ଓଡ଼ିଶା: ଆଜିର ଫଟୋ ( ୨୨ ଜୁଲାଇ, ୨୦୨୪)

ଶ୍ରାବଣ ମାସର ପ୍ରଥମ ସୋମବାରରେ କାଉଡ଼ିଆ ମାନେ ବ୍ରହ୍ମପୁର ନିକଟସ୍ଥ ଗଞ୍ଜା ନଦୀ କୂଳରେ ଜଳା ଅଭିଷେକ କରୁଛନ୍ତି

ଓଡ଼ିଶା ବିଧାନସଭା ଅଧିବେଶନର ପ୍ରଥମ ଦିନ

 

ରମାଦେବୀଙ୍କ ୩୯ତମ ପୂଣ୍ୟତିଥୀ ଅବସରରେ ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଦ୍ୟାଳୟରେ ଆୟୋଜିତ ଜାତୀୟସ୍ତରୀୟ କର୍ମଶାଳା

 

ଭୁବନେଶ୍ୱରରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ

 

ଓଡ଼ିଶା ସଙ୍ଗୀତ ନାଟକ ଆକାଡେ଼ମୀ ପକ୍ଷରୁ ଆୟୋଜିତ ନାଟ୍ୟତ୍ସବରେ ନାଟକ ‘ଆଗାମୀ’ ପ୍ରଦର୍ଶିତ

କଟକସ୍ଥିତ ଶୈଳବାଳା ମହିଳା ବିଦ୍ୟାଳୟରେ ଯୁକ୍ତ୨ ପାଠ୍ୟକ୍ରମ ପାଇଁ ଆଡ଼ମିଶନ ନେଉଛନ୍ତି ଛାତ୍ରୀମାନେ

ଲଗାଣ ବର୍ଷା ପ୍ରଭାବରେ ଯୋବ୍ରା ଆନିକଟ ଦେଇ ପ୍ରବାହିତ ମହାନଦୀରେ ଗୋଳିଆ ପାଣି

କଟକସ୍ଥିତ ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟକରଣ ପାଇଁ ରାଣୀହାଟ କେନାଲ ରୋଡ ଫୁଟପାଥରେ ବିଛାଯାଇଥିବା ପେଭର ବ୍ଲକ ଭାଙ୍ଗି ଯିବା ସହ ପାର୍ଶ୍ୱରେ ଘଞ୍ଚ ଗୁଳ୍ମ ଉଠିଲାଣି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?