ଅଭିନବ ସଚେତନତା: ମା’ ଦୁର୍ଗାଙ୍କ ବେଶରେ ଭୁବନେଶ୍ୱର ଖଣ୍ଡଗିରି ଛକରେ ମାସ୍କ ପିନ୍ଧିବା ଓ ଟ୍ରାଫିକ ନିୟମ ମାନିବାକୁ ସଚେତନ କରୁଛନ୍ତି କଳାକାର

ଅଭିନବ ସଚେତନତା: ମା’ ଦୁର୍ଗାଙ୍କ ବେଶରେ ଭୁବନେଶ୍ୱର ଖଣ୍ଡଗିରି ଛକରେ ମାସ୍କ ପିନ୍ଧିବା ଓ ଟ୍ରାଫିକ ନିୟମ ମାନିବାକୁ ସଚେତନ କରୁଛନ୍ତି କଳାକାର
ଭୁବନେଶ୍ୱର ବାଣୀବିହାର-ରସୁଲଗଡ଼ ରାସ୍ତା ପାର୍ଶ୍ଵରେ ଶ୍ରୀ ଗଣେଶଙ୍କ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଉଛନ୍ତି ଶିଶୁ କଳାକାର
କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…
‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…