ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୧୬, ୨୦୨୦ )

କଟକ ଚୌଧୁରୀବଜାର ପୂଜାମଣ୍ଡପରେ ମା ଦୁର୍ଗାଙ୍କ ପ୍ରତିମାକୁ ବସ୍ତ୍ର ପରିଧାନ କରାଯାଉଛି

 

କଟକ ବାଙ୍କାବଜାରରେ ଜଣେ କାରିଗର ଜରୀମେଢ଼ ପ୍ରସ୍ତୁତ କରିବା ପୂର୍ବରୁ ବାଉଁଶରେ ଛାଞ୍ଚ ନିର୍ମାଣ କରୁଛନ୍ତି

 

କଟକ ବାଙ୍କାବଜାରରେ ଜଣେ କାରିଗର ମୁକୁଟ ପ୍ରସ୍ତୁତ କରୁଛନ୍ତି

 

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ଜଣେ ଚାଷୀ ଧାନଗଛରେ ପୋକମାରିବା ପାଇଁ କୀଟନାଶକ ସ୍ପ୍ରେ କରୁଛନ୍ତି

 

ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଶୁକ୍ରବାର ଦିନ ଯୁକ୍ତ ତିନି ଏବଂ ଯୁକ୍ତ ଦୁଇ ଆଡମିଶନ ପାଇଁ ଛାତ୍ରୀଛାତ୍ରମାନେ ସ୍ପଟ୍ ଚୟନରେ ଭାଗ ନେବାକୁ ଧାଡି ବାନ୍ଧିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୫ ସେପ୍ଟେମ୍ବର, ୨୦୨୬)

କଟକସ୍ଥିତ ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ଗୁରୁ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ଅତିଥିବୃନ୍ଦ ଯୋଗ ଦେବା ସହ ଛାତ୍ରୀଛାତ୍ରଙ୍କ ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri