ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୬, ୨୦୨୦)

ମାଣବସା ଉପଲକ୍ଷେ ଭୁବନେଶ୍ୱର ୟୁନିଟ୍‍ ୧ରେ ଲୋକମାନେ ଧାନକେଣ୍ଡା କିଣୁଛନ୍ତି

 

ପ୍ରଥମାଷ୍ଟମୀ ଉପଲକ୍ଷେ କୋଭିଡ କଟକଣା ନ ମାନି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଲୋକମାନଙ୍କ ପ୍ରବଳ ଭିଡ ଜମିଛି

 

କଟକ ରିଙ୍ଗବନ୍ଧ ରାସ୍ତାରେ ଗାଡିଚାଳକଙ୍କୁ ଟ୍ରାଫିକ୍‍ ନିୟମ ସମ୍ପର୍କରେ ସଚେତନ କରୁଛନ୍ତି ଟ୍ରାଫିକ ପୋଲିସ

 

ପ୍ରଥମାଷ୍ଟମୀ ଉପଲକ୍ଷେ ରାଜଧାନୀ ଓୟୁଏଟି ରାସ୍ତା ପାର୍ଶ୍ୱରେ ହଳଦୀପତ୍ର କିଣୁଛନ୍ତି ଗ୍ରାହକ

 

ବଡଦିନ ଉପଲକ୍ଷେ କଟକ ସୂତାହାଟରେ କେକ୍‍ ପ୍ରସ୍ତୁତି ଚାଲିଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri