ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩୦ , ୨୦୨୦)

ସିଂହଦ୍ଵାର ସମ୍ମୁଖ ରେ କାର୍ତ୍ତିକ ପୂର୍ଣ୍ଣିମା ଅବସର ରେ ବୋଇତ ବନ୍ଦାଣ ରଙ୍ଗୋଲି କରାଯାଇଛି

କରୋନା କଟାକଣା ଥିବାରୁ ବିନ୍ଦୁ ସାଗର ରେ ବୋଇତ ବନ୍ଦାଣ ଉତ୍ସବକୁ ବନ୍ଦ କରାଯାଇଛି

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲିଙ୍ଗରାଜ ମନ୍ଦିର ବ୍ୟାରିକେଡ୍ ବାହାରେ ଲୋକମାନେ ପ୍ରାର୍ଥନା କରୁଛନ୍ତି

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଲୋକ ମାନେ କୁଆଖାଇ ନଦୀ ରେ ଡଙ୍ଗା ଭସାଉଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ ୧୬, ୨୦୨୧)

ଭୁବନେଶ୍ୱରରେ କର୍ମକ୍ଷେତ୍ରକୁ ଯିବାକୁ ଅପେକ୍ଷାରତ ଶ୍ରମିକ   ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ କଟକଣା ମାନୁ ନ ଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ   ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୭ , ୨୦୨୦)

ବନ୍ୟା ଜଳରେ ଜଣେ ମତ୍ସ୍ୟଜୀବୀ ମାଛ ଧରୁଛନ୍ତି ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ ଏକ ଶିଶୁ ସାଇକେଲରେ ସାମଗ୍ରୀ ନେଇ ଯାଉଛନ୍ତି କଟକର ବିଡାନାସୀ ମହାନଦୀକୂଳରେ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୨୧, ୨୦୨୨)

କଟକ ଓଡ଼ିଆ ବଜ଼ାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିସରରେ ଅନୁଷ୍ଠିତ ମୃଣ୍ମୟୀ ଭାସ୍କର୍ଯ୍ୟ ଶିଳ୍ପୀ ଶିବିରର ଦ୍ୱିତୀୟ ଦିନ   ରାଜଧାନୀ ଭୁବନେଶ୍ୱରରେ ସକାଳର ଘନ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୦, ୨୦୨୦)

ସାପ୍ତାହିକ ସର୍ଟଡାଉନ ଖୋଲିବା ପରେ ଭୁବନେଶ୍ୱରର ରାଜମହଲ ଏବଂ ବାପୁଜୀ ନଗର ଅଞ୍ଚଳରେ ପ୍ରବଳ ଜନଗହଳି ହୋଇଛି ଜନ୍ମାଷ୍ଟମୀ ପୂର୍ବରୁ ଭଗବାନ କୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ଶେଷ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୩୦, ୨୦୨୦)

ଭୁବନେଶ୍ୱରରେ ପାରାମାନଙ୍କୁ ଖାଇବାକୁ ଦେଉଛନ୍ତି ଜଣେ ବ୍ୟକ୍ତି   ଭୁବନେଶ୍ୱର ରାଜପଥରେ ସାଇକେଲରେ ବୁଲିବାର ମଜା   ବିଦ୍ୟୁତ କର୍ମଚାରୀ ଭୁବନେଶ୍ୱରର ପିଏମଜି ମାର୍ଗରେ ମରାମତି କାର୍ଯ୍ୟରେ...

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧, ୨୦୨୨)

ବିଧାନ ସଭାରେ ବିରୋଧୀ ଙ୍କ ପ୍ରଶ୍ନ ସମୟରେ ହୋହାଲ୍ଲା ୭ଦଫା ଦାବିରେ ଓଡିଶା ସବୁଜ ପତ୍ରିକା ମହିଳା ମହାସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟନ ଛକରେ ଆନ୍ଦୋଳନ...

ଓଡ଼ିଶା: ଆଜିର ଫଟୋ (ମେ ୨୦, ୨୦୨୧)

ଲକଡାଉନ ରେ ରାଜମହଲ ରୋଡ ରେ ଜଣେ ବେପାରୀ ଖଜୁରୀ ଝାଡୁ ବିକ୍ରି କରିବା ପାଇଁ ରାସ୍ତା ରେ ଯାଉଛନ୍ତି   ଭୁବନେଶ୍ୱର ଉପକଣ୍ଠ ବସନ୍ତପୁର...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୨, ୨୦୨୨)

କଟକରେ ବର୍ଷିୟାନ ଅଭିନେତା ମିହିର ଦାସଙ୍କର ଶେଷ କୃତ୍ୟ ସମ୍ପନ୍ନ   ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ କୋଭିଡ ପରୀକ୍ଷା କେନ୍ଦ୍ରରେ ଭିଡ଼   ଭୁବନେଶ୍ୱର ରବୀନ୍ଦ୍ର...

Advertisement
Archives

Model This Week