କଟକ ଯୋବ୍ରା ପାର୍କ ପରିସରରେ ଗୋଟିଏ ଏଣ୍ଡୁଅ ଫୁଲ ଉପରେ ବସିଛି।

କଟକର ଖାନନଗର ଟ୍ରେନ ପୋଲ ନିକଟରେ କାଠଯୋଡ଼ି ନଦୀ ମଧ୍ୟକୁ ସହରର ଆବର୍ଜନା ପାଣି ଛଡ଼ାଯାଉଛି।
ଗୋଟିଏ କଙ୍କି କଟକ ଯୋବ୍ରା ପାର୍କ ବାଡ଼ ଉପରେ ବସିଛି।

ଲକ୍ ଡାଉନ ଖୋଲିବା ପରେ ପର୍ଯ୍ୟଟକଙ୍କୁ ଖଣ୍ଡଗିରି ଭିତରକୁ ପ୍ରବେଶ କରିବା ପୂର୍ବରୁ ସିକ୍ୟୁରିଟି ସାନିଟାଇଜର କରୁଛନ୍ତି।




