
ଜୋବ୍ରା ମାରିଟାଇମ୍ ମ୍ୟୁଜିୟମ୍ ସମ୍ମୁଖ ରାସ୍ତାରେ ଛାତ୍ରୀଛାତ୍ରମାନେ ରଙ୍ଗ ତୁଳି ସାହାଯ୍ୟରେ କରୋନା ସଂକ୍ରମଣ ସଚେତନତା ସୃଷ୍ଟି କରୁଛନ୍ତି ।

ମା’ ଓ ମମତା: ପିଏମ୍ଜି ରୋଡ୍ରେ ଗାଈଟି ତା’ର ବାଛୁରୀକୁ ଖୀର ପିଆଉଛି।

ଛତ୍ରବଜାର ପରିବା ମାର୍କେଟକୁ ଏକ ଟ୍ରକରେ କଖାରୁ ବୋଝେଇ ହୋଇ ଆସିଛି।





କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…