ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୮ , ୨୦୨୧)

ଭୁବନେଶ୍ୱର ଏସବିଆଇ ମେନବ୍ରାଞ୍ଚରୁ କରୋନା ପଜିଟିଭ ଅଧିକ ସଂଖ୍ୟାରେ ବାହାରିବାରୁ ବିଏମସି ପକ୍ଷରୁ ୯୬ ଘଣ୍ଟା ପାଇଁ ବ୍ୟାଙ୍କ ବନ୍ଦ କରାଯାଇଛି

କଟକ ବଡ ମେଡିକାଲ ନିକଟ ଆହାର କେନ୍ଦ୍ର

କରୋନା କଟକଣା ନିୟମ ଉଲ୍ଲଙ୍ଘନ ନେଇ ଲିଙ୍କରୋଡ ସ୍ଥିତ  ଘରୋଇ ଶିକ୍ଷାନୁଷ୍ଠାନ ମହେନ୍ଦ୍ର କୋଚିଂ ସେଣ୍ଟରକୁ ସିଏମସି ପକ୍ଷରୁ ସିଲ କରାଯାଉଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜୁନ ୧୫, ୨୦୨୧)

ଶିବ ପାର୍ବତୀ ବିବାହ ଲାଗି ପୁରୁଣା ଭୁବନେଶ୍ୱର ଗୁଆଝର ପରିସରରେ ଚନ୍ଦନ ଉତ୍ସବ     ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧବାର୍ଷିକୀରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମ୍ମୁଖ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୦୨, ୨୦୨୨)

ଭୁବନେଶ୍ୱର ସ୍ୱସ୍ତି ପ୍ରମିୟମରେ ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ହେଲା ବିଜନେସ୍ ଏମିନେନ୍ସ ଆୱାର୍ଡ୍ସ ୨୦୨୨   କଟକ ଜିଲ୍ଲା ଆଥଲେଟିକ୍ ଆଶୋସିଏସନ୍ ପକ୍ଷ୍ୟରୁ...

ଓଡ଼ିଶା: ଆଜିର ଫଟୋ (ଜୁନ ୯, ୨୦୨୧)

ଭୁବନେଶ୍ୱରରେ ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ନନ୍ଦିନୀ ଶତପଥୀଙ୍କ ୯୦ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି   ସାବିତ୍ରୀ ବ୍ରତ ଲାଗି ଭୁବନେଶ୍ୱରରେ କିଣାକିଣି କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୩, ୨୦୨୧)

କଟକ ବାଦାମବାଡ଼ି ବସ୍‍ ଷ୍ଟାଣ୍ଡ ପରିସରରେ ଉଚ୍ଛେଦ  ବିନା ହେଲମେଟ୍‌ରେ ଭୁବନେଶ୍ୱର ରାସ୍ତାରେ ମୋଟର ସାଇକେଲ ନେଇଯାଉଛନ୍ତି ବ୍ୟକ୍ତି   ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ୭ମ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୨, ୨୦୨୧)

କଟକ ଅଲିଶାବଜାର ପୂଜାମଣ୍ଡପରେ ମହାସପ୍ତମୀ   କଟକ ମାଛୁଆବଜାର ସର୍ପାଦୁର୍ଗା ମନ୍ଦିରରେ ମହାସପ୍ତମୀ ପୂଜା   କଟକ ମଙ୍ଗଳାବାଗ ମଣ୍ଡପରେ ମହାସପ୍ତମୀ ପୂଜା   କଟକ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୮, ୨୦୨୨)

କଟକ ବାରବାଟୀ ଷ୍ଟାଡ଼ିୟମରେ ହେବାକୁ ଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ କ୍ରିକେଟ ମ୍ୟାଚର ଅବ୍ୟବହିତ ପୂର୍ବରୁ ବାଲିଯାତ୍ରା ତଳ ପଡ଼ିଆ ରିଂ ବନ୍ଧ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୨ , ୨୦୨୨)

ଭୁବନେଶ୍ୱରରେ କୁହୁଡ଼ି ଆଚ୍ଛାଦିତ ସକାଳ ରାଜଧାନୀରେ ଖୋଲିଲା ବିଭିନ୍ନ ଧର୍ମାନୁଷ୍ଠାନ ଭୁବନେଶ୍ୱର କ୍ୟାପିଟାଲ ଗ୍ରାଉଣ୍ଡରେ ଓଡିଶା ଓମେନ୍ସ ଫୁଟବଲ ଲିଗ   କଟକ ରାଜବଗିଚା ରିଙ୍ଗ...

ଓଡ଼ିଶା: ଆଜିର ଫଟୋ (ଜୁନ ୧, ୨୦୨୧)

କଟକ କଲେଜ ଛକ ରାସ୍ତା ପାର୍ଶ୍ଵରେ ଜାମୁକୋଳି କିଣୁଛନ୍ତି ଗ୍ରାହକ   କଟକ ମାଲଗୋଦାମରେ ଭିଡ଼ ନିୟନ୍ତ୍ରଣ ଲାଗି ଯାନବାହନ ପ୍ରବେଶ ଲାଗି କଟକଣା  ...

Advertisement
Archives

Model This Week