ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬, ୨୦୨୦)

ମାଣବସା ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍‍ ୧ରେ ଲୋକମାନେ ଧାନକେଣ୍ଡା କିଣୁଛନ୍ତି   ପ୍ରଥମାଷ୍ଟମୀ ଉପଲକ୍ଷେ କୋଭିଡ କଟକଣା ନ ମାନି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଲୋକମାନଙ୍କ ପ୍ରବଳ ଭିଡ ଜମିଛି   କଟକ ରିଙ୍ଗବନ୍ଧ ରାସ୍ତାରେ ଗାଡିଚାଳକଙ୍କୁ ଟ୍ରାଫିକ୍‍ ନିୟମ ସମ୍ପର୍କରେ…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୫, ୨୦୨୦)

ଭୁବନେଶ୍ୱର କୋର୍ଟ ସମ୍ମୁଖରେ ଶିଶୁକୁ ଧରି ଯାଉଛନ୍ତି ଜଣେ ମହିଳା ଭୁବନେଶ୍ୱରରେ ଦୁଇ ବାଳିକା ବିକ୍ରି ଉଦ୍ଦେଶ୍ୟରେ ଛାଞ୍ଚୁଣୀ ଧରି ରାସ୍ତାରେ ଯାଉଛନ୍ତି ପ୍ରଥମାଷ୍ଟମୀ ଉପଲକ୍ଷେ କଟକ ହାଇକୋର୍ଟ ଛକ ରାସ୍ତା ପାର୍ଶ୍ୱରେ ନଡିଆ ଓ ହଳଦୀପତ୍ର କିଣୁଛନ୍ତି ଗ୍ରାହକ ରାଜଧାନୀ…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୪ , ୨୦୨୦)

ଭୁବନେଶ୍ୱର ନୟାପଲ୍ଲୀ ଜୟଦେବ ବିହାରରେ ବାଳିକାଟିଏ ଦୋଳି ଖେଳୁଛି   ପୁରୀ ବେଳାଭୂମିରେ ସନ୍ଧ୍ୟା ସମୟରେ ଧୀବରମାନେ ଫେରୁଛନ୍ତି   ଭୁବନେଶ୍ୱର ରାଜମହଲରେ ଜଣେ ବ୍ୟକ୍ତି ସାଇକେଲ ସହିତ ସଡକ ପାର କରୁଛନ୍ତି   ଭୁବନେଶ୍ୱର ୟୁନିଟ୧ରେ ଜଣେ ବୃଦ୍ଧ ବ୍ୟକ୍ତି…

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୩, ୨୦୨୦)

ଦୁଇଜଣ ଯୁବତୀ ଭୁବନେଶ୍ୱରର ଏଜି ଛକ ଠାରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ପୁରୀରେ ସୂର୍ଯ୍ୟାସ୍ତ ସିଏମସି କଟକସ୍ଥିତ ବାଦାମବାଡି ମୁଖ୍ୟ ରାସ୍ତାରେ ଉଚ୍ଛେଦ କାର୍ଯ୍ୟ କରାଯାଉଛି  

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨, ୨୦୨୦)

କଟକ ଚୌଧୁରୀ ବଜାର ଅଞ୍ଚଳରେ ଗୁଡ଼ି କିଣୁଛନ୍ତି ଗ୍ରାହକ   ନରାଜ ଆନିକଟରେ ମାଛଧରୁଛନ୍ତି ଧୀବର   ଛାଡ଼ଖାଇ ଲାଗି ଭୁବନେଶ୍ୱରରେ ଆମିଷ କିଣିବା ପାଇଁ ଲୋକଙ୍କ ଗହଳି

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧, ୨୦୨୦)

କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଆତ୍ମୀୟ ସ୍ୱଜନମାନେ ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସ୍ୟା ପାଇଁ ନେଇ ଯାଉଛନ୍ତି   ପୁରୀ ନୂଆ ନଈରେ ମାଛ ଧରୁଛନ୍ତି ମତ୍ସ୍ୟଜୀବୀ   ପୁରୀ ମେରାଇନ ଡ୍ରାଇଭ ରାସ୍ତାରେ ବାଲୁଖଣ୍ଡରୁ ଜାଳ ସଂଗ୍ରହ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩୦ , ୨୦୨୦)

ସିଂହଦ୍ଵାର ସମ୍ମୁଖ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ବୋଇତ ବନ୍ଦାଣ ରଙ୍ଗୋଲି କରାଯାଇଛି କରୋନା କଟାକଣା ଥିବାରୁ ବିନ୍ଦୁ ସାଗର ରେ ବୋଇତ ବନ୍ଦାଣ ଉତ୍ସବକୁ ବନ୍ଦ କରାଯାଇଛି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲିଙ୍ଗରାଜ ମନ୍ଦିର ବ୍ୟାରିକେଡ୍ ବାହାରେ ଲୋକମାନେ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୯ , ୨୦୨୦)

ମହାନଦୀ କୂଳରେ ଖାଦ୍ୟ ପାଇଁ ଶିକାର ଖୋଜୁଥିବା ପକ୍ଷୀ କରନା ମହାମାରୀ ହେତୁ ବାଲିଯାତ୍ରା ବନ୍ଦ ହେବା ଫଳରେ ପଡିଆ ଖାଲି ଖାଲି ଦିଶୁଛି କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଚୌଧୁରୀ ବଜାରର ଏକ ପୂଜା ଦୋକାନରେ ପ୍ରଦର୍ଶିତ କାଗଜ ଡଙ୍ଗା ରାଜଧାନୀରେ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୮, ୨୦୨୦)

ବୋ‍ଇତ ବନ୍ଦାଣ ଉତ୍ସବ ଲାଗି ଭୁବନେଶ୍ୱର ରାଜମହଲରେ ଡଙ୍ଗା ବିକ୍ରୀ କଟକ ତାଳଦଣ୍ଡା କେନାଲ ଜଳରାଶିରେ ବିତରଣ କରୁଛନ୍ତି ବତକ  କଟକ ବାଲିଯାତ୍ରା ତଳପଡିଆରେ ପିଲାମାନେ ଖେଳୁଛନ୍ତି କରୋନା କଟକଣା ଯୋଗୁଁ  କାର୍ତ୍ତିକ ମାସ ବଡଓଷାରେ ଭକ୍ତଶୂନ୍ୟ ହୋ‍ଇପଡିଛି କଟକ ଧବଳେଶ୍ୱର ଶୈବପୀଠ…

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୬ , ୨୦୨୦)

ଭରତ ବନ୍ଧ: ବାଦାମବାଡି ବସ୍ ଷ୍ଟାଣ୍ଡ ପାଖ ରାସ୍ତା ଜନ ଶୂନ୍ୟ ବାଦାମବାଡି ବସ୍ ଷ୍ଟାଣ୍ଡ ରୁ ଗନ୍ତବ୍ୟ ପଥକୁ ଯିବା ପାଇଁ ଲୋକ ମାନେ ଛିଡାହୋଇଛନ୍ତି କଟକସ୍ଥିତ ଓମପି ଓଭରବ୍ରିଜ୍ ପାଖରେ ବହୁତ କମ ଲୋକ ଯିବା ଆସିବା କରୁଛନ୍ତି …

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୫, ୨୦୨୦)

କଟକ କାଠଯୋଡି ନଦୀତଟରେ ପଞ୍ଚୁକ ଅବସରରେ ପୂଜା କରୁଛନ୍ତି ମହିଳା କଟକ ରିଙ୍ଗବନ୍ଧ ରାସ୍ତାରେ ବୋ‍ଇତ ବନ୍ଦାଣକୁ ନେଇ ରଙ୍ଗତୁଳୀରେ ରୂପରେଖ ଦେଉଛନ୍ତି ଯୁବକମାନେ ପଞ୍ଚୁକ ଅବସରରେ କରୋନା କଟକଣା ଯୋଗୁଁ କଟକ ଶ୍ରୀ ଅମରେଶ୍ୱର ମନ୍ଦିର ହୋ‍ଇଛି ଭକ୍ତଶୂନ୍ୟ କଟକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri