର ରେ ଶ୍ରଦ୍ଧାଳୁଙ୍କ ପୂଜାର୍ଚ୍ଚନା କାର୍ତିକ ମାସ ପ୍ରଥମ ସୋମବାରରେ କଟକ ସ୍ଥିତ ଶ୍ରୀ ଅମରେଶ୍ବର ମନ୍ଦିରରେ ପୂଜାର୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ସୋମବାର ଦିନ ଭୁବନେଶ୍ୱର ଆର.ବି.ଆଇ ଠାରେ ୨୦୦୦…
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୯, ୨୦୨୩ )
ଭୁବନେଶ୍ୱର ଧଉଳିଥାନା ଉପକଣ୍ଠ ବସନ୍ତପୁରରେ ଜଣେ ମହିଳା ମାଟି ପାତ୍ର ଗଢୁଛନ୍ତି ଭୁବନେଶ୍ୱର ଆକାଶରେ ଚନ୍ଦ୍ରଗ୍ରହଣର ଦୃଶ୍ୟ
ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨୮, ୨୦୨୩ )
ଭୁବନେଶ୍ୱରର ବିଭିର୍ନ ସ୍ଥାନରେ ଗଜ ଲକ୍ଷ୍ମୀ ପୂଜା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ପହଞ୍ଚିଲେ ହବିଷ୍ୟାଳି ଭୁବନେଶ୍ୱର ୟୁନିଟ – ୮ ଲକ୍ଷ୍ମୀ ପୂଜାରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ଓ ତୋରଣ …
ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୩ )
କୁମାର ଉତ୍ସବ ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ନୁତୟନଙ୍କ ଦ୍ୱାରା ପରିବେଷଣ କରାଯାଇଛି ଗ୍ରାହକମାନେ କାର୍ତିକ ମାସ ଆରମ୍ଭ ହେବା ପୂର୍ବରୁ ଆମିଷ ବଜାରରେ ଲାଇନ୍ କରି ଛିଡାହୋଇଛନ୍ତି ଜଣେ ଶିଳ୍ପୀ କଟକସ୍ଥିତ କୁମ୍ଭାର ସାହିରେ ଦେବୀ ଗଜଲକ୍ଷ୍ମୀଙ୍କର ଏକ ମାଟି ପ୍ରତିମାକୁ…
Archives


