ଆଜିର ଫଟୋ

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୨, ୨୦୨୧)

କଟକ ଜିଲ୍ଲା ଅନ୍ତର୍ଗତ ରାଣୀହାଟ୍ ଟ୍ରାଫିକ୍ ସ୍କୋୟାରରେ କଟକ ଜିଲ୍ଲାରେ ସପ୍ତାହନ୍ତ ବନ୍ଦ ଯାନବାହନ ଚଳାଚଳ ସ୍ୱାଭାବିକ ଆଚାର୍ଯ୍ୟ ମାନକ ଦ୍ୱାରା ଗୋପୁଜା ଭୁବନେଶ୍ୱରର ରାଜମହଲ ସ୍କୋୟାରରେ ଏକ ଟଲି ଚାଳକ ମାଲ ବୋଝେଇ କରି ରାସ୍ତାରେ ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୧)

କଟକ ତାଳଦଣ୍ଡା କେନାଲ ରାସ୍ତା ପାର୍ଶ୍ୱରେ ବାଉଁଶ ଉପକରଣ ପ୍ରସ୍ତୁତ କରୁଛନ୍ତି ମହିଳା   କଟକ ବାଦାମବାଡ଼ି ରାସ୍ତାରେ ବିକ୍ରି ଲାଗି ଫଳ ବୋଝେଇ ଟ୍ରଲି ନେଇ ଯାଉଛନ୍ତି ମହିଳା     କଟକ ଛତ୍ରବଜାରରେ ଟ୍ରକରୁ ନଡ଼ିଆ ଖଲାସ ହେଉଛି…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୦, ୨୦୨୧ )

କଟକର କୁମ୍ଭାରସାହି ଅଞ୍ଚଳରେ ଦେବୀ ଖୁଦୁରୁକୁଣୀଙ୍କ ମାଟି ପ୍ରତିମା ଉପରେ କାରିଗର ରଙ୍ଗ ଲଗାଉଛନ୍ତି   କଟକର ବିଭିନ୍ନ ଅସ୍ୱାସ୍ଥ୍ୟକର ସ୍ଥାନରେ ଥିବା ପାଇପରୁ ପାନୀୟ ଜଳର ଅପଚୟ   ଭୁବନେଶ୍ୱରର ଜନପଥ୍ ରୋଡରେ ଲଘୁଚାପ ଜନିତ ବର୍ଷା   ଭୁବନେଶ୍ୱରର…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୭, ୨୦୨୧)

ଭୁବନେଶ୍ୱରରେ ଭାରତୀୟ ହକି ଦଳ   ଭୁବନେଶ୍ୱର ସମ ହସ୍ପିଟାଲ ନିକଟରେ ବେଆଇନ ନିର୍ମାଣକୁ ବିଡିଏ ପକ୍ଷରୁ ଉଚ୍ଛେଦ   ଅସରାଏ ବର୍ଷାରେ କଟକ ଖାନନଗର ରିଂ ବନ୍ଧ ରାସ୍ତାର ଦୁରାବସ୍ଥା

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୬, ୨୦୨୧)

ଭୁବନେଶ୍ୱରର ରମାଦେବୀ ବିଶ୍ୱବିଦ୍ୟାଳୟର ୟୁଜି ଆର୍ଟ ଛାତ୍ରୀମାନେ ଶ୍ରେଣୀରେ ଯୋଗଦେବା ପୂର୍ବରୁ ସେମାନଙ୍କର ପରିଚୟ ପତ୍ର ପ୍ରଦର୍ଶନ କରାଉଛନ୍ତି ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସେମାନଙ୍କ ପିତାମାତାଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ଫର୍ମ ସହିତ ଶ୍ରେଣୀଗୃହରେ ଯୋଗଦେବାକୁ ଅନୁମତି ନେଇ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୪, ୨୦୨୧)

ଭୁବନେଶ୍ୱର ଦୂରଦର୍ଶନ ରାସ୍ତା ପାର୍ଶ୍ୱ ପ୍ରାଚୀରରେ ଡେଙ୍ଗୁ ସଚେତନତା   ସ୍ୱାଧୀନତା ଦିବସ ସମାରୋହ ଲାଗି ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଚାଲିଛି ପ୍ରସ୍ତୁତି   ଭୁବନେଶ୍ୱର କେଶରୀ ଟକିଜ ପାର୍ଶ୍ୱରେ ଜାତୀୟ ପତାକା ବିପ୍ପଣୀ   ଭୁବନେଶ୍ୱରରେ ସ୍ୱାଧୀନତା ଦିବସ ଲାଗି…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୩, ୨୦୨୧ )

ଭୁବନେଶ୍ୱରର ୟୁନିଟ୍- ୯ ଅଞ୍ଚଳରେ ଜଣେ ରାଖୀ ବ୍ୟବସାୟୀ ରାଖୀଗୁଡିକୁ ସଜାଉଛନ୍ତି   ଆଗକୁ ୨ ଦିନ ଶଟ୍‌ଡାଉନ୍ ହେବାକୁଥିବାରୁ ଭୁବନେଶ୍ୱର ବାପୁଜୀ ନଗର ରୋଡରେ ଟ୍ରାଫିକ୍ ସମସ୍ୟା   ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ…

ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୨, ୨୦୨୧)

ଶ୍ରୀମନ୍ଦିର ଆକାଶରେ ସୂର୍ଯ୍ୟଙ୍କୁ ଘୋଟିଯାଇଛି କଳାବାଦଲ ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳନ କଟକସ୍ଥିତ ରାଜବାଗୀ ମ୍ୟୁନିସିପାଲିଟି ହାଇସ୍କୁଲ ଖେଳ ପଡିଆରେ ବର୍ଷା ଜଳ ଅଟକି ରହିଛି କଲେଜ ଛକରେ ଏକ ରାକ୍ଷୀ ଦୋକାନରୁ ଜଣେ ଝିଅ…

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୧, ୨୦୨୧)

ସ୍ୱାଧୀନତା ଦିବସ ପୂର୍ବରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅଭ୍ୟାସରତ ପୋଲିସ   ଅଲମ୍ପିକ୍ସରେ ଭାଗ ନେଇଥିବା ଓଡିଶା ହକି ଖେଳାଳିଙ୍କୁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୦, ୨୦୨୧)

ବେଆଇନ ପାର୍କିଙ୍ଗ ଯୋଗୁଁ କଟକ ବାଦାମବାଡ଼ି ମୁଖ୍ୟ ରାସ୍ତାରେ ଟ୍ରାଫିକ ସମସ୍ୟା କଟକ ବାରବାଟୀ ଷ୍ଟାଡିଅମ କ୍ଲବ ହାଉସରେ ଓଡିଶା ରେସଲିଂ ଆସୋସିଏସନ ପକ୍ଷରୁ ଆୟୋଜିତ କୁସ୍ତି ପ୍ରତିଯୋଗିତା

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?