ଓଡ଼ିଶା: ଆଜିର ଫଟୋ (୯ ଜୁଲାଇ, ୨୦୨୪ )

ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ ଲାଗି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଭକ୍ତଙ୍କ ଭିଡ଼

ପହଣ୍ଡି ବିଜେ ବେଳେ ଅଘଟଣ: ତାଳଧ୍ୱଜ ରଥରେ ତଳମୁହାଁ ହୋଇ ପଡ଼ିଗଲେ ବଡ ଠାକୁର ବଳଭଦ୍ର

 

ପହଣ୍ଡି ବିଜେ ବେଳେ ତାଳଧ୍ୱଜ ରଥରେ ଅଘଟଣ ପରେ ଆହତ ସେବାୟତଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ନିଆଯାଉଛି

   ନାଇଜରର୧୩ତମ ସ୍ନାତକୋତ୍ତର ସମାରୋହରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି

 

ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଆୟୋଜିତ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ ‘ଶ୍ରଦ୍ଧାଞ୍ଜଳି’ରେ ଦିଲ୍ଲୀର ସ୍ଵରାଞ୍ଜଳି ଦ୍ୱାରା ପରିବେଷିତ ସଙ୍ଗୀତ

 

କଟକସ୍ଥିତ ଚାନ୍ଦିନୀ ଚୌକ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର ସହରରେ ଡେଙ୍ଗୁ ବଢିଚାଲିଥିବା ସତ୍ତ୍ୱେ ୟୁନିଟ-୧ ଅଞ୍ଚଳରେ ସ୍ଥାନେ ସ୍ଥାନେ ଜମି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନ ସାଙ୍ଗକୁ ପାଣି

 

ଅହେତୁକ ପରିବା ଦର ବୃଦ୍ଧି ବିରୋଧରେ ସିପିଆଇ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜମହଲ ଛକରେ ପ୍ରତିବାଦ

ଦୁଇ ଦଫା ଦାବିରେ ଓଡିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ପିଏମଜିରେ ଧାରଣା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୪ ସେପ୍ଟେମ୍ବର, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ୫ମ ଜାତୀୟ ନାଟ୍ୟ ମହୋତ୍ସବରେ ନାଟକ ‘ଧର୍ମାବତାର’ର ଦୃଶ୍ୟ       କଟକ ସହରର ମୁଖ୍ୟ…

ଓଡ଼ିଶା: ଆଜିର ଫଟୋ ( ୨୩ ସେପ୍ଟେମ୍ବର, ୨୦୨୬)

ପୁରୀ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱର ୭୧ ଅଙ୍କ ପ୍ରଚଳନ, ଆରମ୍ଭ ହେଲା ଉତ୍କଳୀୟ ସନ ୧୪୩୪ ସାଲ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?