ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୬, ୨୦୨୧)
ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ରାଜ୍ୟର ବିଭିନ୍ନ ସ୍ଥାନରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୫, ୨୦୨୧)
କଟକସ୍ଥିତ ଜେ.ଏନ୍. ଇନଡୋର ହଲରେ ଆୟୋଜିତ ୨୬ ତମ ରାଜ୍ୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ରେ ଦୁଇ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଥିବାର ଦୃଶ୍ୟ ସାଧାରଣତନ୍ତ୍ର ଦିବସ ଗୋଟିଏ ଦିନ ପୂର୍ବରୁ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ‘ବନ୍ଦେ ମାତରମ୍’...
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୪, ୨୦୨୧)
କଟକସ୍ଥିତ ୨୬ ତମ ଓଡିଶା ରାଜ୍ୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ର ଉଦଘାଟନୀ ଦିବସରେ ଯୁବକମାନେ କାର୍ଯ୍ୟ କରୁଛନ୍ତି ସାଧାରଣତନ୍ତ୍ର ଦିବସ ପୂର୍ବରୁ କଟକର ଏକ ଛୋଟ ଦୋକାନରେ ଜଣେ ବିକ୍ରେତା ତୀରାଙ୍ଗ ପତାକା ବିକ୍ରୟ କରୁଛନ୍ତି
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୩, ୨୦୨୧)
ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର ଦ୍ୱାରା ଭୁବନେଶ୍ୱର ଏକାମ୍ର କାନନରେ ବାର୍ଷିକ ‘ପୁଷ୍ପ ପ୍ରଦର୍ଶନୀ-୨୦୨୧’ ଆୟୋଜିତ କଟକ ନେତାଜୀ ବସ୍ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ଓଡିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ...
ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୨, ୨୦୨୧ )
ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଭୁବନେଶ୍ୱର ଲୋୟର ପିଏମଜି ଠାରେ ପ୍ୟାରେଡ୍ ରିହର୍ସାଲ୍ କଟନଫ୍ୟାବ୍-୨୦୨୦: ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଗ୍ରାହକମାନେ ବିଭିନ୍ନ ବସ୍ତ୍ର ସାମଗ୍ରୀ ଦେଖୁଛନ୍ତି ରାଜ୍ୟ ପରିବହନ ନିଗମ ଦ୍ୱାରା ଭୁବନେଶ୍ୱର ଏଜି ଛକରେ ସଡକ ସୁରକ୍ଷା ସଚେତନତା ସାଇକ୍ଲୋଥନ୍...
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୧, ୨୦୨୧ )
ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ପୂର୍ବରୁ କଳାକାରମାନେ ଆଦିବାସୀ ପଡ଼ିଆରେ କାନ୍ଥରେ ରଙ୍ଗ ଦେଉଛନ୍ତି ସୁଭାସ ବୋଷଙ୍କ ଜନ୍ମ ବାର୍ଷିକ ପୂର୍ବରୁ କଟକସ୍ଥିତ ଓଡିଆ ବଜାର ଅଞ୍ଚଳରେ ନେତାଜୀ ଙ୍କ ଜନ୍ମସ୍ଥାନକୁ ସଜାଯାଉଛି ଭୁବନେଶ୍ୱରର ସହିଦ ନଗର ସ୍ଥିତ...
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୦, ୨୦୨୧ )
୩୨ତମ ସଡକ ସୁରକ୍ଷା ମାସ ଅବସରରେ ପରିବହନ ବିଭାଗ ପକ୍ଷରୁ ଭୁବନେଶ୍ୱର ପିଏମ୍ଜି ଛକରେ ଜନ ସଚେତନତା ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଜାତୀୟସ୍ତରୀୟ ହ୍ୟାଣ୍ଡଲୁମ ଏକ୍ସପୋ ରାଜଧାନୀ ରବୀନ୍ଦ୍ର ମଣ୍ଡପରେ ଅଜିତ ଥିଏଟର ଗ୍ରୁପ ପରିବେଷଣ କରୁଛନ୍ତି...
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୯, ୨୦୨୧ )
ନେତାଜୀ ଜୟନ୍ତୀ ପୂର୍ବରୁ କଟକ ଦରଘାବଜ଼ାର ପୁରୁଣା ଜେଲ ରୋଡରୁ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ସ୍ଥଳ ଓ ସଂଗ୍ରହାଳୟକୁ ଯିବା ରାସ୍ତାର ପାର୍ଶ୍ୱ ପ୍ରାଚୀର ଏବଂ ତୋରଣକୁ ନୂଆ ରୂପ ଦେଉଛନ୍ତି ଶିଳ୍ପୀ ଜାତୀୟ ସଡ଼କ ସୁରକ୍ଷା...
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୮, ୨୦୨୧)
ଗଣତନ୍ତ୍ର ଦିବସ ପାଳନ ପୂର୍ବରୁ ସୋମବାର ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ସୁରକ୍ଷା କର୍ମୀମାନେ ଯାଞ୍ଚ କରୁଛନ୍ତି ଟାଟା ବେଂଜ଼ ଛକ ଠାରେ ୩୨ ତମ ରୋଡ଼ ସେପ୍ଟିର ସପ୍ତାହିକ କାଯ୍ୟକ୍ରର୍ମର ଶୁଭଆରମ୍ଭ ରେ ବ୍ରହ୍ମପୁର ଟ୍ରାଫିକ୍ ପୋଲିସ ଅଧିକାରୀ...
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୧)
ହାଲୁକା କୁହୁଡ଼ି ମଧ୍ୟରେ କଟକର ମହାନାଦୀ ଉପରେ ଉଡୁଥିବା ପକ୍ଷୀମାଙ୍କ ଦୃଶ୍ୟ ବାଇକ ଆରୋହୀମାନେ ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ବିନା ହେଲମେଟରେ ଯାଉଛନ୍ତି
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ୧୬, ୨୦୨୧)
କୁହୁଡି ଆଚ୍ଛାଦିତ ଭୁବନେଶ୍ୱର ସାରା ରାଜ୍ୟରେ କୋଭିଡ୍ ଟିକାକରଣ ଆରମ୍ଭ ମହାତ୍ମାଗାନ୍ଧୀଙ୍କ ପ୍ରଥମ କଟକ ଆଗମନର ଶତବାର୍ଷିକୀ ପାଳନ ଅବସରରେ ସିଡିଏରେ ସ୍ଥାପନ ହେବାକୁ ଥିବା ଗାନ୍ଧିଜୀଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି ତିଆରି କରୁଛନ୍ତି ଶିଳ୍ପୀ
ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୫, ୨୦୨୧)
ଭୁବନେଶ୍ୱର ମୁକ୍ତେଶ୍ଵର ନୃତ୍ୟ ମହୋତ୍ସବରେ ନୃତ୍ୟ ପରିବେଷଣ କରୁଛନ୍ତି ଶତାବ୍ଦୀ ମଲ୍ଲିକ ଓ ନୀଳାଦ୍ରି ମହାନ୍ତି
Archives


