ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୧ , ୨୦୨୦)

ଭୁବନେଶ୍ୱରରେ ଶଟ୍‌ଡାଉନ୍   ଭୁବନେଶ୍ୱର ରାଜମହଲ ଛକରେ ଏକ ଗାଡିରେ  ବାଉଁଶ ଝୁଡି ନିଆଯାଉଛି ଭୁବନେଶ୍ୱର ଏଜି ଛକରେ ଟ୍ରାଫିକ ପୋଷ୍ଟ ମରାମତି ହେଉଛି ଗରମରେ ପାରାମାନେ ତୃଷ୍ଣା ମେଣ୍ଟାଉଛନ୍ତି   କଟକରେ ଶଟ୍‌ଡାଉନ୍

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୦)

କଟକ ସହର ଶଟ୍‌ଡାଉନ ଫଳରେ ଜୋବ୍ରା ଆନିକଟ ବ୍ୟାରେଜ ଶୂନ୍‌ଶାନ୍‌   ମାଲ ଗୋଦାମ ଓଭରବ୍ରିଜ ରାସ୍ତା ପାର୍ଶ୍ୱରେ ଆତ କିଣୁଥିବା ଗ୍ରାହକ   ଆସନ୍ତା ଶନିବାର, ରବିବାର ଶଟ୍‌ ଡାଉନ ଥିବାରୁ ୟୁନିଟ୍‌ -୧ ପରିବା ହାଟରେ ଲୋକଙ୍କ ଭିଡ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୦)

ଗୁରୁବାର ବ୍ରହ୍ମପୁରରେ ସଟ ଡାଉନର ଦୃଶ୍ୟ କଟକ ର ରାଣୀହାଟ ତାଳଦଣ୍ଡା କେନାଲ ରୋଡ ପାଖରେ ବାଉଁଶ ଶିଳ୍ପୀମାନେ ବିଭିର୍ଣ୍ଣ ସାମଗ୍ରୀ ତିଆରି କରୁଛନ୍ତି ବ୍ରହ୍ମପୁର ରେ ଡୋର ଟୁ ଡୋର ଡାକ୍ତର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୮, ୨୦୨୦)

ନରାଜ ଆନିକଟରେ ମାଛ ଧରୁଛନ୍ତି ଧୀବର   ଯାତ୍ରୀ ନ ଥିବାରୁ କଟକ ବାଦାମବାଡ଼ି ବସଷ୍ଟାଣ୍ଡରେ ଛିଡ଼ା ହୋଇଥିବା ବସ ସିଏମସି ପକ୍ଷରୁ କଟକ ଚୌଧୁରୀ ବଜାର ଅଞ୍ଚଳରେ ସମସ୍ତ ଘର ବିଶୋଧନ କରାଯାଉଛି କଟକ ସିଡିଏ ସେକ୍ଟର-୮ ରିଂ ବନ୍ଧ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୭, ୨୦୨୦)

କଟକ ଶଟଡାଉନ ଯୋଗୁଁ ସମସ୍ୟାରେ ଯାତ୍ରୀ   କଟକ ଯୋବ୍ରା ଅଞ୍ଚଳରେ ମୁଣ୍ଡରେ ନଡ଼ା ଲଦି ଯାଉଛନ୍ତି ମହିଳା କଟକରେ ଗାଡି ମୋଟର କଡାକଡି ଯାଞ୍ଚ କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରକୁ ବିଶୋଧନ କରାଯାଉଛି ଭୁବନେଶ୍ୱର ଉପକଣ୍ଠ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୬ , ୨୦୨୦)

ଶ୍ରାବଣ ମାସ ପ୍ରଥମ ସୋମବାର ଲିଙ୍ଗରାଜ ମନ୍ଦିର ଶୂନଶାନ କଟକ ର ବାଦାମବାଡ଼ି ଠାରେ ପୋଲିସ ଯାନବାହାନ ଗୁଡିକୁ ଅଟକାଉଛନ୍ତି           ଖଣ୍ଡଗିରି ରାସ୍ତାପାଶ୍ୱରେ ଗୋଟେ ପିଲା ଫୁଲଦାନି ଗୁଡିକୁ ବିକ୍ରି ନିମନ୍ତେ ସଜାଇ ରଖିଛନ୍ତି

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୫ , ୨୦୨୦)

ରବିବାର ଭୁବନେଶ୍ୱର ବମିଖାଲ ରାସ୍ତାରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମି ରହିଛି ଭୁବନେଶ୍ୱରରେ ରବିବାର ଶଟଡାଉନର ଦୃଶ୍ୟ ଓଡିଶା ହାଇକୋର୍ଟ ପରିସରକୁ ସାନିଟାଇଜ କରାଯାଉଛି ରଥଯାତ୍ରା ଶେଷ ହେବା ପରେ ରଥରୁ ସାରଥି ଓ ଚାରମାଳକୁ ଓହ୍ଳାଯାଉଛି

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୪ , ୨୦୨୦)

ଶ୍ରୀଜୀଉଙ୍କୁ ଲାଗି ହେଲା ରସଗୋଲା ଭୋଗ   ରାମକୃଷ୍ଣଙ୍କ ନୀଳାଦ୍ରି ବିଜେ     ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ   ମଦନମୋହନଙ୍କ ନୀଳାଦ୍ରି ବିଜେ   ବଡ଼ଠାକୁର ବଳଭଦ୍ରଙ୍କ ନୀଳାଦ୍ରି ବିଜେ ଦେବୀ ସୁଭଦ୍ରାଙ୍କ ପହଣ୍ଡି   ଚାହାଣୀ ମଣ୍ଡପରେ ମହାଲକ୍ଷ୍ମୀ…

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୩, ୨୦୨୦)

ଜୋବ୍ରା ମାରିଟାଇମ୍‌ ମ୍ୟୁଜିୟମ୍‌ ସମ୍ମୁଖ ରାସ୍ତାରେ ଛାତ୍ରୀଛାତ୍ରମାନେ ରଙ୍ଗ ତୁଳି ସାହାଯ୍ୟରେ କରୋନା ସଂକ୍ରମଣ ସଚେତନତା ସୃଷ୍ଟି କରୁଛନ୍ତି । ମା’ ଓ ମମତା: ପିଏମ୍‌ଜି ରୋଡ୍‌ରେ ଗାଈଟି ତା’ର ବାଛୁରୀକୁ ଖୀର ପିଆଉଛି। ଛତ୍ରବଜାର ପରିବା ମାର୍କେଟକୁ ଏକ ଟ୍ରକରେ…

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨, ୨୦୨୦)

ଶ୍ରୀଜୀଉଙ୍କ ଅଳଙ୍କାର ଗୁଡିକୁ ରଥ ଉପରକୁ ନିଆଯାଉଛି। ପ୍ରଜାପ୍ରତିମାନେ ଭୂମିରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ଭୁବନେଶ୍ୱରସ୍ଥିତ ତୋଷାଳି ଭବନରେ ସ୍ବେଚ୍ଛାସେବୀମାନେ ସାନିଟାଇଜ କରୁଛନ୍ତି। ମହାପ୍ରଭୁଙ୍କ ସୁନାବେଶ

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧, ୨୦୨୦)

ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ଆରମ୍ଭ ପୂର୍ବରୁ…   ପୁଷ୍ପରେ ସଜ୍ଜିତ ଶ୍ରୀଗୁଣ୍ଡିଚା ମନ୍ଦିର ମୁଖଶାଳା ବାହୁଡା ଯାତ୍ରା ୨୦୨୦: ରଥରେ ଲାଗିବା ପୂର୍ବରୁ ଦଉଡ଼ି   ବାହୁଡା ଯାତ୍ରା ଲାଗି ପୁରୀ ପ୍ରଶାସନ ତତ୍ପର   ରଥରେ ଛେରାପହଁରା କରୁଛନ୍ତି ଗଜପତି…

ଓଡ଼ିଶା: ଆଜିର ଫଟୋ (ଜୁନ୍ ୩୦, ୨୦୨୦)

ଭୁବନେଶ୍ୱରରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ବ୍ୟକ୍ତି   ଭୁବନେଶ୍ୱର ରାଜପଥରେ ସାଇକେଲରେ ବୁଲିବାର ମଜା   ବିଦ୍ୟୁତ କର୍ମଚାରୀ ଭୁବନେଶ୍ୱରର ପିଏମଜି ମାର୍ଗରେ ମରାମତି କାର୍ଯ୍ୟରେ ବ୍ୟସ୍ତ   କଟକ ଡିସିପି କାର୍ଯ୍ୟାଳୟରେ ମହିଳା ପାଟ୍ରୋଲିଂ ୟୁନିଟର ଶୁଭାରମ୍ଭ  

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri