ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୯, ୨୦୨୧)
ରାଜଧାନୀରେ ପ୍ରବଳ ଖରା ରାଜଭବନ ଛକରେ ଟ୍ରାଫିକ ର ଡ଼ଵଲ ହେଲମେଟ ଚେକିଙ୍ଗ ଲିଙ୍ଗରାଜ ମନ୍ଦିର ର କିଛି ସେବାୟତଙ୍କ କରୋନା ପଯେଟିଭ ହେବାପରେ ମନ୍ଦିର ରେ ସାଧାରଣ ଦର୍ଶନ କୁ ବନ୍ଦ ରଖାଯାଇଛି କୋଭିଡ ପଯେଟିଭ ସଂଖ୍ୟା ଅଧିକ ବାହାରିବାରୁ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୮, ୨୦୨୧)
ଜଣେ ଶିଳ୍ପୀ ରୁକୁଣା ରଥ ରେ ଚିତ୍ର ଆଙ୍କୁଛନ୍ତି କଲେଜ ଛକ ରାସ୍ତା ପାର୍ଶ୍ୱରେ ଥିବା ଜଳ ପୁର୍ଣ କୁଣ୍ଡ ରୁ ଜଳ ପି ତୃଷା ମେଣ୍ଟାଉଥିବା ପାରା ରସୁଲଗଡ ଏକ୍ସପ୍ଲାନେଡ ମହଲ ପାଖ ରାସ୍ତା କଡରେ ପ୍ରବଳ ପାଣି ଜମିରହିଛି…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୭, ୨୦୨୧)
ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଆହାର କେନ୍ଦ୍ରରେ ଭିଡ଼ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୬, ୨୦୨୧)
ଲକଡାଉନ୍ କିମ୍ବା ସଟଡାଉନ୍ କୁ ଭୟ କରି ଲୋକମାନେ ଘରକୁ ଫେରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ ଆସିଛନ୍ତି ରାଜମହଲ ଛକରେ ଏକ ଗାଡ଼ିର କାଚରେ କଳା ଜରି ଲାଗିଥିବାରୁ ଟ୍ରାଫିକ ପୋଲିସ ଏହାକୁ କାଢୁଛନ୍ତି ରାଜଧାନୀରେ ପ୍ରବଳ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୫, ୨୦୨୧)
ରାଜଧାନୀରେ ପ୍ରବଳ ଖରା ଓୟୁଏଟି କଲେଜ ର ଛାତ୍ରୀମାନେ ଖରାରୁ ରକ୍ଷା ପାଇବା ପାଇଁ ଛତା ଧରି ରାସ୍ତାରେ ଯାଉଛନ୍ତି ରେଭେନ୍ଶା ବିଶ୍ୱବିଦ୍ୟାଳୟ ର ରାସ୍ତାପାଖରେ ଥିବା ପଡିଆରେ ପାଇପ ରୁ ନିର୍ଗତ ପାଣିକୁ ତୃଷ୍ଣା ମେଣ୍ଟାଉଥିବା ପାରା
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୪, ୨୦୨୧)
ମହାବିଷୁବ ସଂକ୍ରାନ୍ତି ଲାଗି ଭୁବନେଶ୍ୱର ୟୁନିଟ-୧ ସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କଟକ ମହାନଦୀରେ ବୋଟିଙ୍ଗ ସେବା ଶୁଭାରମ୍ଭ କଟକ ବଢ଼େଇ ସାହି ଶ୍ରୀ ଯୁଗଳ କିଶୋର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ହନୁମାନ ଜୟନ୍ତୀ ପାଳନ ପଣା…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୩, ୨୦୨୧)
ପଣାସଂକ୍ରାନ୍ତି ଲାଗି ରାଜଧାନୀରେ ବିକ୍ରି ହେଉଛି ବେଲ ଠାକୁରାଣୀ ଯାତ୍ରାରେ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ବନ୍ଦ ଭୁବନେଶ୍ୱର ପିଏମଜି ରାସ୍ତାରେ ଛତା ଧରି ଯାଉଛନ୍ତି ମହିଳା ଭୁବନେଶ୍ୱରରେ ପାଣି ପିଉଛନ୍ତି ପାରା କଟକ ଯୋବ୍ରା…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୨, ୨୦୨୧)
ବିଏମସି ଅଫିସିଆଲ ରେଳ କର୍ମଚାରୀ ମାନେ ବାହାର ରାଜ୍ୟ ରୁ ଆସୁଥିବା ଯାତ୍ରୀ ମାନଙ୍କୁ ଭଲ ଭାବରେ ଚେକିଙ୍ଗ କରି ଛାଡ଼ୁଛନ୍ତି କଟକ ବଡମେଡିକାଲ ପାଖ ମଙ୍ଗଳାବାଗ ପାର୍ଶ୍ୱ ମୁଖ୍ୟ ଗଟେ ସମ୍ମୁଖ ରେ ବୁଲା ବ୍ୟବସାୟୀ ଙ୍କ ପସରା
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୧, ୨୦୨୧)
ଚାନ୍ଦିନିଚଉକ ପୂଜା ମଣ୍ଡପ ରେ ବାସନ୍ତୀ ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ପ୍ରବଳ ଖରା ରେ ୩ଜଣ ଯୁବତୀ ମୁହଁରେ ଓନି ବାନ୍ଧି ରୋଡ ରେ ଯାଉଛନ୍ତି ପ୍ରବଳ ଖରା ରେ କୁଆଖାଇ ନଦୀରେ ଜଣେ ମାଛଧରାଳୀ ଖେପଜାଲ ଧରି…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୦, ୨୦୨୧)
ଭୁବନେଶ୍ୱରରେ ଯୋଗାଣ ପାଣିରୁ ନିଜର ତୃଷ୍ଣା ମେଣ୍ଟାଉଛନ୍ତି ଯୁବକ ଭୁବନେଶ୍ୱର ରେଳ ଷ୍ଟେସନରେ ସାନିଟାଇଜେସନ ଓ ମାସ୍କ ଲାଗି ସଚେତନ କରାଉଛନ୍ତି କର୍ତ୍ତୃପକ୍ଷ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁରରେ ମାସ୍କ ଚେକିଂ ଭୁବନେଶ୍ୱରରେ ଲିଙ୍ଗରାଜ ମହାପ୍ରଭୁଙ୍କର ରୁକୁଣା ରଥଯାତ୍ରା…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୧)
ଭୁବନେଶ୍ୱର ରାମ ମନ୍ଦିରରେ ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ କରିବା ପାଇଁ ବିନା ସୁରକ୍ଷାରେ ବାଉଁଶ ଭାରା ବାନ୍ଧୁଛନ୍ତି କଟକରେ କୋଭିଡ ନିୟମ ଉଲ୍ଲଙ୍ଘନ କାରୀଙ୍କଠାରୁ ଜରିମାନା ଆଦାୟ କରାଯିବା ସହିତ ସେମାନଙ୍କୁ ସଚେତନ କରାଯାଉଛି ଭୁବନେଶ୍ୱର ୟୁନିଟ…
ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮ , ୨୦୨୧)
ଭୁବନେଶ୍ୱର ଏସବିଆଇ ମେନବ୍ରାଞ୍ଚରୁ କରୋନା ପଜିଟିଭ ଅଧିକ ସଂଖ୍ୟାରେ ବାହାରିବାରୁ ବିଏମସି ପକ୍ଷରୁ ୯୬ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ କରାଯାଇଛି କଟକ ବଡ ମେଡିକାଲ ନିକଟ ଆହାର କେନ୍ଦ୍ର କରୋନା କଟକଣା ନିୟମ ଉଲ୍ଲଙ୍ଘନ ନେଇ ଲିଙ୍କରୋଡ ସ୍ଥିତ ଘରୋଇ…
Archives


