
କଟକ ବାଲିଯାତ୍ରା ତଳ ପଡ଼ିଆରେ ପିଲାମାନେ ଗୁଡ଼ି ଉଡ଼ାଉଛନ୍ତି
ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ: କଟକ ଉପର ତେଲେଙ୍ଗା ବଜ଼ାର ପୂଜା ମଣ୍ଡପରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ପ୍ରତିମା
କଟକ ରେଳଷ୍ଟେସନ ସମ୍ମୁଖ ଫୁଟପାଥରେ ଲୋକମାନେ ବିଶ୍ରାମ ନେଉଛନ୍ତି

ଭୁବନେଶ୍ୱରରେ କୃଷକମାନେ ଜମିରେ ଚାଷ କରୁଛନ୍ତି

ଭୁବନେଶ୍ୱର ଦୟାନଦୀରୁ ମାଛ ଧରୁଛନ୍ତି ମତ୍ସ୍ୟଜୀବି



