ଓଡ଼ିଶା: ଆଜିର ଫଟୋ ( ୨୯ ସେପ୍ଟେମ୍ବର, ୨୦୨୬)
କଟକ ରାଣୀହାଟ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଗଢ଼ୁଥିବା ଶିଳ୍ପୀ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)
କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…
କଟକ ତୁଳସୀପୁର ହରିଣ ପାର୍କରେ ହରିଣଙ୍କୁ ବିସ୍କୁଟ ଖାଇବାକୁ ଦେଉଛନ୍ତି ଦର୍ଶକ
ଭୁବନେଶ୍ୱର ରସୁଲଗଡ଼-ବାଣୀବିହାର ଅସ୍ଥାୟୀ ଅଟୋଷ୍ଟାଣ୍ଡରେ କୋଭିଡ ନିୟମାବଳୀର ହେଉଛି ଅବମାନନା
କଟକ ସିଡିଏ ରିଂ ବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ସିମେଣ୍ଟ କଂକ୍ରିଟ ପାଇପରେ ବିଶ୍ରାମ ନେଉଛନ୍ତି ବ୍ୟକ୍ତି
