ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୭, ୨୦୨୦)

କଟକ ଶଟଡାଉନ ଯୋଗୁଁ ସମସ୍ୟାରେ ଯାତ୍ରୀ

 

କଟକ ଯୋବ୍ରା ଅଞ୍ଚଳରେ ମୁଣ୍ଡରେ ନଡ଼ା ଲଦି ଯାଉଛନ୍ତି ମହିଳା

କଟକରେ ଗାଡି ମୋଟର କଡାକଡି ଯାଞ୍ଚ

କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରକୁ ବିଶୋଧନ କରାଯାଉଛି

ଭୁବନେଶ୍ୱର ଉପକଣ୍ଠ ଦୟାନଦୀ କୂଳ ସବୁଜ କ୍ଷେତରେ ମଇଁଷି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୦)

ଶଟଡାଉନରେ ଭୁବନେଶ୍ୱର ବର୍ଷାରେ ରାଜଧାନୀ ଶଟଡାଉନରେ କଟକ ସହର   ନରାଜ ନିକଟ କାଠଯୋଡ଼ି ନଦୀରେ ମାଛ ଧରୁଛନ୍ତି ଧୀବର  

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୨, ୨୦୨୦)

ମାସ୍କରେ ତ୍ରିରଙ୍ଗା: କଟକ କଚେରୀ ରୋଡ଼ରେ ଚାଲିଛି ଏଭଳି ମାସ୍କ ବ୍ୟବସାୟ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ଲାଗି ପରେଡ ଅଭ୍ୟାସ ଭୁବନେଶ୍ୱରରେ ବର୍ଷା...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨, ୨୦୨୦)

  ଭୁବନେଶ୍ୱରର ମେଘାଛନ୍ନ ଆକାଶ      ମୋବାଇଲରେ ଅନଲାଇନ ପାଠ ପଢୁଛନ୍ତି କଟକ ବିଡାନାସୀର ଜଣେ ଶିଶୁ   କଟକ ଦୋଳମୁଣ୍ଡାଇରେ ଆଗେଇ ଚାଲିଛି ରଥ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୮, ୨୦୨୧)

ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି   ଟାଟା ବେଂଜ଼ ଛକ ଠାରେ ୩୨ ତମ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୭, ୨୦୨୦)

ଲଘୁଚାପ ପ୍ରଭାବରେ ଭୁବନେଶ୍ୱର ରେ ପ୍ରବଳ ବର୍ଷା ଜାତୀୟ ହସ୍ତତନ୍ତ ଦିବସରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ସୁବଳ ମହାରାଣାଙ୍କ ଦ୍ୱାରା ବାଲୁକା କଳା ରାଜ୍ୟ ସ୍ତରୀୟ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୬ , ୨୦୨୦)

ଭୁବନେଶ୍ୱର ସତ୍ୟବିହାର ରାସ୍ତାରେ ଜମିରହିଛି ବର୍ଷାଜଳ ପୁରୁଣା ଭୁବନେଶ୍ୱରରେ ଥିବା ବୈତାଳ ମନ୍ଦିର ବର୍ଷାଜଳ ଘେରରେ   କଟକ ବୋଷ ଗ୍ରାଉଣ୍ଡ ରାସ୍ତା ପାର୍ଶ୍ଵରେ ଗ୍ରାହକ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୫ , ୨୦୨୦)

ଭୁବନେଶ୍ୱରରେ ବର୍ଷା ସମୟର କିଛି ଦୃଶ୍ୟ   ଭୁବନେଶ୍ୱର ରେଳଷ୍ଟେସନରେ ଟ୍ରେନ ଅପେକ୍ଷାରେ ଯାତ୍ରୀମାନେ   ଭୁବନେଶ୍ୱର ପରିବା ବଜାରରେ ଚାଲିଛି କିଣା ବିକା

Play 250+ Trending Games
Archives

Model This Week

Why Dharitri