ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୯, ୨୦୨୧)

ରାଜଧାନୀରେ ପ୍ରବଳ ଖରା

ରାଜଭବନ ଛକରେ ଟ୍ରାଫିକ ର ଡ଼ଵଲ ହେଲମେଟ ଚେକିଙ୍ଗ

ଲିଙ୍ଗରାଜ ମନ୍ଦିର ର କିଛି ସେବାୟତଙ୍କ କରୋନା ପଯେଟିଭ ହେବାପରେ ମନ୍ଦିର ରେ ସାଧାରଣ ଦର୍ଶନ କୁ ବନ୍ଦ ରଖାଯାଇଛି

କୋଭିଡ ପଯେଟିଭ ସଂଖ୍ୟା ଅଧିକ ବାହାରିବାରୁ ବାହାର ରାଜ୍ୟ କୁ ଗାଡି ଚଳାଚଳ ବନ୍ଦ କରିଦିଆ ଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର  ୮ ,  ୨୦୨୨)

ସୂଚନା ଭବନ ରେ ମୋ ଓଡିଶା ପ୍ରତିଷ୍ଠାତା ଓ ବିପ୍ଲବୀ ନେତା ଭବାନୀଶଙ୍କର ପରିଜା ଙ୍କ ୨ୟ ଶ୍ରାଦ୍ଧବାର୍ଷିକ ଉତ୍ସବ ରେ କଳାକାର ଙ୍କ ଦ୍ୱାରା...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୮, ୨୦୨୧)

ଓଡିଶା ମହିଳା ଫୁଟବଲ ଲିଗ୍: ସ୍ପୋର୍ଟସ୍ ହଷ୍ଟେଲ, ରାଇଜିଂ ଷ୍ଟୁଡେଣ୍ଟସ୍ କ୍ଲବ୍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଉଛି   ଜୟ ଭାରତ ଏକାଡେମୀ ବିପକ୍ଷରେ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୧୯, ୨୦୨୩ )

ଯୋବ୍ରା ଆନିକଟ ଠାରେ ମହାନଦୀରେ ପ୍ରବାହିତ ବନ୍ୟା ଜଳ     ସ୍ଥାନୀୟ ଅଂଚଳ ଲୋକମାନେ ଟାୟାର ଜାଳି ରାସ୍ତା ରୋକ କରୁଥିବା ବେଳେ ଘଟଣାସ୍ଥଳରେ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୭, ୨୦୨୨ )

କଟକସ୍ଥିତ ନରାଜ ଆନିକଟରେ ପକ୍ଷୀମାନେ ଜଳକ୍ରୀଡା କରୁଛନ୍ତି     ଭାରତୀୟ ପୁରୁଷ ହକି ଦଳ, ପୁରୁଷ ହକି ବିଶ୍ୱକପ ଖେଳିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରେ...

ଓଡ଼ିଶା: ଆଜିର ଫଟୋ (ମେ ୧ ତାରିଖ )

ଭୁବନେଶ୍ୱରରେ ସପ୍ତାହାନ୍ତ ଶଟଡାଉନ     ଭୁବନେଶ୍ୱର ରେଳଷ୍ଟେସନରେ ଯାତ୍ରୀ ଆଶୟସ୍ଥଳ ବନ୍ଦ ଯୋଗୁଁ ଖରାରେ ବସିଛନ୍ତି ଯାତ୍ରୀ  

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୯, ୨୦୨୧)

ଭୁବନେଶ୍ୱରର ୟୁନିଟ୍-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ୧୮-୪୪ ବୟସ ବର୍ଗର ଟୀକାକରଣ     ଶଟଡାଉନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ପୋଲିସର ଚେକିଙ୍ଗ ତଥା ଫାଇନ...

ଆଜିର ଫଟୋ(ଜୁନ୍ ୧୨, ୨୦୨୦)

ମାର୍କେଟ ବିଲଡିଂରେ ଲୋକଙ୍କ ଗହଳିକୁ ଦେଖି ବିଡିଏ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନତା କରାଯାଉଛି। ରଜ ପାଇଁ ମାର୍କେଟ ବିଲଡିଂରେ ଲୋକଙ୍କ ପ୍ରବଳ ଗହଳି...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୭, ୨୦୨୩ )

କଟକ ଏସସିବି ମେଡିକାଲ ସର୍ଜରୀ ବିଭାଗରେ, ବାଲେଶ୍ୱର ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟୁଛନ୍ତି କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ      ...

Advertisement
Archives

Model This Week