ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୦, ୨୦୨୦)

କଟକ ସହର ଶଟ୍‌ଡାଉନ ଫଳରେ ଜୋବ୍ରା ଆନିକଟ ବ୍ୟାରେଜ ଶୂନ୍‌ଶାନ୍‌

 

ମାଲ ଗୋଦାମ ଓଭରବ୍ରିଜ ରାସ୍ତା ପାର୍ଶ୍ୱରେ ଆତ କିଣୁଥିବା ଗ୍ରାହକ

 

ଆସନ୍ତା ଶନିବାର, ରବିବାର ଶଟ୍‌ ଡାଉନ ଥିବାରୁ ୟୁନିଟ୍‌ -୧ ପରିବା ହାଟରେ ଲୋକଙ୍କ ଭିଡ

 

କଟକ ରେଲଓ୍ବେ ଷ୍ଟେଶନ ବାହାରେ ବସିଥିବା ଯାତ୍ରୀମାନେ

 

ୟୁନିଟ-୬ ଏୟାରପୋର୍ଟ ଟ୍ରାଫିକ ଛକରେ ଥିବା ମଦ ଦୋକାନରେ ଲୋକଙ୍କ ଭିଡ଼ ପୂର୍ବରୁ ପୋଲିସର ତନାଘନା

 

ସିଏମ୍‌ସି ପକ୍ଷରୁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଶିଖରପୁର ମହାନଦୀ ଓଭରବ୍ରିଜ ପ୍ରାଚୀରରେ ଅଙ୍କା ଚାଲିଥିବା ଚିତ୍ରକଳା

 

ସୂଚନା ଭବନ ସମ୍ମୁଖରେ ଏକ ଟ୍ରାନ୍ସଫରମରରେ ଗଛ ଲଟେଇ ତାରରେ ଲାଗିଲାଣି ହେଲେ କାହାର ନଜରକୁ ଆସୁନାହିଁ

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୨ ଅଗଷ୍ଟ, ୨୦୨୬)

ବୁଧବାର ରବୀନ୍ଦ୍ର ମଣ୍ଡପରେ ହୃଦୟ ସଂଗଠନ ପକ୍ଷରୁ ସେକ୍ସପିୟରଙ୍କ ନାଟକ ପରିବେଷଣ   📲 Follow Dharitri – Odisha’s No.1 Odia Daily 📰✨

ଓଡ଼ିଶା: ଆଜିର ଫଟୋ ( ୧୧ ଅଗଷ୍ଟ, ୨୦୨୬)

ଭୁବନେଶ୍ୱର ଗାନ୍ଧୀମାର୍ଗରେ ଅଗଷ୍ଟ ୧୫ ପାଇଁ ପରେଡ୍‌ ରିହର୍ସାଲ୍‌       କଟକ ବାରବାଟୀ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଜିଲା ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri